ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୯ , ୨୦୨୦)

କଟକ ନରାଜ ଆନିକଟ ଠାରେ ମାଛ ଧରୁଥିବା ଧୀବର

କାଠଯୋଡି ନଦୀ ତଟରେ ଶୋଭା ପାଉଛି କାଶତଣ୍ଡୀ ଫୁଲ

ପ୍ରବଳ ଖରା ହେଉଥିବା ଫଳରେ କଟକର ଚାନ୍ଦିନୀଚୌକ ଠାରେ ଜଣେ ବାଳକ ପାଣିରେ ଗାଧୋଉଥିବାର ଦୃଶ୍ୟ

ଓୟୁଏଟି ରେ ଏକ ଧାନ ବିଲରେ କୃଷକ ମାନେ ଅନା ବନା ଗଛକୁ ଉପାଡୁଛନ୍ତି

ଓୟୁଏଟି କ୍ୟାମ୍ପସ ଭିତରେ ଏକ ପୋଖରୀ ପାଖରେ ବିଦେଶୀ ପକ୍ଷୀ ମାନେ ବସିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା   ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’   ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା  ଡାକ୍ତର...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୧, ୨୦୨୦)

ବନ୍ୟା ଯୋଗୁଁ ଜନଜୀବନ ପ୍ରଭାବିତ   ଭୁବନେଶ୍ୱର ପଟିଆରେ ଜେଇଇ ପରୀକ୍ଷା ଦେବାକୁ ଯାଉଥିବା ଛାତ୍ରୀଛାତ୍ରଙ୍କର ଥର୍ମାଲ ସ୍କ୍ରିନିଂ କରାଯାଉଛି   କଟକ ସିଡିଏରେ ଏକ...

ଓଡ଼ିଶା: ଆଜିର ଫଟୋ

କଟକ ଅମରେଶ୍ୱର ମନ୍ଦିରରେ ଅନୁଷ୍ଠିତ ହର-ପାର୍ବତୀ ବିବାହ ଉତ୍ସବ   ଲକ୍‌ଡାଉନ ୪.୦ର ୧୦ମ ଦିନରେ ଭୁବନେଶ୍ୱର   ନିଜ ଗ୍ରାମ ଅଭିମୁଖେ ତାମିଲନାଡୁରୁ ଫେରିଥିବା...

ଓଡ଼ିଶା: ଆଜିର ଫଟୋ ( ସେପ୍ଟେମ୍ବର ୩ , ୨୦୨୦)

ଭୁବନେଶ୍ୱର ରାଜମହଲ ଛକ ନିକଟରେ ଜଣେ ମହିଳା ବ୍ୟବସାୟୀ ବାଉଁଶ ରେ ପାଛିଆ ତିଆରି କରୁଛନ୍ତି ଭୁବନେଶ୍ୱରର ପୁରୁଣା ଟାଉନ୍ ଅଞ୍ଚଳରେ ଥିବା ପାପନାଶିନୀ ପୋଖରୀ...

ଓଡ଼ିଶା: ଆଜିର ଫଟୋ (ଜୁନ୍ ୯, ୨୦୨୦)

ଭୁବନେଶ୍ୱରରେ ଶ୍ରମିକମାନେ କାର୍ଯ୍ୟ ଅଭିମୁଖେ ବାହାରିଛନ୍ତି   ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୨୦, ୨୦୨୦)

ଜୋବ୍ରା ମହାନଦୀ ରିଙ୍ଗ ରୋଡର ଫୁଟପାଥରେ ଜଣେ ପିଲା ସ୍ମାର୍ଟଫୋନ୍ ଧରି ଖେଳୁଛନ୍ତି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷା ଭୁବନେଶ୍ୱରର ବ୍ୟସ୍ତବହୁଳ ଜନପଥ ରାସ୍ତାରେ ମା’ଙ୍କଠାରୁ...

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୪, ୨୦୨୦)

ବିନ୍ଦୁସାଗରରେ ଟ୍ୟୁବ ଉପରେ ବସି ପଦ୍ମ ଫୁଲ ତୋଳା ଚାଲିଛି ଭୁବନେଶ୍ୱରରେ ଲଘୁଚାପ ଜନିତ ବର୍ଷାର ଦୃଶ୍ୟ   ପୂର୍ବତନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥିଙ୍କ ଶ୍ରାଦ୍ଧବାର୍ଷିକୀରେ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧, ୨୦୨୦)

କାର୍ତ୍ତିକା ମାସ ଆରମ୍ଭରେ ଆକାଶ ଛୁଆଁ ପନିପରିବା ମୂଲ୍ୟ ଭୁବନେଶ୍ୱରର ଅଞ୍ଚଳରେ ବିକ୍ରେତା ମାନେ ବିକ୍ରୟ କରିବା ପାଇଁ ବସିଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ରିଙ୍ଗରୋଡ ଅଞ୍ଚଳରେ...

Play 250+ Trending Games
Archives

Model This Week

Why Dharitri