ଲଭ ଆଡିକ୍‌ଟେଡ ଶର୍ଲି ସେତିଆ

ମୁମ୍ବାଇ: କ୍ୟୁଟ, ବବଲି ଆଉ ଚାର୍ମିଙ୍ଗ.. । ଫିଲ୍ମ ନିକମ୍ମା ଟ୍ରେଲରରେ ଲିଡ ଅଭିନେତ୍ରୀ ଶର୍ଲି ସେତିଆଙ୍କୁ ଦେଖିଲେ ଯେ କେହି ତାଙ୍କ କ୍ୟୁଟନେସର ଦିୱାନା ପାଲଟି ଯିବେ । ଶର୍ଲିଙ୍କୁ ନିକମ୍ମା ଟ୍ରେଲରରେ ବହୁତ ନୋଟିସ କରାଯାଉଛି । ଅଭିନେତ୍ରୀଙ୍କ ମିଲିୟନ ଡଲାର ସ୍ମାଇଲରୁ କ୍ୟୁଟ ଅନ୍ଦାଜ, ଶର୍ଲି୍‌ଙ୍କ ସୁନ୍ଦରତାର ଦିୱାନା ପାଲଟି ଯାଇଛନ୍ତି ଅନେକ ଦର୍ଶକ । ଆଉ ଏବେ ଏହି ଅଭିନେତ୍ରୀଙ୍କୁ ଇଣ୍ଟରନେଟରେ ଖୁବ୍ ସର୍ଚ୍ଚ କରାଯାଉଛି ।
ବଡକଥା ହେଲା ଶର୍ଲି ଏବେ ୟୁଟ୍ୟୁବ ସେନସେସନ । ତାଙ୍କର ଜନ୍ମ ଇଣ୍ଡିଆରେ ହୋଇଥିଲେ ବି ସେ ନ୍ୟୁଜିଲାଣ୍ଡରେ ବଡ ହୋଇଛନ୍ତି । ସେ ପେଶାରେ ଜଣେ ସିଙ୍ଗର, ୟୁଟ୍ୟୁବର ଓ ଅଭିନେତ୍ରୀ । ୟୁନିଭର୍ସିଟି ଅଫ ଓକଲାଣ୍ଡରୁ ଶର୍ଲି ଗ୍ରାଜୁଏଶନ କମ୍ପ୍ଲିଟ କରିଛନ୍ତି । ମାର୍କେଟିଂ ଓ ପବ୍ଲିସିଟିରେ ଓକଲ୍ୟାଣ୍ଡ କାଉନସିଲରୁ ଶର୍ଲି ଇଣ୍ଟନଶିପ କରିଛନ୍ତି । ହେଲେ ଗ୍ଲାମର ୱାର୍ଲରେ ଇଣ୍ଟରେଷ୍ଟ ରଖିଥିବା ଶର୍ଲି ଇଣ୍ଟରନେଟ ସେନସଶନ ହେବାର ଆଶା ବି ରଖିଥିଲେ ।
ଅଭିନେତ୍ରୀ ଟି-ସିରିଜର ଏକ କଣ୍ଟେଷ୍ଟରେ ପାର୍ଟିସିପେଟ ବି କରି ସାରିଛନ୍ତି । ତାଙ୍କ ୟୁଟ୍ରୁ୍ୟବ ଏଣ୍ଟ୍ରିକୁ ସେ ତାଙ୍କ ବେଡରୁମରେ ରେକର୍ଡ କରିନେଇଥିଲେ ଯେଉଁଥିରେ ସେ ପାଇଜାମା ପିନ୍ଧିଥିଲେ । ବାସ୍ ଏହାପରେ ଶର୍ଲିଙ୍କ ନୂଆ ନାମ ପାଇଜାମା ପପ୍‌ଷ୍ଟାର ହୋଇଗଲା । ଏଥିପାଇଁ ସାରା ବିଶ୍ୱରୁ ହଜାର ହଜାର କ୍ଲିପ୍ସ ଆସିଥିଲେ ବି ଶର୍ଲି ୱିନର ହୋଇଥିଲେ । ଅଭିନେତ୍ରୀ ରେଡିଓ ଶୋ’ରେ ବି କାମ କରିଛନ୍ତି । ଓକଲାଣ୍ଡରେ ହେଉଥିବା ଲୋକାଲ କମ୍ପିଟିଶନରେ ସେ ପାର୍ଟିସିପେଟ କରି ସାରିଛନ୍ତି । ୨୦୧୬ରେ ଶର୍ଲି ମୁମ୍ବାଇ ଓ ହାଇଦ୍ରାବାଦରେ ତାଙ୍କର ପ୍ରଥମ କନସର୍ଟ ପୂରା କରିଥିଲେ । ଏହାପରେ ଶର୍ଲିଙ୍କୁ ଇଣ୍ଡିଆର ୟୁଟ୍ୟୁବ ସେନସେଶନର ଟ୍ୟାଗ ମିଳିଥିଲା ।
ଏହି ଅଭିନେତ୍ରୀଙ୍କୁ ୟୁଟ୍ୟୁବ କ୍ରିୟଟର ୨୦୧୬, ୨୦୧୭ରେ ମୁମ୍ବାଇରେ ହୋଇଥିବା ୟୁଟ୍ରୁ୍ୟବ ଫ୍ୟାନଫେଷ୍ଟରେ ପରଫର୍ମ କରିବାକୁ ଇନଭାଇଟ କରାଯାଇଥିଲା । ତାଙ୍କର ୟୁଟ୍ରୁ୍ୟବରେ ୩.୮୩ ମିଲିୟନ ସବସ୍କ୍ରାଇବର ରହିଛନ୍ତି । ଶର୍ଲି ୟୁଟ୍ରୁ୍ୟବରେ ବଲିଉଡ ଗୀତକୁ ନିଜ ସିଙ୍ଗିଙ୍ଗ ଭର୍ସନରେ ପୋଷ୍ଟ କରିଥାଆନ୍ତି । ଏହାସହ ସେ ଶର୍ଟସ ଭିଡିଓ, ବ୍ଲଗ ବି ଚଲାଉଛନ୍ତି । ସିଙ୍ଗିଙ୍ଗ ପରେ ସେ ଆକ୍ଟିଙ୍ଗ କ୍ୟାରିୟରରେ ଏବେ ଫୋକସ କରୁଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?