ଜାପାନ ମୁହାଁ ଉତ୍ତର କୋରିଆ କ୍ଷେପଣାସ୍ତ୍ର…

ଟୋକିଓ,୧୯।୧୦: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ ବାରଣ ସତ୍ତ୍ୱେ ପୁଣି କ୍ଷେପଣାସ୍ତ୍ର ପରୀକ୍ଷା କରିଛନ୍ତି। ଆମେରିକା ଆଣବିକ ନିରସ୍ତ୍ରୀକରଣ ନେଇ କିମ୍‌ଙ୍କ ତାଗିଦ୍‌ କରିବାର କିଛି ଘଣ୍ଟା ପରେ ମଙ୍ଗଳବାର ଏହି କ୍ଷେପଣାସ୍ତ୍ରକୁ ଜାପାନ ମୁହାଁ କରାଯାଇ ପରୀକ୍ଷଣ କରାଯାଇଛି। ଏନେଇ ଏବେ ଅନ୍ତର୍ଜାତୀୟସ୍ତରରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହି ବାଲାଷ୍ଟିକ୍‌ କ୍ଷେପଣାସ୍ତ୍ରକୁ ଉତ୍ତର କୋରିଆ ସବ୍‌ମେରାଇନ୍‌ରୁ ଉତ୍‌କ୍ଷେପଣ କରାଯାଇଛି।

କ୍ଷେପଣାସ୍ତ୍ର ପରୀକ୍ଷା ନେଇ ଦକ୍ଷିଣ କୋରିଆ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ବିବୃତ୍ତି ଜାରି ହୋଇ ନାହିଁ। ତେବେ ମିଡ଼ିଆ ରିପୋର୍ଟ ଅନୁସାରେ ଏହି କ୍ଷେପଣାସ୍ତ୍ରକୁ ସବ୍‌ମେରାଇନ୍‌ରୁ ପରୀକ୍ଷା କରାଯାଇଛି। ସେହିପରି ଜାପାନ ତଟରକ୍ଷୀ ବାହିନୀ ପକ୍ଷରୁ ଏକ ସୁରକ୍ଷା ସତର୍କ ସୂଚନା ଜାରି ହୋଇଛି।

ମାତ୍ର କ୍ଷେପଣାସ୍ତ୍ର ସମୁଦ୍ରରେ କେଉଁଠି ପଡ଼ିଛି ସେ ନେଇ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। କ୍ଷେପଣାସ୍ତ୍ର ପରୀକ୍ଷା ପରେ ଦକ୍ଷିଣ କୋରିଆ ସରକାରଙ୍କ ପକ୍ଷରୁ ସୁରକ୍ଷା ପରିଷଦ ବୈଠକ ଡକାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ପ୍ରତୀକ ପାଇଁ ସମାନ ନୀତି ଲାଗି ସୁପାରିଶ, ଆମେରିକା ସୈନ୍ୟବାହିନୀରେ ମିଳିବ ପଗଡ଼ି-ହିଜାବ ପିନ୍ଧିବାକୁ ଅନୁମତି …

ଓ୍ବାଶିଂଟନ,୨୪।୯ : ଧାର୍ମିକ ପ୍ରତୀକ ବ୍ୟବହାରକୁ ନେଇ ଦେଶର ସୈନିକମାନଙ୍କ ପାଇଁ ଆମେରିକାର ରାଷ୍ଟ୍ରପତି ଆୟୋଗ ଏକ ସମାନ ନୀତି ସୁପାରିଶ କରିଛନ୍ତି। ସୈନିକମାନଙ୍କୁ ପଗଡ଼ି...

ଚାଇନାରେ ଆରମ୍ଭ ହେଲା ଜିନପିଙ୍ଗଙ୍କ ତୃତୀୟ ଯୁଗ, ସିପିସି ବୈଠକ ପରେ ହେବ ଘୋଷଣା

ବେଜିଂ,୨୩ ।୧୦: ଚାଇନାରେ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନାର ସବୁଠାରୁ ବଡ ବୈଠକ ଶେଷ ହୋଇଛି । ୭ ଦିନ ପର୍ଯ୍ୟନ୍ତ ଚାଲିଥିବା ନ୍ୟାଶନାଲ କଂଗ୍ରେସର...

