Posted inଫୁରସତ

ଆଣବିକ ପରୀକ୍ଷଣ ବିଶ୍ୱବାସୀଙ୍କ ପାଇଁ ବଡ଼ ବିପଦ

ଆଣବିକ ପରୀକ୍ଷଣ କେବଳ ବୈଜ୍ଞାନିକ ପରୀକ୍ଷଣ ନୁହେଁ, ଏହା ଆମ ପୃଥିବୀର ସୁରକ୍ଷା ଏବଂ ମାନବ ଜାତିର ଭବିଷ୍ୟତ ପାଇଁ ମଧ୍ୟ ଏକ ଗମ୍ଭୀର ବିପଦ। ଯେତେବେଳେ ବି ପରମାଣୁ ବୋମା ପରୀକ୍ଷଣ ହୁଏ, ଏହା କେବଳ ପୃଥିବୀ ପୃଷ୍ଠକୁ ଦୋହଲାଇ ଦିଏ ନାହିଁ, ବରଂ ଏହାର ଫଳସ୍ବରୂପ ରେଡିଓଆକ୍ଟିଭ ତତ୍ତ୍ୱ ଲକ୍ଷଲକ୍ଷ ଲୋକଙ୍କ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥାଏ ଏବଂ ପ୍ରାକୃତିକ ସମ୍ପଦକୁ ମଧ୍ୟ କ୍ଷତି ପହଞ୍ଚାଇଥାଏ, ଯାହା ବିଷୟରେ ସମସ୍ତେ ସଚେତନ ହେବା ଉଚିତ୍‌।
ପ୍ରତିବର୍ଷ ଅଗଷ୍ଟ ୨୯ରେ ‘ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷଣ ବିରୋଧୀ ଦିବସ ୨୦୨୪’ ପାଳନ କରାଯାଏ। ଏହିଦିନ ସମଗ୍ର ବିଶ୍ୱବାସୀ ଏକଜୁଟ୍‌ ହୋଇ ପରମାଣୁ ପରୀକ୍ଷଣର ବିପଦ ବିଷୟରେ ଆଲୋକପାତ କରନ୍ତି।
ମିଳିତ ଜାତିସଂଘର ସାଧାରଣ ସଭାରେ ଅଗଷ୍ଟ ୨୯କୁ ଅନ୍ତର୍ଜାତୀୟ ପରମାଣୁ ପରୀକ୍ଷଣ ବିରୋଧୀ ଦିବସ ଭାବେ ଘୋଷଣା କରିବା ପାଇଁ ଏକ ସଂକଳ୍ପ ପାରିତ ହୋଇଥିଲା। କାଜାଖସ୍ତାନରେ ଅନୁଷ୍ଠିତ ସମ୍ମିଳନୀରେ ଘୋଷଣା ପରେ ଡିସେମ୍ବର ୨ରେ ୟୁଏନ୍‌ଜିଏର ୬୪ତମ ଅଧିବେଶନରେ ଏହି ଘୋଷଣାନାମା ଗୃହୀତ ହୋଇଥିଲା।
ଅଗଷ୍ଟ ୨୯ରେ ପରମାଣୁ ପରୀକ୍ଷଣ ବିରୋଧରେ ପ୍ରଥମ ଅନ୍ତର୍ଜାତୀୟ ଦିବସ ପାଳନ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ସ୍ବତନ୍ତ୍ର ଭାବେ ବିଶ୍ୱସ୍ତରରେ ପାଳନ କରାଯାଏ।


Enter your email to get our daily news in your inbox.

All Right Reserved By Dharitri.Com

୭ ମାସରେ କମାଇଲେ ୧୧୩ କେ.ଜି. ଓଜନ

ୱାଶିଂଟନ: ୟୁଟ୍ୟୁବର ନିକୋକାଡୋ ଆଭୋକାଡୋ ମାତ୍ର ୭ ମାସ ମଧ୍ୟରେ ନିଜର ୧୧୩ କିଲୋଗ୍ରାମ ଓଜନ ହ୍ରାସ କରି ସମସ୍ତଙ୍କୁ ଚକିତ କରିଛନ୍ତି। ସେ ତାଙ୍କର...

ଗୁମ୍ଫା ଭିତରେ ରହସ୍ୟମୟ ସେତୁ

ମାଡ୍ରିଡ୍‌: ସ୍ପେନ୍‌ର ମାଲୋର୍କା ଦ୍ୱୀପରେ ଥିବା ଜେନୋଭେସା ଗୁମ୍ଫାର ଗଭୀରରେ ପୋତି ହୋଇ ରହିଥିବା ଏକ ପ୍ରାଚୀନ ସେତୁକୁ ନେଇ ଜର୍ନାଲ କମ୍ୟୁନିକେଶନ ଆର୍ଥ୍‌ ଆଣ୍ଡ୍‌ ଏନ୍‌ଭାଇରନ୍‌ମେଣ୍ଟ...

ସ୍ତ୍ରୀଙ୍କ ପାଖରେ ଥିଲେ ଏହି ୪ ଗୁଣ, ଭାଗ୍ୟବାନ ହେବେ ସ୍ବାମୀ

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ମାଧ୍ୟମରେ ଚନ୍ଦ୍ରଗୁପ୍ତଙ୍କୁ ଅଖଣ୍ଡ ଭାରତର ସମ୍ରାଟ କରିଥିଲେ। ଯଦି ଜଣେ ବ୍ୟକ୍ତି ତାଙ୍କର ନୀତିକୁ ଅନୁସରଣ କରନ୍ତି ତେବେ ସେ...

ଲଣ୍ଡନରୁ ଭିଡିଓ ପଠାଇ ଛାଡ଼ପତ୍ର ଦେଲେ ଏନଆର୍‌ଆଇ ସ୍ବାମୀ, ଜାଣନ୍ତୁ କେମିତି…

ବର୍ତ୍ତମାନ ବିବାହ ଏବଂ ବିଚ୍ଛେଦ ଏକ ସଧାରଣ କଥା। ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ମନାନ୍ତର ମତାନ୍ତର ହେଲେ ସୋମାନେ କୋର୍ଟ ଯାଇ ଛାଡପତ୍ର  ନେଉଛନ୍ତି।  ମାତ୍ର...

ସବୁଠୁ ଛୋଟ ଭାକ୍ୟୁମ କ୍ଲିନର

ପାଟନା: ଏନ୍‌ଆଇଟି ପାଟନାର ୨୦୨୪ ବ୍ୟାଚ୍‌ ଛାତ୍ର ତପଲା ନାଦ୍‌ମୁନି ଏକ ବଲ୍‌ପଏଣ୍ଟ କଲମର କିଛି ଅଂଶକୁ ବ୍ୟବହାର କରି ବିଶ୍ବର ସବୁଠାରୁ ଛୋଟ ଭାକ୍ୟୁମ କ୍ଲିନର...

୬.୭୪ ଫୁଟ ଉଚ୍ଚ ଆଇଫୋନ୍‌

ଲଣ୍ଡନ: ବିଶ୍ୱର ସବୁଠାରୁ ପସନ୍ଦ କରାଯାଉଥିବା ଫୋନ୍‌ ମଧ୍ୟରୁ ଆଇଫୋନ୍‌ ଅନ୍ୟତମ। ଆଇଫୋନ୍‌ କିଣିବା ପାଇଁ ଲୋକମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ପଛାଇ ନ...

ଏତେ ବଡ଼ ସୋଫା, ଦେଖିଲେ..

ସୋଫା ତ ପ୍ରାୟ ସମସ୍ତଙ୍କ ଘରେ ଥାଏ। ହେଲେ ଏମିତି ସୋଫା କେହି କେବେ ଦେଖି ନ ଥିବେ। କାରଣ ଏ ସୋଫା ଏତେ ବଡ଼...

ପ୍ରାଣୀଙ୍କ ପ୍ରେମରେ ଶରୀରକୁ ବି ପ୍ରାଣୀଙ୍କ ଭଳି ….

ସୁପର୍‌ ମ୍ୟାନ, ସ୍ପାଇଡର ମ୍ୟାନ, ବ୍ୟାଟ ମ୍ୟାନ୍‌ ଆଦି କାଳ୍ପନିକ ଚରିତ୍ରମାନଙ୍କ ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ପ୍ୟାରୋଟ୍‌ ମ୍ୟାନ, ଲିଜାର୍ଡ ମ୍ୟାନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri