ହଠାତ୍‌ ସଲମାନଙ୍କ ଘରେ ପହଞ୍ଚିଲା ମୁମ୍ବାଇ ପୋଲିସ

ପଞ୍ଜାବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କ ହତ୍ୟା ପରେ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ପୁଣି ଥରେ ଦବଙ୍ଗ ଷ୍ଟାର୍‌ ସଲମାନ ଖାନଙ୍କୁ ହତ୍ୟା ଧମକ ଦେଇଥିଲେ। ସୋମବାର ପଚରାଉଚରା ପାଇଁ ମୁମ୍ବାଇ ପୋଲିସର ଏକ ଟିମ ସଲମାନଙ୍କ ଘରେ ପହଞ୍ଚିଥିଲା। ସୁରକ୍ଷା ସମୀକ୍ଷା କରିବା ପରେ ପୋଲିସ ସେଠାରୁ ଫେରିଛି। ମୁମ୍ବାଇ ପୋଲିସ ଏହାକୁ ଏକ ରୁଟିନ୍‌ ପ୍ରକ୍ରିୟା ବୋଲି କହିଛି। ମୁମ୍ବାଇ ପୋଲିସର ଏକ ଟିମ ଖୁବ ଶୀଘ୍ର ପଞ୍ଜାବ ଯାଇ ସେଠାରେ ସଲମାନ ମାମଲାରେ ପଚରାଉଚରା କରିବେ।
କିଛି ଦିନ ତଳେ ସଲମାନଙ୍କ ପିତା ସଲିମ ଖାନ ପାର୍କରେ ଏକ ଚିଠି ପାଇଥିଲେ। ଚିଠିରେ ଲେଖାଥିଲା – ଆପଣଙ୍କ ଅବସ୍ଥା ମଧ୍ୟ ମୂସେୱାଲା ପରି ହେବ। ଏହି ଘଟଣା ପରେ ସଲମାନ ଖାନଙ୍କ ଘରର ସୁରକ୍ଷା ବୃଦ୍ଧି କରାଯାଇଥିଲା। ଗତ ମେ ୨୯ରେ, ପଞ୍ଜାବର ମାନସା ଜିଲାରେ ପଞ୍ଜବୀ ଗାୟକ ସିଦ୍ଧୁ ମୂସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅଭିନେତ୍ରୀ ରେଖାଙ୍କ ହେବ କରୋନା ଟେଷ୍ଟ

ମହାମାରୀ କରୋନା ଏବେ ବଲିଉଡ୍‌ ମୁହାଁ ହୋଇଛି। ବିଗ ବି ଅମିତାଭ ବଚ୍ଚନ ଓ ପୁତ୍ର ଅଭିଷେକ ବଚ୍ଚନ କରୋନା ପଜିଟିଭ ଚିହ୍ନଟ ହେବାର ଗୋଟିଏ...

ଜୁନିୟର ଏନ୍‌ଟିଆରଙ୍କ ସହ କାମ କରିବେ ଆଲିଆ

ମୁମ୍ବାଇ: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘ଆର୍‌ଆର୍‌୍‌ଆର’୍‌ ରିଲିଜକୁ ନେଇ ଆଲିଆ ଭଟ୍ଟ ବହୁତ ଖୁସି ଅଛନ୍ତି। ଏହି ଅଭିନେତ୍ରୀ ଏବେ ଆଉ...

ଡିମ୍ପଲଙ୍କୁ ୬୩ ବର୍ଷ: ୧୬ ବର୍ଷ ବୟସରେ ବବି ଫିଲ୍ମରେ ଅଭିନୟ କରି ରାତାରାତି ଷ୍ଟାରଡମ୍‌ କରିଥିଲେ ହାସଲ

ମୁମ୍ବାଇ,୮।୬: ବଲିଉଡ୍‌ ନାୟିକା ଡିମ୍ପଲ କପାଡ଼ିଆ ସୋମବାର ୬୩ ବର୍ଷରେ ପାଦ ଥାପିଛନ୍ତି। ୧୯୫୭ ଜୁନ୍‌ ୮ରେ ସେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ...

ରଚନାଙ୍କ ଘୋଷଣା: ପ୍ରିୟଙ୍କାଙ୍କ ବିପକ୍ଷରେ ନିର୍ବାଚନ ଲଢ଼ିବି ଆଉ ଜିତିବି…

ନୂଆଦିଲ୍ଲୀ: ପ୍ରିୟଙ୍କା ଗାନ୍ଧୀ ନିଜେ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ହେଲେ ବଲିଉଡ୍‌ ଅଭିନେତ୍ରୀ ରଚନା ସିଂହ...

୯୦ ବର୍ଷରେ ପଦାର୍ପଣ କଲେ ଆଶା ଭୋସଲେ

ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ ଆଜି ତାଙ୍କର ୯୦ ତମ ଜନ୍ମଦିନ ପାଳନ କରୁଛନ୍ତି। ସେ ୮ ସେପ୍ଟେମ୍ବର ୧୯୩୩ରେ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ...

କ୍ୱାରାଣ୍ଟାଇନ୍‌ରେ ନ ରହି କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଦିଲ୍ଲୀ ଏବଂ ମୁମ୍ବାଇରେ ରହିବା ପରେ ଲଣ୍ଡନ ଫେରି ଯାଇଛନ୍ତି। ସୋନମ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଆହୁଜା...

ଭାଇ ରଣବୀରଙ୍କ ବିବାହରେ କିପରି ଦିଶୁଥିଲେ କରିନା

ଲଭ ବାର୍ଡ ଆଲିଆ ଭଟ୍ଟ ରଣବୀର କପୁର ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପରିବାର ଲୋକଙ୍କ ଗହଣରେ ସାତ ଜନ୍ମକୁ ସାଥୀ ହୋଇଛନ୍ତି ଏହି...

କଙ୍ଗନାଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କଲେ ଉର୍ମିଳା

ମୁମ୍ବାଇ,୧୭ ।୯: ବଲିଉଡ୍ ନାୟିକା କଙ୍ଗନା ରାନାୱତ ଏବେ ଖୁବ୍ ଚର୍ଚ୍ଚାରେ । ପଙ୍ଗା ନେବାରେ ଖୁବ୍ ମାହିର ଏହି ଅଭିନେତ୍ରୀ । ଏବେ ତାଙ୍କର...

Advertisement
Archives

Model This Week