Posted inଖେଳ

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ ନ ଥିବା କାରଣରୁ ଧାରା ୯ ଅନୁସାରେ ଏହି ନୋଟିସ୍‌ ପ୍ରେରଣ କରାଯାଇଛି। ୧୫୮ କୋଟି ଟଙ୍କା ବାକି ଥିବା ନେଇ ବିସିସିଆଇ ପକ୍ଷରୁ ବେଙ୍ଗାଲୁରୁ ସ୍ଥିତ ଏନ୍‌ସିଏଲ୍‌ଟିରେ ଅଭିଯୋଗ କରାଯାଇଥିଲା। ଏକ ସପ୍ତାହ ମଧ୍ୟରେ ଏହି ନୋଟିସର ଉତ୍ତର ଦେବା ପାଇଁ ବାଇଜୁସ୍‌ର ପ୍ୟାରେଣ୍ଟ କମ୍ପାନୀ ଥିଙ୍କ ଆଣ୍ଡ ଲର୍ନକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ। ୨୦୧୯ରେ ଓପୋ ଓହରିବା ପରେ ବାଇଜୁସ୍‌ ଭାରତୀୟ ଦଳର ପ୍ରୟୋଜକ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନରେ କୋଟି କୋଟି ଟଙ୍କାର କ୍ୟାମେରା କାହିଁକି ଲଗାଇଛି ICC? ଖେଳାଳିଙ୍କ ଉପରେ…

ଇସଲାମାବାଦ,୧୯।୨: ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫି ଫେରିଛି। ପାକିସ୍ତାନ ଏବଂ ଦୁବାଇରେ ହେବାକୁ ଥିବା ଏହି ଟୁର୍ନାମେଣ୍ଟରେ ଆଇସିସି କୌଣସି ତ୍ରୁଟି ରଖିବାକୁ ଚାହୁଁନାହିଁ।...

Champions Trophy: କରାଚୀ ଛାତିରେ ଉଡିଲା ତ୍ରିରଙ୍ଗା, ବିବାଦ ପରେ ମୁଣ୍ଡ ନୁଆଁଇଲା ପାକିସ୍ତାନ

ନୂଆଦିଲ୍ଲୀ,୧୯।୨: ଶେଷରେ ପାକିସ୍ତାନକୁ ପୁଣି ଥରେ ଭାରତ ସମ୍ମୁଖରେ ମୁଣ୍ଡ ନୁଆଁଇବାକୁ ପଡିଛି। ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେବା ପୂର୍ବରୁ, ପାକିସ୍ତାନର କରାଚୀ-ଲାହୋର ଷ୍ଟାଡିୟମର ଏକ...

ଚାମ୍ପିଅନ୍ସ ଟ୍ରଫିର LIVE ମ୍ୟାଚ୍‌ରେ ଯୁଦ୍ଧ ବିମାନ ଉଡ଼ାଇଲା ପାକିସ୍ତାନ, Video ଭାଇରାଲ୍‌

କରାଚି,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆରମ୍ଭ ହୋଇଛି। କରାଚୀର ନ୍ୟାସନାଲ ବ୍ୟାଙ୍କ ଷ୍ଟାଡିୟମରେ ଟୁର୍ନାମେଣ୍ଟ ଆରମ୍ଭ ହୋଇଛି। ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ମ୍ୟାଚ୍‌...

ICC Rankings:ବାବରଙ୍କୁ ପଛରେ ପକାଇ ବିଶ୍ୱର ନମ୍ବର-୧ ବ୍ୟାଟ୍ସମ୍ୟାନ୍‌ ହେଲେ ଶୁବମନ ଗିଲ୍‌

ନୂଆଦିଲ୍ଲୀ,୧୯।୨: ଆଜିଠାରୁ ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହୋଇଛି। ଏହା ପୂର୍ବରୁ ICC ଦିନିକିଆ ର଼୍ୟାଙ୍କିଙ୍ଗ୍‌ ପ୍ରକାଶ କରିଛି। ଭାରତର ଷ୍ଟାର ବ୍ୟାଟସମ୍ୟାନ ଏବଂ ଉପ-ଅଧିନାୟକ ଶୁଭମନ...

ପାକିସ୍ତାନକୁ ହାଲୁକା ଭାବେ ନେବାକୁ ଚାହୁଁନାହାନ୍ତି କୋହଲି, ଚାମ୍ପିଅନ୍ସ ଟ୍ରଫି ପୂର୍ବରୁ ଦେଲେ ବଡ଼ ବୟାନ

ଦୁବାଇ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସବୁଠାରୁ ବଡ଼ ମ୍ୟାଚ୍‌ ୨୩ ଫେବୃଆରୀରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତ ଏବଂ ପାକିସ୍ତାନ ଦଳ ପରସ୍ପର ସହ ମୁହାଁମୁହିଁ...

ଶେଷରେ ମାନିଲା ପାକିସ୍ତାନ: କରାଚୀରେ ଉଡ଼ିଲା ତ୍ରିରଙ୍ଗା

ଇସଲାମାବାଦ୍‌,୧୯।୨: ପାକିସ୍ତାନ କ୍ରିକେଟ ବୋର୍ଡ ସମ୍ପ୍ରତି ବିବାଦରେ ପଡ଼ିଛି ଏବଂ ଏହାର କାରଣ ଥିଲା ଯେ ଏହା କରାଚୀ ଏବଂ ଲାହୋରର ଷ୍ଟାଡିୟମରେ ୭ଟି ଦଳର...

ପାକିସ୍ତାନରେ ପୁଣି ତ୍ରିରଙ୍ଗାକୁ ଅପମାନ, Videoକୁ ନେଇ ହଇଚଇ

ଇସଲାମାବାଦ,୧୯।୨: ଭାରତୀୟ ଜାତୀୟ ପତାକାର ପୁଣି ଥରେ ଅପମାନ କରିଛି ପାକିସ୍ତାନ। ନିକଟରେ କରାଚୀ ଷ୍ଟାଡିୟମର ଏକ ଭିଡିଓ ଭାଇରାଲ ହୋଇଥିଲା। ଭିଡିଓରେ ପାକିସ୍ତାନ କ୍ରିକେଟ...

Chhaava: ଦୁବାଇରେ ଏହି ଫିଲ୍ମକୁ ଦେଖିବା ପରେ କାହିଁକି ଟ୍ରୋଲ ହେଉଛନ୍ତି ଗୌତମ ଗମ୍ଭୀର?

ନୂଆଦିଲ୍ଲୀ,୧୯।୨: ଚାମ୍ପିଅନ୍ସ ଟ୍ରଫି ୨୦୨୫ ଆଜିଠାରୁ ଅର୍ଥାତ ୧୯ ଫେବୃଆରୀରୁ ଆରମ୍ଭ ହେଉଛି। ଟୁର୍ନାମେଣ୍ଟରେ ଭାରତୀୟ ଦଳ ଫେବୃଆରୀ ୨୦ରେ ଦୁବାଇରେ ବାଂଲାଦେଶ ବିପକ୍ଷରେ ମ୍ୟାଚ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri