Posted inଖେଳ

ଧୋନୀଙ୍କ ଏକ ଅଟୋଗ୍ରାଫ ପ୍ରଶଂସକଙ୍କୁ କଲା କୋଟିପତି, ୩ କୋଟି ଟଙ୍କାରେ ପହଞ୍ଚିଗଲା ୩ ଲକ୍ଷ ଟଙ୍କାର ବାଇକ!

ନୂଆଦିଲ୍ଲୀ, ୧୦।୧୧: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କେବଳ କ୍ରିକେଟ ପଡ଼ିଆରେ ତାଙ୍କର ଶାନ୍ତ ଆଚରଣ ପାଇଁ ନୁହେଁ ବରଂ ତାଙ୍କ ପ୍ରଶଂସକଙ୍କ ସମ୍ପର୍କ ପାଇଁ ମଧ୍ୟ ଜଣାଶୁଣା। ନିକଟରେ ଏକ ଭିଡିଓ ସୋସିଆଲ ମିୃିଆରେ ଭାଇରାଲ ହେଉଛି, ଯେଉଁଥିରେ
ଧୋନୀ ଏକ ପ୍ରଶଂସକଙ୍କ ବାଇକ ଉପରେ ଅଟୋଗ୍ରାଫ ଦେଉଥିଲେ। ହେଲେ ହଠାାତ୍‌ ୩ ଲକ୍ଷ ଟଙ୍କାର ଏକ ବାଇକ ତୁରନ୍ତ ୩ କୋଟି ଟଙ୍କାରେ ପହଞ୍ଚିଗଲା!

ଧୋନୀ ବର୍ତ୍ତମାନ ରାଞ୍ଚିରେ ତାଙ୍କ ଫାର୍ମହାଉସରେ ସମୟ ବିତାଉଛନ୍ତି। ଏହି ସମୟରେ, ଜଣେ ପ୍ରଶଂସକ ତାଙ୍କର ରୟାଲ ଏନଫିଲ୍ଡ ଇଣ୍ଟରସେପ୍ଟର ୬୫୦ ଧରି ତାଙ୍କୁ ଭେଟିବାକୁ ଆସିଥିଲେ। ଭିଡିଓରେ, ଧୋନୀ ବାଇକକୁ ପ୍ରଶଂସା କରିଛନ୍ତି ଏବଂ ତା’ପରେ ଲାଲ ରୟାଲ ଏନଫିଲ୍ଡର ପେଟ୍ରୋଲ ଟାଙ୍କିରେ ସାଇନ କରିଛନ୍ତି। ପ୍ରଶଂସକ ଧୋନୀଙ୍କ ସିଗ୍ନେଚର ପାଇ ବହୁତ ଖୁସି ହୋଇଯାଇଥିଲେ। ଲକ୍ଷ ଲକ୍ଷ ଲୋକ ସୋସିଆଲ ମିଡିଆରେ ଭିଡିଓଟିକୁ ଦେଖିଛନ୍ତି ଏବଂ ଜଣେ ବ୍ୟବହାରକାରୀ ଲେଖିଛନ୍ତି, ୩ ଲକ୍ଷ ଟଙ୍କାର ଏକ ବାଇକ ଏବେ ୩ କୋଟି ଟଙ୍କା ମୂଲ୍ୟର।”

ଯିବା ପୂର୍ବରୁ, ଧୋନୀ ହସି ପ୍ରଶଂସକଙ୍କୁ କହିଛନ୍ତି, ଚଳାଇକି ରିପୋର୍ଟ ଦିଅନ୍ତୁ। ଏହି ଧାଡି ଏବେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି। ଏହି ଭିଡିଓ ଅନଲାଇନରେ ୫୨ ମିଲିୟନରୁ ଅଧିକ ଥର ଦେଖାଯାଇଛି। ଧୋନୀଙ୍କ ଏହି ଇଙ୍ଗିତ ସମସ୍ତଙ୍କ ହୃଦୟ ଜିତିଛି। ଅନେକ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, “େକେlତ ଭାଗ୍ୟବାନ ସେହି ପୁଅ ଯିଏ ଧୋନୀଙ୍କ ଅଟୋଗ୍ରାଫ ପାଇଲେ।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧ରେ ଡାକ୍ତରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ୨୪ରେ ୧ ଘଣ୍ଟିଆ ଓପିଡି ସେବା ବନ୍ଦ

ଭୁବନେଶ୍ୱର, ୨୧ା୬ (ବନ୍ଦନା ସେଠୀ): ଅନ୍ତର୍ଜାତୀୟ ଡାକ୍ତର ଦିବସ ଅବସରରେ ଜୁଲାଇ ୧ରେ କାର୍ଯ୍ୟ ବନ୍ଦ ଆନ୍ଦୋଳନର ଆହ୍ବାନ ଦେଇଛି ଓଡ଼ିଶା ମେଡିକାଲ ସର୍ଭିସେସ୍‌ ଆସୋସିଏଶନ (ଓମ୍‌ସା)।…

