Posted inଫୁରସତ

ସାତ ଫେରା ନେବାବେଳେ ଧୀରେ ଧୀରେ ଚାଲୁଥିଲେ କନ୍ୟା: ଆଉ ତା’ପରେ ଘଟିଲା ଏମିତି

ବିବାହ ଅବସରରେ ଏପରି ଅନେକ ରୀତିନୀତି ଅଛି, ଯାହା ସମ୍ପୂର୍ଣ୍ଣ ହେବାକୁ ପ୍ରାୟ ୨-୪ ଘଣ୍ଟା ଲାଗେ। ଏହି ସମୟରେ ପରିବାର ସଦସ୍ୟଙ୍କଠାରୁ ଆରମ୍ଭ କରି ସମ୍ପର୍କୀୟ ଏବଂ ବନ୍ଧୁମାନେ ବର-କନ୍ୟା ମଜା କରିବାକୁ ଭୁଲନ୍ତି ନାହିଁ । ବରଣମାଳା ପକାଇବା ସମୟ ହେଉ କିମ୍ବା ମଣ୍ଡପରେ ବର ଏବଂ କନ୍ୟା ସାତ ଫେରା ନେବା ସମୟରେ ସାଙ୍ଗସାଥୀ ଥଟ୍ଟାମଜା କରିଥା’ନ୍ତି। ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାତ ଫେରା ନେବାବେଳେ କନ୍ୟା ଧୀରେ ଧୀରେ ଚାଲୁଥବାରୁ ଘରର କିଛି ସଦସ୍ୟ କନ୍ୟାଙ୍କୁ ଠେଲି ଦେଇଥିଲେ। ଏହାପରେ ସେ ପଛକୁ ଚାହଁି ଜୋର୍‌ରେ ହସିବାକୁ ଲାଗିଥିଲେ। ଏହାଦେଖି ଉପସ୍ଥିତ ଥିବା ପରିବାର ସଦସ୍ୟମାନେ ମଧ୍ୟ ଜୋରରେ ହସିବାକୁ ଲାଗିଲେ। କିଛି ସେକେଣ୍ଡର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓଟି ପ୍ରିୟଙ୍କା ବାକୁଲ ନାମକ ଜଣେ ଇନଷ୍ଟାଗ୍ରାମ ୟୁଜର୍ସ ଶେୟାର କରିଛତି। ହଜାର ହଜାର ଲୋକ ଭିଡିଓକୁ ପସନ୍ଦ କରୁଥିବାବେଳେ ଏକ ଲକ୍ଷରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଅପରିହାର୍ଯ୍ୟ

ଶାନ୍ତିପୂର୍ଣ୍ଣ ସହାବସ୍ଥାନ ଦ୍ୱାରା ସମ୍ପର୍କ ଦୃଢ଼ ହୁଏ। ଫଳରେ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ବିକାଶର ମାର୍ଗ ପ୍ରଶସ୍ତ ହୋଇଥାଏ। ଏହା ପରିବାର-ପରିବାର, ସମାଜ-ସମାଜ, ରାଜ୍ୟ-ରାଜ୍ୟ...

ମଣିଷ ପରି ଖଟରେ ଶୋଇଛି ଘୋଡ଼ା, ଭିଡିଓ ଦେଖିଲେ…

ଯେଉଁ ଲୋକମାନେ କୁକୁର ଏବଂ ବିଲେଇମାନଙ୍କୁ ବହୁତ ପସନ୍ଦ କରନ୍ତି ସେମାନଙ୍କୁ ବିଛଣାରେ ଶୁଆଇଥାନ୍ତି। ନିଜେ ଯେମିତି ଚଳନ୍ତି ପୋଷା ପ୍ରାଣୀଙ୍କୁ ମଧ୍ୟ ଠିକ୍‌ ସେମିତି...

୮୦ ବର୍ଷ ବୟସରେ ପାଖରେ ରହିଛି ୮୦ଟି ଦାମୀ ପୋର୍ସେ କାର୍‌

ବୟସ ବଢ଼ିବା କେବଳ ଏକ ସଂଖ୍ୟା। ଯଦି ଜଣେ ବ୍ୟକ୍ତି ଏକଥା ମନ ମଧ୍ୟରେ ରଖିବ ତେବେ ମନୋବଳ ଆହୁରି ବୃଦ୍ଧି ପାରିବ। ବୃଦ୍ଧ ବୟସରେ...

ସ୍କୁଲରେ ଭୂତପ୍ରେତ ନେଇ ଗୁଜବ, ତାନ୍ତ୍ରିକଙ୍କ ଦ୍ୱାରା ଛାତ୍ରୀଛାତ୍ରଙ୍କ ଚିକିତ୍ସା କରାଯାଉଥିବା ଭିଡିଓ ଭାଇରାଲ…

ଲକ୍ଷ୍ନୌ,୨୨।୧୨ : ଉତ୍ତରପ୍ରଦେଶ ମହୋବାର ପାନୱାଡିରେ ଅବସ୍ଥିତ ଜୁନିଅର ହାଇସ୍କୁଲ ୧୫ ଜଣ ଛାତ୍ରୀଛାତ୍ର୍ର ଅଚେତ ହେବା ପ୍ରସଙ୍ଗରେ ଏକ ନୂଆ ମୋଡ଼ ଆସିଛି। ଅଭିଭାବକମାନେ...

ଛେଳି ଛୁଆଙ୍କ ଜନ୍ମଦିନରେ କେକ୍‌ କାଟିଲେ, ଡିଜେ ବଜାଇ ନାଚିଲେ…

ମଣିଷ ଛୁଆ ପରି ଛେଳି ଛୁଆଙ୍କ ଜନ୍ମଦିନରେ କଟାଗଲା କେକ୍‌। ଡିଜେର ତାଳେତାଳେ ନାଚିଲେ, ସୁସ୍ବାଦୁ ଭୋଜିରେ ଆପ୍ୟାୟିତ ହେଲେ ବନ୍ଧୁ ପରିଜନ। ଉତ୍ତରପ୍ରଦେଶର ବାନ୍ଦା...

ହାତୀଙ୍କ ଲିପ୍‌ କିସ୍‌: ଯାହା ମଣିଷଙ୍କ କିସ୍‌ ସିନ୍‌କୁ ପଛରେ ପକାଇଦେବ

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ହାତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ...

ପ୍ରସ୍ତର ଯୁଗ ରହସ୍ୟ ଖୋଲିଲା ‘ଚୁଇଂଗମ୍‌’

କୋପେନହେଗେନ: ଡେନ୍‌ମାର୍କର ସିଲ୍‌ଥୋଲମ୍‌ରେ ଉତ୍‌ଖନନ ସମୟରେ ୫୭୦୦ ବର୍ଷର ପୁରୁଣା ଏକ ଚୁଇଂଗମ୍‌ ମିଳିଛି। ବିଶେଷଜ୍ଞମାନେ ଏହା ଉପରେ ଅଧିକ ଗବେଷଣା କରି ପ୍ରସ୍ତର ଯୁଗ...

ଥରେ କି ଦୁଇଥର ନୁହେଁ, ୧୦ ଥର ଆସିଲା ନେଗେଟିଭ୍‌ ରିପୋର୍ଟ; ତଥାପି କରୋନାରେ ଚାଲିଗଲା ଜୀବନ

ଲଣ୍ଡନ,୭।୫: କରୋନା ଭ୍ୟାକ୍ସିନ ଆସିବା ପରେ ଏହି ମହାମାରୀ ସହିତ ଜଡ଼ିତ କିଛି ଜଟିଳ ସମସ୍ୟା ସାମ୍ନାକୁ ଆସୁଛି। ଏମିତି ଏକ ମାମଲା ବ୍ରିଟେନରୁ ଆସିଛି।...

Advertisement
Archives

Model This Week