ଲାଗୁ ହେଲା ନୂଆ ଟ୍ରାଫିକ କଟକଣା

ଭୁବନେଶ୍ୱର,୨୭।୬: କଟକ ସହରରେ ଟ୍ରାଫିକ ସମସ୍ୟାରେ ସୁଧାର ଆଣିବାକୁ ନୂଆ ଟ୍ରାଫିକ କଟକଣା ଲାଗୁ ହୋଇଛି। କଟକ ସହରର ପ୍ରମୁଖ ୧୯ଟି ରୁଟକୁ କମିଶନରେଟ ପୋଲିସ ନୋ ପାର୍କିଂ ଜୋନ ଘୋଷଣା କରିଛି । ନୋ ପାର୍କିଂ ରୁଟରେ ବେଆଇନ ଭାବେ ପାର୍କିଂ ହୋଇଥିବା ଗାଡି ଗୁଡିକ ଉପରେ ଫାଇନ ଲଗାଇବା ସହ ଗାଡିକୁ ଉଠାଇ ପୋଲିସ ନେଉଛି। ତେବେ ସବୁ ଜାଗା କରାଯାଇନାହିଁ, ସମସ୍ୟା ଦେଖାଯାଉଥିବା ସ୍ଥାନ ଗୁଡିକରେ ନୋ ପାର୍କିଂ ଜୋନ କରାଯାଇଥିବାବେଳେ ପାର୍କିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ଦେଇଛନ୍ତି ସିଏମସି କମିଶନର।

 


Enter your email to get our daily news in your inbox.

All Right Reserved By Dharitri.Com

ବାଚସ୍ପତିଙ୍କ ମାଇକ୍‌ ଭାଙ୍ଗିଲେ ବିଜେଡି ବିଧାୟକ, ପୋଡ଼ିୟମ ଉପରକୁ ଚଢ଼ି କଲେ…

  ଭୁବନେଶ୍ୱର,୨୩।୭: ପ୍ରଥମ ଥର ରାଜ୍ୟରେ କ୍ଷମତାକୁ ଆସିଥିବା ଭାଜପା ସରକାରର ପ୍ରଥମ ଅଧିବେଶନର ଆଜି ହେଉଛି ଦ୍ୱିତୀୟ ଦିନ। ଗୃହ ଆରମ୍ଭରୁ ବିଧାନସଭାରେ ବିରୋଧିଙ୍କ...

କିଏ ହେବେ ପିସିସି ସଭାପତି, ସୋଫିଆ କଲେ କ୍ଲିଅର

ଭୁବନେଶ୍ୱର,୨୩।୭: ଭଙ୍ଗ ହୋଇଛି କଂଗ୍ରେସ ପ୍ରଦେଶ କମିଟି। ଏନେଇ ରବିବାର ଏଆଇସିସି ଏକ ବିଜ୍ଞପ୍ତି ଜାରି କରିଛି। ତେବେ ୩ଥରର ବିଧାୟକ ରାମଚନ୍ଦ୍ର କାଡାମଙ୍କୁ କଂଗ୍ରେସ...

ରାଜ୍ୟ ସଭାରେ ଗର୍ଜିଲା ବିଜେଡି, ଚିନ୍ତାରେ ଭାଜପା

ନୂଆଦିଲ୍ଲୀ,୨୩।୭: ବଜେଟରେ ଓଡ଼ିଶାକୁ ଅବହେଳା କରାଯିବାକୁ ନେଇ କକ୍ଷତ୍ୟାଗ କରିଛି ବିଜେଡି।ଏଥିସହ ସ୍ବତନ୍ତ୍ର ରାଜ୍ୟ ପାହ୍ୟା ନ ମିଳିବାରୁ ମଧ୍ୟ ଅସନ୍ତୋଷ ପ୍ରକାଶ କରି କକ୍ଷତ୍ୟାଗ...

ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର,୨୩।୭: ଆଉ ଏକ ଲଘୁଚାପ ଦାନା ବାନ୍ଧୁଛି। ଉତ୍ତର ଓଡ଼ିଶା ତଥା ଏହାର ସଂଲଗ୍ନ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଆସନ୍ତା ୪୮ ଘଣ୍ଟା...

ପାରିବାରିକ ମାମଲା: ଅଡୁଆରେ ଅନୁଭବ

ଭୁବନେଶ୍ୱର,୨୩।୭: ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା ଥମିବାର ନାଁ ନେଉ ନଥିବା ବେଳେ ମଙ୍ଗଳବାର ଅନୁଭବଙ୍କୁ ଜେରା କରାଯାଇଛି। ଅଗଷ୍ଟ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣି...

ଆର୍‌ ସନ୍ଥଗୋପାଳନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ

ଭୁବନେଶ୍ୱର,୨୩।୭: ରାଜ୍ୟର ନୂଆ ସିଇଓ ହେଲେ ଆଇଏଏସ ଅଫିସର ଆର୍‌ ସନ୍ଥଗୋପାଳନ । ୨୦୦୧ ବ୍ୟାଚର ଏହି ଆଇଏଏସ ଅଫିସରଙ୍କୁ ରାଜ୍ୟର ନୂଆ ନିର୍ବାଚନ କମିଶନର...

ଘାଟିରେ ଟ୍ରଲର-କଣ୍ଟେନର ହେଲେ ମୁହାଁମୁହିଁ : ଚାଲିଗଲା ଜୀବନ

ଜମନକିରା,୨୨।୭:(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ଜମନକିରା ଥାନା ଗୌଡ଼ପାଲି ଫାଣ୍ଡି ଅଧୀନ ବଡ଼ରମା ଘାଟିରେ ଏକ ବଡ଼ଧରଣର ଦୁର୍ଘଟଣା ଘଟିଛି। ମଙ୍ଗଳବାର ଭୋରରେ ଏକ...

ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri