Posted inଜାତୀୟ

ଆଜି ଶପଥ ନେବେ ନୀତୀଶ

ପାଟନା,୧୦।୮: ମହାମେଣ୍ଟର ନେତା ଭାବେ ନିର୍ବାଚିତ ହୋଇଥିବା ଜେଡ଼ିୟୁ ନେତା ନୀତୀଶ କୁମାର ବୁଧବାର ରାଜଭବନରେ ବିହାରରର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଅପରାହ୍ନରେ ଶପଥ ନେବେ । ଏ ନେଇ ଆରଜେଡି ପକ୍ଷରୁ ଟୁଇଟ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ସେହିପରି ଆରଜେଡି ନେତା ତେଜସ୍ବୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଭାଜପା ହାତ ଛାଡ଼ିବା ପରେ ନୀତୀଶ ମଙ୍ଗଳବାର ରାଜ୍ୟପାଳଙ୍କୁ ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ପାଇଁ ପ୍ରସ୍ତୁତ ଥିଲା ସେନା

ନୂଆଦିଲ୍ଲୀ,୨୦ା୮(ପି.ଟି.): ବାଲାକୋଟ ଏୟାରଷ୍ଟ୍ରାଇକ୍‌ ପରେ ପାକିସ୍ତାନ ଭିତରେ ପଶି ପାରମ୍ପରିକ ଯୁଦ୍ଧ ପାଇଁ ଭାରତୀୟ ସେନା ପୂରା ଦମ୍‌ରେ ପ୍ରସ୍ତୁତ ଥିଲା। ସେନାଧ୍ୟକ୍ଷ ଜେନେରାଲ ବିପିନ...

ଭାରତୀୟ ଛାତ୍ରୀଛାତ୍ରଙ୍କୁ ପାକିସ୍ତାନରେ ଡାକ୍ତରୀ ପାଠ ପଢ଼ିବାକୁ ମନାକଲା ଏନ୍‌ଏମ୍‌ସି

ନୂଆଦିଲ୍ଲୀ,୧।୫ : ପାକିସ୍ତାନର ମେଡିକାଲ କଲେଜଗୁଡ଼ିକରେ ନାମ ନ ଲେଖାଇବାକୁ ନ୍ୟାଶନାଲ ମେଡିକାଲ କମିଶନ(ଏନ୍‌ଏମ୍‌ସି) ଭାରତୀୟ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛି। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଏବଂ...

ବିବାହ ଭୋଜିରେ ସାମିଲ ହୋଇପାରିବେ ଦୁଇ ଶହରୁ ଅଧିକ ଅତିଥି: ମାନିବାକୁ ପଡିବ ୫ ନିୟମ!

ନୂଆଦିଲ୍ଲୀ,୧ ।୧୧: ବିବାହ ଉତ୍ସବକୁ ନେଇ ଦିଲ୍ଲୀ ସରକାର ଏକ ଖୁସି ଖବର ଦେଇଛନ୍ତି । ସୂଚନାରୁ ଜଣାପଡିଛି ଏଣିକି ବିବାହ ଉତ୍ସବରେ ୨ଶହରୁ ଅଧିକ...

ଇଣ୍ଡଷ୍ଟ୍ରି ସମସ୍ତଙ୍କର: ମୁକେଶ ଖାନ୍ନା

ମୁମ୍ବାଇ,୧୯।୯: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କକୁ ନେଇ ବଲିଉଡରେ ବର୍ତ୍ତମାନ ତୁ ତୁ ମେମେ ଲାଗି ରହିଛି। ସୋମବାର...

ଅଖିଳେଶ, ମାୟାବତୀଙ୍କୁ ଶପଥ ଗ୍ରହଣ ଉତ୍ସବକୁ ନିମନ୍ତ୍ରଣ କଲେ ଯୋଗୀ

ଲକ୍ଷ୍ନୌ,୨୫ ।୩: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଯୋଗୀ ଆଦିତ୍ୟନାଥ ଦ୍ୱିତୀୟଥର ଲାଗି ଶପଥ ନେବାକୁ ଯାଉଛନ୍ତି । ଏହି ଶପଥଗ୍ରହଣ ଉତ୍ସବ ଉପରେ ସମସ୍ତଙ୍କ...

‘ଆମେ କଂଗ୍ରେସ ନୁହେଁ ଯେ ଆମକୁ କିଣିଦେବ’

ନୂଆଦିଲ୍ଲୀ,୧୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍‌ଯୁଦ୍ଧ ଥମିବାର ନାଁ ଧରୁନି। ଗୋଆରେ କଂଗ୍ରେସ ବିଧାୟକ ଭାଜପାରେ...

ଏଣିକି ବିମାନରେ ସମସ୍ତ ଯାତ୍ରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ

ନୂଆଦିଲ୍ଲୀ,୧୭।୮: ଦେଶରେ ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(ଡିଜିସିଏ) କଠୋର ହୋଇଛି। ଯାତ୍ରା ସମୟରେ ସମସ୍ତ ଯାତ୍ରୀ ସଠିକ ଭାବରେ...

ବାର୍ଡ ଫ୍ଲୁରେ ୧୧ବର୍ଷର ପିଲାର ମୃତ୍ୟୁ

ନୂଆଦିଲ୍ଲୀ,୨୧।୭: କରୋନା ପ୍ରକୋପ ମଧ୍ୟରେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି। ଦିଲ୍ଲୀର ଏମ୍ସ ହସ୍ପିଟାଲରେ ବାର୍ଡ ଫ୍ଲୁ ବା ଏଭିଆନ୍‌ ଇନ୍‌ଫ୍ଲୁଏନ୍‌ଜା (ଏଚ୍‌୫ଏନ୍‌୧)ଆକାନ୍ତଙ୍କ ପ୍ରଥମ...

Advertisement
Archives

Model This Week