
ସମସ୍ତ ଆଶା କର୍ମୀଙ୍କୁ ସରକାର ମାନ୍ୟତା ଓ ଅନ୍ୟାନ୍ୟ
ସୁବିଧା ଦାବିରେ ଓଡିଶା ଆଶାକର୍ମୀ ସଙ୍ଘ ପକ୍ଷରୁ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା

ବିଧାନ ସଭାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେଉଛନ୍ତି

ଯୋବ୍ରା ରେହମାନ ଛକ ଠାରେ ସିଏମସି ପକ୍ଷରୁ ଉଛେଦ ଚାଲିଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦୁଇ ଆହତ ବ୍ୟକ୍ତି ଏସସିବି ମେଡିକାଲରେ ଭର୍ତ୍ତି


