Posted inଫୁରସତ

ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେଲେ ଯୁବକ

ଜଣେ ଯୁବକ ଗୋଟିଏ ବର୍ଷରେ ୨୩ ସନ୍ତାନର ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ଅଷ୍ଟ୍ରେଲିଆରେ ରହୁଥିବା ଆଲାନ ଫାନ ନାମକ ଯୁବକ ଶୁକ୍ରାଣୁ ଦାନ ପାଇଁ ନିଜ ଦେଶରେ ବେଶ୍‌ ଲୋକପ୍ରିୟତା ଅର୍ଜନ କରିଛନ୍ତି। ପ୍ରଥମେ ସେ ନିଜ ଖୁସି ପାଇଁ ଶୁକ୍ରାଣୁ ଦାନ କରୁଥିଲେ, କିନ୍ତୁ ପରେ ସେ ଏହାକୁ ଏକ ପେସା ଭାବେ ଗ୍ରହଣ କରିଥିଲେ। ଯୁବକଙ୍କ ଏହି କାର୍ଯ୍ୟର ତଦନ୍ତ ଆରମ୍ଭ ହୋଇଛି। ଯୁବକ ଜଣକ କହିଛନ୍ତି ଯେ, ତାଙ୍କର କାର୍ଯ୍ୟକ୍ଷମ ଶୁକ୍ରାଣୁ ହେତୁ ମହିଳାମାନେ ତାଙ୍କୁ ପସନ୍ଦ କରନ୍ତି। ଆଲାନ ନିଜେ ଦୁଇ ସନ୍ତାନର ପିତା। କିନ୍ତୁ ସେ ବ୍ୟକ୍ତିଗତ ଭାବରେ ଶୁକ୍ରାଣୁ ଦାନ କରିଛନ୍ତି ଏବଂ ଏଥିରୁ ପ୍ରାୟ ୨୩ ପିଲା ଜନ୍ମ ନେଇଛନ୍ତି। ସେ ପଞ୍ଜୀକୃତ ଫର୍ଟିଲିଟି ସେଣ୍ଟରରେ ଶୁକ୍ରାଣୁ ମଧ୍ୟ ଦାନ କରନ୍ତି। ଅଷ୍ଟ୍ରେଲିଆର ବ୍ରିସ୍‌ବେନରେ ରହୁଥିବା ୪୦ ବର୍ଷର ଆଲାନଙ୍କୁ ଏବେ ପରୀକ୍ଷା କରାଯାଉଛି। କେତେକ ପ୍ରଜନନ କ୍ଲିନିକ ଆଲାନଙ୍କ ନାଁରେ ଅଭିଯୋଗ ଆଣିଥିଲେ। ଆଲାନଙ୍କ ନାଁରେ ଅବୈଧ କ୍ଲିନିକକୁ ଶୁକ୍ରାଣୁ ଦାନ କରିଥିବା ଏବଂ ନିର୍ଦ୍ଧାରିତ ସୀମାଠାରୁ ଅଧିକ ସନ୍ତାନ ଜନ୍ମ କରୁଥିବା ଅଭିଯୋଗ ହୋଇଛି। ଅଷ୍ଟ୍ରେଲିଆର ଭିକ୍ଟୋରିଆ ନିୟମ ଅନୁଯାୟୀ, ଜଣେ ବ୍ୟକ୍ତି କେବଳ ୧୦ଜଣ ସନ୍ତାନ ସୃଷ୍ଟି କରିପାରିବ। ଏଥି ସହିତ ଆଲାନ କହିଛନ୍ତି ଯେ, ମହିଳାମାନଙ୍କୁ ମନା କରିବା ତାଙ୍କ ପାଇଁ ବହୁତ କଷ୍ଟକର। ଏହି କାରଣରୁ ସେ ଗୋଟିଏ ଦିନରେ ତିନିଜଣ ମହିଳାଙ୍କୁ ଶୁକ୍ରାଣୁ ଦାନ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚିଠି ମାଧ୍ୟମରେ ଗଣପତିଙ୍କୁ ଜଣାଇବାକୁ ପଡେ ନିଜର ମନୋସ୍କାମନା

କୌଣସି ଶୁଭ କାମ କରିବା ପୂର୍ବରୁ ସାଧାରଣତଃ ଗଣପତି ବା ଗଣେଶଙ୍କର ଆରାଧନା କରାଯାଇଥାଏ । ଅନେକ ସ୍ଥାନରେ ଗଣେଶଙ୍କର ମନ୍ଦିର ଥିବା ଦେଖାଯାଏ ।...

ପାଣି ପିଇବାକୁ ଯାଇଥିଲେ ଜଙ୍ଗଲ ରାଜା, ସାମାନ୍ୟ କଇଁଛକୁ ଦେଖି…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଚନ୍ଦ୍ରଗ୍ରହଣର ପ୍ରଭାବ ବିଭିନ୍ନ ରାଶି ଉପରେ: ଜାଣନ୍ତୁ ଶୁଭ ସଂଖ୍ୟା, ରଙ୍ଗ ବିଷୟରେ

ନୂଆଦିଲ୍ଲୀ, ୪।୭: ଜୁଲାଇ ୫ରେ ଉପଛାୟା ଚନ୍ଦ୍ରଗ୍ରହଣ ହେବ। ଭାରତରେ ଚନ୍ଦ୍ରଗ୍ରହଣ ଯୋଗୁ ସୂତକ ଳାଗୁ ହେବ ନାହିଁ। ତେବେ ଗ୍ରହଣ ହେଉଥିବାରୁ ଏହି ସମୟରେ...

୧୬ତମ ସନ୍ତାନ ପ୍ରସବ ପରେ ନବଜାତ ସମେତ ମା’ର ମୃତ୍ୟୁ

ଦମୋହ, ୧୧।୧୦: ମଧ୍ୟପ୍ରଦେଶ ଦମୋହ ଜିଲା ଅନ୍ତର୍ଗତ ବାଟିଆଗଡ଼ ପୋଲିସ ଷ୍ଟେସନ ଅନ୍ତର୍ଗତ ପାଣ୍ଡାଝିର ଗ୍ରାମରେ ଜଣେ ମହିଳା ସନ୍ତାନ ପ୍ରସବ ପରେ ପ୍ରାଣ ହରାଇଛନ୍ତି।...

ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଜାରି କଲା ନାସା…

ଓ୍ବାଶିଂଟନ,୨୬।୧୧ : ସମ୍ପ୍ରତି ନାସା ଏକ ଭିଡିଓ ଶେୟାର କରିଛି। ଭିଡିଓରେ ବ୍ଲାକ୍‌ ହୋଲ୍‌ର ଭୟଙ୍କର ଶବ୍ଦ ଶୁଣିବାକୁୂ ମିଳୁଛି। ବ୍ଲାକ୍‌ ହୋଲ୍‌ ହେଉଛି ଏକ...

୧୦ ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ଟେଲିଫୋନ୍‌

ଓ୍ବାଶିଂଟନ,୨୩।୨: ହିଟଲରଙ୍କ ଶାସନ ସମୟରେ ତାଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଟେଲିଫୋନ୍‌ ୧୦ଲକ୍ଷରୁ ଅଧିକ ଲୋକଙ୍କ ଜୀବନ ନେଇଥିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବା...

ଏହି ସୁନ୍ଦରୀଙ୍କ ଆଖିପତାରେ ୫ ଇଞ୍ଚର କେଶ…

ବେଜିଂ,୨୫।୪: ଆଖିପତାରେ ଥିବା କେଶ ସୁନ୍ଦରୀଙ୍କ ସୌନ୍ଦର୍ଯ୍ୟକୁ ବହୁଗୁଣା ବୃଦ୍ଧି କରି ଦେଇଥାଏ। ମସ୍କରା ଲଗାଇ ଏହାକୁ ଅଧିକ ଆକର୍ଷଣୀୟ କରାଯାଇଥାଏ। ସାଧାରଣତଃ ଆଖିପତାରେ ଥିବା...

ସୁପରମାର୍କେଟ୍‌ରେ ସାମଗ୍ରୀ କିଣୁଥିଲେ ମହିଳା, ସାମ୍ନାକୁ ଆସିଗଲା ୧୦ଫୁଟର ଅଜଗର; ଆଉ ତା’ ପରେ…

ଅଷ୍ଟ୍ରେଲିଆର ଏକ ସୁପରମାର୍କେଟକୁ ଜଣେ ମହିଳା ସାମଗ୍ରୀ କିଣିବା ପାଇଁ ଯାଇଥିଲେ। ଠିକ୍‌ ଏହି ସମୟରେ ତାଙ୍କ ସାମ୍ନାକୁ ଏକ ଅଜଗର ଚାଲିଆସିଲା। ଏହା ପରେ...

Advertisement
Archives

Model This Week