ଭୁବନେଶ୍ୱର ଉପକଣ୍ଠରେ ଥିବା ଦୟା ନଦୀ ଭିତରେ ବାଲିଉପରେ କଇଁଛମାନେ ବିଶ୍ରାମ ନେଉଛନ୍ତି

ଜଣେ ଚାଷୀ ଭୁବନେଶ୍ୱର ଦୟା ନଦୀ ପାଖରେ ଥିବା ମୁଗକ୍ଷେତ ରେ କୀଟନାଶକ ଔଷଧ ଛିଞ୍ଚନ କରୁଛନ୍ତି

ଭୁବନେଶ୍ୱର ଉପକଣ୍ଠରେ ଏକ ଗଛ ପତ୍ରଝଡ଼ା ଦେଇଛି

କଟକର ତୁଳସିପୁର ରିଙ୍ଗ ରୋଡ ନିକଟରେ ମହାନଦୀ ଜଳରେ ପକ୍ଷୀ ମାନଙ୍କ ସମାଗମ



