Posted inଜାତୀୟ

ପୂର୍ବତନ ରାଷ୍ଟ୍ରପତିଙ୍କ ଅବସ୍ଥା ଏବେବି ସଙ୍କଟାପନ୍ନ

ନୂଆଦିଲ୍ଲୀ,୨୩।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସୁ ନ ଥିବା କହିଛି ଦିଲ୍ଲୀରେ ଥିବା ଆର୍ମି ହସ୍ପିଟାଲ। ଏବେ ସେ କୋମାରେ ରହିଥିବା ବେଳେ ଶରୀରର ମୁଖ୍ୟ ଅଙ୍ଗଗୁଡିକ ପୂର୍ବଭଳି ସ୍ଥିର ରହିଛି। ଭେଣ୍ଟିଲେଟର ସହାୟତାରେ ତାଙ୍କର ଚିକିତ୍ସା ଚାଲିଛି। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ତାଙ୍କର ଚିକିତ୍ସା କରୁଛନ୍ତି। ସୂଚନାଯୋଗ୍ୟ, ଗତ ସପ୍ତାହରେ ଶ୍ରୀ ମୁଖାର୍ଜୀ ଅସୁସ୍ଥ ଅନୁଭବ କରିବାରୁ ଚେକ୍‌ଅପ୍‌ ପାଇଁ ହସ୍ପିଟାଲ ଯାଇଥିଲେ। ସେଠାରେ ତାଙ୍କର ବ୍ରେନ୍‌ ସର୍ଜରୀ କରାଯାଇଛି। ଏହାପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିବା ବେଳେ କରୋନାର ଟେଷ୍ଟ ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଶେଷଜ୍ଞଙ୍କ ବିନା ପରାମର୍ଶରେ ହାଇବ୍ରିଡ୍‌ ହିୟରିଂ ପାଇଁ ୭୯ କୋଟି ମଞ୍ଜୁରୀ, ସରକାରଙ୍କୁ ହାଇକୋର୍ଟଙ୍କ ପ୍ରଶ୍ନ…

ନୂଆଦିଲ୍ଲୀ,୨୧।୧୦: ହାଇବ୍ରିଡି ହିୟରିଂ ପାଇଁ ବିଶେଷଜ୍ଞଙ୍କ ବିନା ପରାମର୍ଶରେ ଦିଲ୍ଲୀ ସରକାର ୭୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏନେଇ ଦିଲ୍ଲୀ ହାଇକୋର୍ଟଙ୍କ ପକ୍ଷରୁ ସରକାରଙ୍କୁ...

ମଙ୍କିପକ୍ସକୁ ନେଇ ସତର୍କତା ଜାରି କଲେ ୟୁପି ସରକାର

ଲକ୍ଷ୍ନୌ,୨୭।୫: ମଙ୍କିପକ୍ସ ଭାଇରସ ସାରା ବିଶ୍ବରେ ଚିନ୍ତା ବଢାଇଛି । ଏହି ମାମଲା ବଢିବାରେ ଏବେ ଲାଗିଛି । ୧୫ ଦେଶରେ ୨୧୯ ମାମଲା ଚିହ୍ନଟ...

ବିମାନରେ ଅସଦାଚରଣ କରି ଗିରଫ ହେଲେ ଶଙ୍କର ମିଶ୍ରା

ନୂଆଦିଲ୍ଲୀ,୭।୧: ଏୟାର ଇଣ୍ଡିଆ ବିମାନରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରି ଚର୍ଚ୍ଚାରେ ଥିବା ଶଙ୍କର ମିଶ୍ରାଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଶୁକ୍ରବାର ରାତିରେ...

ଗୁଜରାଟରେ ନିର୍ବାଚନ ଲଢ଼ିବ ଏଆଇଏମ୍‌ଆଇଏମ୍‌

ଅହମଦାବାଦ,୩୦।୫: ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ପାଣିପାଗ ଦିନକୁ ଦିନ ସରଗରମ ହେବାରେ ଲାଗିଛି। ଗୁଜରାଟ ବିଧାନସଭା ନିର୍ବାଚନ ଲଢ଼ିବା ପାଇ ଅସାଦୁଦ୍ଦିନ ଓୱାଇସିଙ୍କ...

ଭାଜପା ବିଶ୍ୱର ବଡ଼ ଲୁଟେରା: ମମତା

କୋଲକାତା,୨୧।୩: ଭାଜପା ବିଶ୍ୱରେ ସବୁଠୁ ବଡ଼ ଲୁଟେରା ବୋଲି ଶନିବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମାଲୋଚନା କରିବା ସହ ଏହି ଦଳକୁ ରାଜ୍ୟରେ କଦାପି...

କେନ୍ଦ୍ରକୁ ଅଧିକ ଭ୍ୟାକ୍ସିନ ମାଗିଲେ ଗେହଲଟ

ଜୟପୁର,୫ ।୭: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାଜ୍ୟରେ କରୋନା ଭ୍ୟାକ୍ସିନ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହୋଇ ନ ଥିବା ଦର୍ଶାଇଛନ୍ତି । ସେ କହିଛନ୍ତି...

୩୫୦ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଯବାନ

ଶ୍ରୀନଗର,୨୩ା୧୧: ଶ୍ରୀନଗର-ଲେହ ଜାତୀୟ ରାଜପଥ ସଂଲଗ୍ନ ୧୧,୫୭୮ ଫୁଟ୍‌ ଉଚ୍ଚରେ ଅବସ୍ଥିତ ଜୋଜିଲା ଗିରିପଥରେ ପ୍ରବଳ ତୁଷାରପାତ ଯୋଗୁ ଫସିରହିଥିବା ୩୫୦ ଜଣ ପର୍ଯ୍ୟଟକ ଓ...

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା: ୩ ଆତଙ୍କବାଦୀ ନିହତ

ଶ୍ରୀନଗର,୩୦ ।୧୨: ଜମ୍ମୁ-କଶ୍ମୀରର କୁଲଗାମରେ ବୁଧବାର ବିଳମ୍ବିତ ରାତିରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହୋଇଥିବା ମୁହାଁମୁହିଁ ସଂଘର୍ଷରେ ୩ ଆତଙ୍କବାଦୀ ନିହତ ହୋଇଥିବା ସୂଚନା...

Advertisement
Archives

Model This Week