Posted inଖେଳ

ଓଡ଼ିଶା ଏଫ୍‌ସି ପ୍ଲେ-ଅଫ୍‌ ନିକଟତର

ଗୁଆହାଟୀ, ୧୮ା୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ଓଡ଼ିଶା ଏଫ୍‌ସି (ଓଏଫ୍‌ସି) ପ୍ରଥମ ଥର ପ୍ଲେ-ଅଫ୍‌ ନିକଟତର ହୋଇଛି। ଶୁକ୍ରବାର ସ୍ଥାନୀୟ ଇନ୍ଦିରାଗାନ୍ଧୀ ଷ୍ଟାଡିୟମରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷରେ ୩-୧ ଗୋଲରେ ବିଜୟ ହାସଲ କରିଛି। ନନ୍ଦକୁମାର ସେକର (୩୬ତମ ମିନିଟ), ଭିକ୍ଟର ରୋଡ୍ରିଗୁଏଜ(୬୫ ତମ) ଓ ଡିଏଗୋ ମରିସିଓ (୮୪ତମ) ଗୋଟିଏ ଲେଖାଏଁ ଗୋଲ ଦେଇ ଓଡ଼ିଶା ପାଇଁ ଗୁରୁତ୍ୱପୂର୍ଣ୍ଣ ୩ ପଏଣ୍ଟ ଆଣି ଦେଇଥିଲେ। ବିପକ୍ଷ ଦଳର ଓ୍ବିଲମର ଜୋର୍ଡାନ (୯୦+୨ତମ) ଗୋଟିଏ ଗୋଲ ସ୍କୋର କରିଥିଲେ। ପ୍ଲେ-ଅଫ୍‌ ଯୋଗ୍ୟତା ହାସଲ କରିବା ଲାଗି ଓଡ଼ିଶା ଦଳକୁ ଆଉ ମାତ୍ର ୧ ପଏଣ୍ଟ ଆବଶ୍ୟକ। ଶୁକ୍ରବାର ଏହି ବିଜୟ ଦ୍ୱାରା ଓଏଫ୍‌ସି ପଏଣ୍ଟ ଟେବୁଲରେ ୫ମ ସ୍ଥାନ ଅଧିକାର କରି ପ୍ଲେ-ଅଫ୍‌ ଦୌଡ଼ରେ ଏଟିକେ ମୋହନ ବାଗାନଠାରୁ ଆଗରେ ରହିଛି। କଳିଙ୍ଗ ଷ୍ଟାଡିୟମରେ ୨୨ ତାରିଖରେ ଦଳ ଏହାର ଶେଷ ଲିଗ୍‌ ମ୍ୟାଚ ଜାମସେଦପୁର ଏଫ୍‌ସି ବିପକ୍ଷରେ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜ ରେକର୍ଡ ଭାଙ୍ଗିଲେ ସୁନା ପୁଅ

ଷ୍ଟକହୋମ,୧।୭: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ନୀରଜ ଚୋପ୍ରା ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛନ୍ତି। ନିକଟରେ ଅନୁଷ୍ଠିତ ପାଭୋ ନୁରମି ଆଥଲେଟିକ୍ସ...

ଭାରତ-ପାକିସ୍ତାନ ମ୍ୟାଚ୍‌କୁ ନେଇ ବଡ଼ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪ା୮: ଏସିଆ କପ ଟି-୨୦ ଟୁର୍ନାମେଣ୍ଟ ଅଗଷ୍ଟ ୨୭ରୁ ଆରମ୍ଭ ହେଉଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଐତିହାସିକ ମ୍ୟାଚ ଅଗଷ୍ଟ ୨୮ରେ ଦୁବାଇ...

ବର୍ଷା ସତ୍ତ୍ୱେ ଧାଡ଼ିରେ ଛିଡ଼ା ହେଲେ ପ୍ରଶଂସକ

ଭିଏନ୍ନା,୨୯।୫- ଶହ ଶହ ପ୍ରଶଂସକ ବର୍ଷାରେ ଧାଡ଼ିରେ ଛିଡ଼ା ହୋଇ କିମ୍ବଦନ୍ତୀ ଫର୍ମୁଲା ଓ୍ବାନା ଡ୍ରାଇଭର ନିକି ଲୌଡ଼ାଙ୍କ ଶେଷ ଦର୍ଶନ କରିଛନ୍ତି। ୩ ଥର...

ଟୋକିଓ ୨୦୨୦: ଆଉଥରେ ଅଲିମ୍ପିକ୍ସ ଘୁଞ୍ଚାଇବାକୁ ଯୋଜନା ନାହିଁ

ଟୋକିଓ,୧୪।୪(ଏପି): କୋଭିଡ୍‌-୧୯ ମହାମାରୀ ପାଇଁ ଆଉଥରେ ଅଲିମ୍ପିକ୍ସକୁ ଘୁଞ୍ଚାଇବାକୁ କୌଣସ ଯୋଜନା ବା ପ୍ଲାନ- ବି ନାହିଁ ବୋଲି ଟୋକିଓ ଆୟୋଜକମାନେ କହିଛନ୍ତି। ଟୋକିଓ ଅଲିମ୍ପିକ୍ସ...

ରିଦ୍ଧିମାନଙ୍କ ଅଭିଯୋଗର ତଦନ୍ତ ରିପୋର୍ଟ ରିଭ୍ୟୁ କରାଯିବ

ନୂଆଦିଲ୍ଲୀ, ୧୧ା୪: ଜଣାଶୁଣା ଜର୍ନାଲିଷ୍ଟ ବୋରିଆ ମଜୁମ୍‌ଦାରଙ୍କ ବିରୋଧରେ ଭାରତୀୟ ଟେଷ୍ଟ ଉଇକେଟ୍‌କିପର ରିଦ୍ଧିମାନ ଶାହା ଆଣିଥିବା ଅଭିଯୋଗ ଉପରେ ତଦନ୍ତକାରୀ ଦଳ ରିପୋର୍ଟକୁ ବିସିସିଆଇର...

୧୦ମ ଥର ଅଷ୍ଟ୍ରେଲିଆନ୍‌ ଓପନ ଜିତିଲେ ନୋଭାକ ଜୋକୋଭିକ

ସିଡ୍‌ନୀ,୨୯।୧: ସର୍ବିଆର ନୋଭାକ ଜୋକୋଭିକ ଦଶମ ଥର ପାଇଁ ଅଷ୍ଟ୍ରେଲିଆନ୍‌ ଓପନ ୨୦୨୩ ଜିତିଛନ୍ତି। ପୁରୁଷ ସିଙ୍ଗଲ୍ସ ଟାଇଟଲ ମ୍ୟାଚରେ ସେ ଗ୍ରୀସର ଷ୍ଟେଫାନୋସ ସିସିପାସ୍‌ଙ୍କୁ...

ଆଇପିଏଲ୍‌ ଇତିହାସ ରଚିଲେ ଓ୍ବାର୍ଣ୍ଣର

ମୁମ୍ବାଇ,୨୯।୪: ଆଇପିଏଲ ୨୦୨୨ରେ ଡେଭିଡ ୱାର୍ଣ୍ଣର ନିଜର ପ୍ରଭାବଶାଳୀ ପ୍ରଦର୍ଶନ ବଜାୟ ରଖିଛନ୍ତି। ସେ ୬ଟି ମ୍ୟାଚରେ ୩ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ଡିସି ଏବଂ...

ଭାବୁକ ହେଲେ କୋହଲି, ସମ୍ଭାଳିଲେ ଅନୁଷ୍କା

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମର ନାଁ ବଦଳି ଅରୁଣ ଜେଟଲୀ ଷ୍ଟାଡିୟମ ହୋଇଛି। ଏହାସହ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ଭାରତୀୟ କ୍ରିକେଟ ଟିମ...

Advertisement
Archives

Model This Week