ଏଠି ଏଭିଏମ୍‌ ନୁହେଁ ବାଲଟ୍‌ ପେପରରେ ହେବ ମତଦାନ

ଜାକର୍ତ୍ତା,୧୮।୪: ଭାରତରେ ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ଚାଲିଥିବା ବେଳେ ଏଠାରେ ଇଭିଏମ୍‌କୁ ନେଇ ବିବାଦ ସରୁନି। ବିରୋଧି ଇଭିଏମକୁ ଭାଜପାର ମେଶିନ୍‌ କହୁଥିବା ବେଳେ ଏହାକୁ ନେଇ ତୁତୁ ମେମେ ଲାଗି ରହିଛି। ଏବେ କିନ୍ତୁ ସୁଦୂର ଇଣ୍ଡୋନେସିଆରେ ଏହି ବିବାଦର ସମାଧାନ ହୋଇ ଯାଇଛି। ବେଶ୍‌ କିଛିଦିନ ଧରି ଏଠାରେ ଇଭିଏମ୍‌କୁ ନେଇ ବିବାଦ ଲାଗି ରହିଥିଲା। ହେଲେ ସବୁ ରାଜନୈତିକ ଦଳ ଏହା ସପକ୍ଷରେ ନ ଆସିବାରୁ ଶେଷରେ ଇଭିଏମ୍‌କୁ ବନ୍ଦ କରାଯାଇ ବାଲଟ୍‌ ପେପର ପ୍ରଚଳନ କରାଗଲା। ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନ ବାଲଟ୍‌ ପେପର ମାଧ୍ୟମରେ ହେଲା। ସୂଚନାଯୋଗ୍ୟ, ଇଣ୍ଡୋନେସିଆ ହେଉଛି ତୃତୀୟ ବୃହତ୍ତମ ଗଣତନ୍ତ୍ର ଦେଶ ଯେଉଁଠି ଆମେରିକା ଭଳି ରାଷ୍ଟ୍ରପତି ଶାସନ କରାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୪୨ ବର୍ଷ ତଳେ ଏଲିଅନ୍‌କୁ ଗୁଳିମାଡ଼ କରିଥିଲା ଆମେରିକା !

ଓ୍ବାଶିଂଟନ, ୨୨।୯: ଏଲିଅନ୍‌ର ଉପସ୍ଥିତି ନେଇ ବହୁ କଥା ଶୁଣିବାକୁ ମିଳିଥାଏ। ଏହାକୁ ନେଇ ବହୁ ଫିଲ୍ମ ମଧ୍ୟ ହୋଇ ସାରିଛି। କେତେକ ଏହାକୁ କାଳ୍ପନିକ...

ୟୁକ୍ରେନ୍‌ର ଦାବି, ୩୧ ହଜାରରୁ ଅଧିକ ରୁଷୀୟ ସୈନ୍ୟଙ୍କ ଘଟିଲାଣି ମୃତ୍ୟୁ…

କ୍ୱିଭ୍‌, ୬।୬ : ରୁଷ-ୟୁକ୍ରେନ ଯୁଦ୍ଧ ଶେଷ ହେବାର ନା ଧରୁନି। ଇତିମଧ୍ୟରେ ରୁଷିଆ ପୂର୍ବ ୟୁକ୍ରେନ ସହର ସେଭେରୋଡନେଟସ୍କ ଉପରେ ବହୁ କ୍ଷେପଣାସ୍ତ୍ର ନିକ୍ଷେପ...

ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ...

ସୋମାଲିଆରେ ବଡ଼ ଆତଙ୍କବାଦୀ ଆକ୍ରମଣ: ୧୫ ମୃତ, ଅନେକ ଆହତ

ସୋମାଲିଆ ରାଜଧାନୀ ମୋଗାଦିଶୁରେ ଭାରତର ମୁମ୍ବାଇ ଭଳି ୨୬/୧୧ ଭଳି ଆତଙ୍କବାଦୀ ଆକ୍ରମଣ ହୋଇଛି। ଆତଙ୍କବାଦୀ ସଂଗଠନ ଅଲ୍‌-କାଏଦା ସହ ଜଡ଼ିତ ଅଲ୍‌-ଶବାବର କିଛି ଆତଙ୍କବାଦୀମାନେ...

ପାକିସ୍ତାନର ବନ୍ଧୁ କୁହାଯାଉଥିବା ତୁର୍କୀ ଦେଖାଇଲା ତା’ର ଅସଲ ରୂପ

ଅଙ୍କାରା,୩୧।୮: ପାକିସ୍ତାନ ସହ ବନ୍ଧୁତ୍ୱର ସମ୍ପର୍କ ଦେଖାଉଥିବା ତୁର୍କୀର ଅସଲ ଚେହେରା ଏବେ ପଦାକୁ ଆସିଛି। ଘଟଣା ହେଲା ତୁର୍କୀ ଏବେ ପାଖାପାଖି ୫୧ ଜଣ...

ଗ୍ଲୋବାଲ ବିଜ୍‌ନେସ୍‌ ଫୋରମରେ ମୋଦି: ‘ଭାରତରେ ନିବେଶ ଲାଗି ସୁବର୍ଣ୍ଣ ସୁଯୋଗ’

ନ୍ୟୁୟର୍କ,୨୬।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଏଠାରେ ବ୍ଲୁମ୍‌ବର୍ଗ ଗ୍ଲୋବାଲ ଇନ୍‌ଭେଷ୍ଟର ଫୋରମ୍‌ରେ ଯୋଗ ଦେଇଛନ୍ତି। ଭାରତରେ ରାଜନୈତିକ ସ୍ଥିରତା ରହିଥିବା ବେଳେ ନିବେଶ ଲାଗି...

ଇମ୍ରାନଙ୍କ ଗିରଫକୁ ନେଇ ଏମିତି ପ୍ରତିକ୍ରିୟା ଦେଲେ ପୂର୍ବତନ ପତ୍ନୀ ରେହନ, ଭାଇରାଲ ହେଉଛି ଟୁଇଟ

ଇସଲାମାବାଦ,୧୦।୫: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଙ୍ଗଳବାର ଇସଲାମାବାଦ ହାଇକୋର୍ଟ ନିକଟରୁ ଗିରଫ କରାଯାଇଛି। ଏହି ଗିରଫ ଘଟଣାକୁ ବିରୋଧ କରି ପାକିସ୍ତାନର ବିଭିନ୍ନ...

ୟୁକ୍ରେନ ବିମାନ ଦୁର୍ଘଟଣା: ଇରାନରେ ୩୦ ଗିରଫ

ତେହେରାନ,୧୫ା୧(ପି.ଟି.): ୟୁକ୍ରେନ ବିମାନ ଦୁର୍ଘଟଣାକୁ ନେଇ ଇରାନରେ ସରକାର ବିରୋଧୀ ବିକ୍ଷୋଭ ତେଜିବା ପରେ ମଙ୍ଗଳବାର ୩୦ ଜଣଙ୍କୁ ଗିରଫ କରାଯାଇଛି। ଗତ ୮ ତାରିଖରେ...

Advertisement
Archives

Model This Week