ବେରୁଟ୍‌ ବିସ୍ଫୋରଣରେ ପ୍ରାଣ ହରାଇଥିବା କୁନିକୁନି ପିଲାଙ୍କ ସ୍ମୃତିରେ କଣ୍ଢେଇ ତିଆରି କଲେ ଏହି ବୃଦ୍ଧା, ଫଟୋ ଭାଇରାଲ

ବେରୁଟ୍‌,୨୯ା୧୧: ଲେବାନନର ରାଜଧାନୀ ବେରୁଟ ପାଇଁ ଗତ ଅଗଷ୍ଟ ୪ ସବୁଠୁ ଦୁଃଖଦାୟକ ଥିଲା। କାରଣ ଏହି ଦିନ ସେଠାରେ ଏକ ବଡ଼ଧରଣର ବିସ୍ଫୋରଣ ଘଟିଥିଲା।...

ସୁରକ୍ଷା ପରିଷଦ ସ୍ଥାୟୀ ସଦସ୍ୟ ପାଇଁ ଭାରତ ଯୋଗ୍ୟ…

ରିୟାଦ, ୧୨।୯ : ସୌଦି ଆରବ ଗସ୍ତରେ ଯାଇଥିବା ବହିର୍ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ...

କିଏ ହେବେ ବାଜଓ୍ବାଙ୍କ ଉତ୍ତରାଧିକାରୀ

ଇସ୍‌ଲାମାବାଦ,୨୪ା୧୧: ଆଣବିକ ଅସ୍ତ୍ରସମ୍ପନ୍ନ ପାକିସ୍ତାନୀ ସେନା ଖୁବ୍‌ଶୀଘ୍ର ନୂଆ କମାଣ୍ଡର ପାଇବ। ସ୍ଥଳସେନା ମୁଖ୍ୟ ଜେନେରାଲ ଜାଭେଦ ବାଜ୍‌ଓ୍ବାଙ୍କ ୬ ବର୍ଷର କାର୍ଯ୍ୟକାଳ ଆସନ୍ତା ୨୯ରେ...

ସ୍ତ୍ରୀଙ୍କୁ ବ୍ଲାକ୍‌ମେଲ କରୁଥିଲେ ପୋଲିସ କର୍ମଚାରୀ: କାନ, ଓଠ, ନାକ ହାଣିଲେ ସ୍ବାମୀ

ଲାହୋର,୧।୮: ପାକିସ୍ତାନରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ପୋଲିସ କର୍ମଚାରୀଙ୍କୁ ମହିଳାଙ୍କୁ ବ୍ଲାକ୍‌ମେଲ କରିବା ମହଙ୍ଗା ପଡ଼ିଛି। ଯେଉଁଥିରେ ସ୍ବାମୀ ଉକ୍ତ ପୋଲିସ କର୍ମଚାରୀଙ୍କ...

ଏଲିଜାବେଥ୍‌ଙ୍କ ପରେ ମାର୍ଗାରେଟ୍‌

କୋପେନ୍‌ହାଗେନ, ୧୧ା୯: ଏଲିଜାବେଥ୍‌ ଦ୍ୱିତୀୟଙ୍କ ପରଲୋକ ପରେ ଏବେ ଡେନ୍‌ମାର୍କର କୁଇନ୍‌ ମାର୍ଗାରେଟ୍‌ ଦ୍ୱିତୀୟ ୟୁରୋପର ସର୍ବାଧିକ କାଳ ଶାସନରେ ଥିବା ମହାରାଣୀ ହୋଇଛନ୍ତି। ବାପା...

ଜାତିସଂଘ ସାଧାରଣ ସଭାରେ ମୋଦି: ଆତଙ୍କବାଦ ସବୁଠୁ ବଡ଼ ବିପଦ

ଜାତିସଂଘ,୨୮।୯(ପି.ଟି.):ଆତଙ୍କବାଦ କୌଣସି ଗୋଟିଏ ଦେଶ ପାଇଁ ନୁହେଁ, ବରଂ ସାରା ବିଶ୍ୱ ପାଇଁ ଆହ୍ବାନ ଭାବେ ଉଭା ହୋଇଛି। ଆତଙ୍କବାଦକୁ ସବୁଠୁ ବଡ଼ ବିପଦ ଭାବେ...

Advertisement
Archives

Model This Week