ଏସ୍‌ଆଇଆର୍‌ରେ ଆଠମଲ୍ଲିକ ରାଜ୍ୟରେ ପ୍ରଥମ

ଆଠମଲ୍ଲିକ,୨୧ା୬(ଉଦୀପ୍ତ ପୁରୋହିତ) ଅନୁଗୋଳ ଜିଲା ଆଠମଲ୍ଲିକ ଉପଜିଲାପାଳ ତଥା ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଉପେନ୍ଦ୍ର ଲୁହାଙ୍କ ନେତୃତ୍ୱରେ ଚାଲିଥିବା ସ୍ବତନ୍ତ୍ର ସଂଘନ ସଂଶୋଧନ (ଏସ୍‌ଆଇଆର୍‌) ୨୦୨୬ କାର୍ଯ୍ୟକ୍ରମ…

ଭବାନୀପାଟଣା ସହରରେ ଭାଲୁ ଆତଙ୍କ

ଭବାନୀପାଟଣା,୨୦।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରରେ ଭାଲୁ ଆତଙ୍କ ଦେଖିବାକୁ ମିଳିଛି। ଶନିବାର ସନ୍ଧ୍ୟାରେ ଭବାନୀପାଟଣା ସହର ସ୍ଥିତ ବାପୁଜୀ ସ୍କୁଲ ପାଖରେ ରହୁଥିବା…

ବଜ୍ରପାତ ନେଲା ମହିଳାଙ୍କ ଜୀବନ, ୪ ଗୁରୁତର

ରିଆମାଳ, ୨୦ା୬(ବଦ୍ରିନାରାୟଣ ଅଗ୍ରୱାଲା)- ଦେବଗଡ଼ ଜିଲା ରିଆମାଳ ବ୍ଲକ୍‌ କୁଣ୍ଢେଇଗୋଳା ଥାନା କରଲଗା ପଞ୍ଚାୟତ ଅନ୍ତର୍ଗତ ବରଖୋଳ ଗ୍ରାମରେ ଶନିବାର ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…

ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା, ନାଗପୁର ଛାତ୍ରଙ୍କୁ ଆବୁଧାବି ପରୀକ୍ଷା କେନ୍ଦ୍ର

ନାଗପୁର,୨୦ା୬: ଏନ୍‌ଇଇଟି-ୟୁଜି ପୁନଃ ପରୀକ୍ଷା ରବିବାର ହେବାକୁ ଥିବାବେଳେ ନାଗପୁରର ଜଣେ ଛାତ୍ରଙ୍କୁ ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ)ର ଆବୁଧାବିରେ ପରୀକ୍ଷା କେନ୍ଦ୍ର ଦିଆଯାଇଥିବା ପରିବାର ଲୋକେ…

କୋହଲି ଦେବେ ଫିଟ୍‌ନେସ୍‌ ପରୀକ୍ଷା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୦ା୬: ଷ୍ଟାର ବ୍ୟାଟର ବିରାଟ କୋହଲି ସୁସ୍ଥ ହେବାରେ ଲାଗିଛନ୍ତି। ଇଂଲଣ୍ଡ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପୂର୍ବରୁ ଜୁନ୍‌ ୨୨ରେ ତାଙ୍କ ଫିଟ୍‌ନେସ ଟେଷ୍ଟ…

୪୯ ପ୍ଲଟ, କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ: ଗିରଫ ହେଲେ ଯନ୍ତ୍ରୀ ସତ୍ୟନାରାୟଣ ସେଠୀ

କୋରାପୁଟ, ୨୦।୬ (ଅମିତାଭ ବେହେରା): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋରାପୁଟ ଜିଲ୍ଲା କୋଟପାଡ଼ ବ୍ଲକର ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟନାରାୟଣ ସେଠୀଙ୍କୁ ଓଡ଼ିଶା ଭିଜିଲାନ୍ସ…

୩-୦ରେ ଭାରତର କ୍ଲିନ ସୁଇପ

ଚେନ୍ନାଇ,୨୦ା୬: ପ୍ରସିଦ୍ଧ କ୍ରିଷ୍ଣାଙ୍କ ୫ ଉଇକେଟ ସଫଳତା ଏବଂ ଯଶସ୍ବୀ ଜୟସ୍ବାଲଙ୍କ ଅପରାଜିତ ଶତକ ବଳରେ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଭାରତ ୯ ଉଇକେଟରେ ଆଫଗାନିସ୍ତାନକୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri