ଖ୍ରୀଷ୍ଟମାସ

ଖ୍ରୀଷ୍ଟମାସ ରଙ୍ଗରେ ସଜେଇ ହେଇ ଉଡ଼ାଣ କଲା ବିମାନ

ଆଜି ଚାରିଆଡ଼େ ଖ୍ରୀଷ୍ଟମାସର ପରିବେଶ। ସମସ୍ତେ ନିଜ ନିଜ ଶୈଳୀରେ ଏହି ଦିନଟିକୁ ବେଶ୍‌ ଉତ୍ସାହର ସହ ପାଳନ କରୁଛନ୍ତି। ବଡ଼ଦିନ ଉପଲକ୍ଷେ ଶୁଭେଚ୍ଛା ଜଣାଇବା ପାଇଁ ଏମିରେଟ୍ସ ଏୟାରଓ୍ବେଜ ମଧ୍ୟ ପଛରେ ପଡ଼ିନାହିଁ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଏହାର ଉଡ଼ାଣ।…

ଦାଢ଼ିରେ ଖ୍ରୀଷ୍ଟମାସ ଘଣ୍ଟି ବାନ୍ଧି ବିଶ୍ୱ ରେକର୍ଡ କଲେ ଏହି ବ୍ୟକ୍ତି

ଆପଣ ନିଶ୍ଚିତ ଅନେକ ବିଶ୍ୱ ରେକର୍ଡ ବିଷୟରେ ଜାଣିଥିବେ। କଠିନ ପରିଶ୍ରମ, ଦୀର୍ଘ ବର୍ଷର ଅଭ୍ୟାସ କରି ଲୋକେ ସୁନାମ ଅର୍ଜନ କରନ୍ତି। ଠିକ୍‌ ସେମିତି ଜଣେ ବ୍ୟକ୍ତି କଠିନ ପରିଶ୍ରମ କରି ତାଙ୍କ ଦାଢ଼ିରେ ଶହ ଶହ ଘଣ୍ଟି ବାନ୍ଧି…

କୃଷି ଆଇନକୁ ନେଇ କଂଗ୍ରେସର ପ୍ରଦର୍ଶନ: ସାମିଲ ହେଲେ ପ୍ରିୟଙ୍କା-ରାହୁଲ

ନୂଆଦିଲ୍ଲୀ,୧୫ ।୧: କେନ୍ଦ୍ରର ନୂଆ କୃଷି ଆଇନକୁ ନେଇ ଏବେ କଂଗ୍ରେସ ଅଣ୍ଟା ଭିଡିଛି । ବିଦେଶ ଗସ୍ତରୁ ଫେରିବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲଗାତାର ଭାବେ କୃଷକ ଆନ୍ଦୋଳନକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରୁଛନ୍ତି । ଶୁକ୍ରବାର…

ଭାଙ୍ଗିବ ଶତାବ୍ଦୀର ପରମ୍ପରା, କେମ୍ବ୍ରିଜ୍ ଖ୍ରୀଷ୍ଟମାସ ଗୀତର ହେବନାହିଁ ସିଧା ପ୍ରସାରଣ

ୱାଶିଂଟନ,୨୪ ।୧୨: ଖ୍ରୀଷ୍ଟମାସ ବା ବଡଦିନର ପୂର୍ବ ସନ୍ଧ୍ୟାରେ କେମ୍ବ୍ରିଜର ପ୍ରସିଦ୍ଧ ଗାୟକ ମଣ୍ଡଳୀଙ୍କ ଲାଇଭ୍ ସଙ୍ଗିତ ଚଳିତ ବର୍ଷ ବିଶ୍ୱବାସୀ ଶୁଣିବାରୁ ବଞ୍ଚିତ ହେବେ । କରୋନାର ନୂଆ ରୂପଠାରୁ ଦୂରେଇ ରହିବା ପାଇଁ ବ୍ରିଟେନରେ ଜାରି କରାଯାଇଥିବା ପ୍ରତିବନ୍ଧକ…

ସାନିଟାଇଜର ବାଣ୍ଟିଲେ ସାଣ୍ଟା

ମୁମ୍ବାଇ,୧୯ା୧୨: ମୁମ୍ବାଇରେ ସାଣ୍ଟା ସାନିଟାଇଜର ବାଣ୍ଟୁଛନ୍ତି। ସାଣ୍ଟା କ୍ଲଜ୍‌ ପୋଷାକଧାରୀ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଲକ୍ଷ୍ମୀ ଚୌକ୍‌ ଏରିଆରେ ଲୋକଙ୍କୁ ସାନିଟାଇଜର ଓ ମାସ୍କ ବାଣ୍ଟୁଥିବା ଦେଖିବାକୁ ମିଳିଛି। ପ୍ରତିବର୍ଷ ପିଲାମାନଙ୍କୁ ମୁଁ ଚକୋଲେଟ, ଖେଳଣା ଓ…

କିଏ ସେହି ସାନ୍ତା କ୍ଲଜ୍‌, ଯାହାଙ୍କୁ ପିଲାମାନେ ଆଗ୍ରହର ସହ ଅପେକ୍ଷା କରିଥାନ୍ତି

ବଡଦିନ ଆସିଲେ ସାନ୍ତା କ୍ଲଜ୍‌ କଥା ମନେପଡେ। ବଡଦିନର ଅନ୍ୟ ଏକ ପ୍ରମୁଖ ବ୍ୟକ୍ତି ହେଉଛନ୍ତି ସାନ୍ତା କ୍ଲଜ। ଖାସ୍‌ ଭାବେ ପିଲାଙ୍କ ମଧ୍ୟରେ ଏହି ପର୍ବକୁ ନେଇ ବେଶ୍‌ ଉତ୍କଣ୍ଠା ଖେଳିଯାଏ। କାରଣ ସାନ୍ତା କ୍ଲଜ୍‌ ପିଲାମାନଙ୍କ ପାଇଁ ଭଲ…

ନିୟନ୍ତ୍ରଣ ରେଖାରେ ଯବାନ ପାଳିଲେ ବଡ଼ଦିନ: ସୋସିଆଲ୍‌ ମିଡ଼ିଆରେ ଭିଡ଼ିଓ ଭାଇରାଲ

ଶ୍ରୀନଗର,୨୫।୧୨: ଜମ୍ମୁ-କଶ୍ମୀରର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖାଠାରେ ଯବାନମାନେ ବଡ଼ଦିନ ପାଳନ କରୁଥିବାର ଏକ ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଯବାନମାନେ ଜିଙ୍ଗଲ୍‌ ବେଲ୍‌ ଗୀତ ବୋଲିବା ସହିତ ନାଚକୁଦ କରୁଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି। ଜଣେ…

କ୍ରିସ୍‌ମାସ୍‌ରେ ମାତ୍ର ଶହେ ଟଙ୍କାରେ ଦିଅନ୍ତୁ ଏହି ଉପହାର

ଖ୍ରୀଷ୍ଟଧର୍ମାଲମ୍ବିଙ୍କ ବଡ଼ ପର୍ବ ହେଉଛି କ୍ରିସ୍‌ମାସ୍‌। ଡିସେମ୍ବର ୨୫ରେ ପ୍ରଭୁ ଯୀଶୁଙ୍କ ଜନ୍ମଦିନକୁ ବଡ଼ଦିନ ଭାବେ ପାଳନ କରାଯାଇଥାଏ। ଏହି ପର୍ବକୁ ଦେଶ ଓ ବିଦେଶରେ ବହୁ ଉତ୍ସାହର ସହ ପାଳନ କରାଯାଇଥାଏ। ଆଉ ମାତ୍ର କିଛି ଘଣ୍ଟା ପରେ ଏହି…

କ୍ରିସ୍‌ମାସ ପାଇଁ ପ୍ରସ୍ତୁତ ବେଥଲହମ

ବେଥଲହମ,୨୪।୧୨: ପ୍ରଭୁ ଯୀଶୁଙ୍କ ଜନ୍ମସ୍ଥାନ କୁହାଯାଉଥିବା ବେଥଲହମ କ୍ରିସ୍‌ମାସ ପାଇଁ ବିଶ୍ୱବାସୀଙ୍କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହୋଇ ସାରିଲାଣି। ଇସ୍ରାଏଲ କବଜାରେ ଥିବା ଓ୍ବେଷ୍ଟ ବ୍ୟାଙ୍କର ଏହି ଛୋଟ ସହର ଚର୍ଚ୍ଚ ଅଫ୍‌ ନେଟିଭିଟି ଓ ଏହାର ଆଖପାଖରେ ଉତ୍ସବର ପରିବେଶ…

କ୍ରିସ୍‌ମାସ ପାଇଁ କାଉଣ୍ଟ ଡାଉନ୍‌ ଆରମ୍ଭ

ନୂଆଦିଲ୍ଲୀ,୨୪।୧୨: ଆଉ କେଇଘଣ୍ଟା ପରେ ପାଳନ ହେବ ପ୍ରଭୁ ଯିଶୁଙ୍କ ଜନ୍ମଦିବସ କ୍ରିସ୍‌ମାସ। ଏବେଠାରୁ ଆରମ୍ଭ ହେଲାଣି କାଉଣ୍ଟ ଡାଉନ୍‌। ମଙ୍ଗଳବାର ଠିକ୍‌ ରାତି ୧୨ଟାରେ ଏହି ପର୍ବକୁ ପାଳନ କରିବାକୁ ସମସ୍ତେ ଏକ ପ୍ରକାର ପ୍ରସ୍ତୁତି ଶେଷ କରି ସାରିଲେଣି।…

କ୍ରିସ୍‌ମାସ ପାଇଁ ଶୁଭରଙ୍ଗ

ଡିସେମ୍ବର ୨୫କୁ ପ୍ରଭୁ ଯିଶୁଙ୍କ ଜନ୍ମଦିବସ ବା କ୍ରିସ୍‌ମାସ ଭାବେ ପାଳନ କରାଯାଇଥାଏ। ଇସାଇ ଧର୍ମାବଲମ୍ବୀମାନେ ବେଶ୍‌ ଉତ୍ସାହର ସହ ଏହିଦିନକୁ ପାଳନ କରିଥାଆନ୍ତି। ରଙ୍ଗ ବେରଙ୍ଗର ଆଲୋକରେ ଘର ସଜାଇବାଠାରୁ ଆରମ୍ଭ କରି ଉପହାର ଦେବାର ପ୍ରଥା ମଧ୍ୟ ରହିଛି।…

ସର୍ବବୃହତ୍‌ ସାନ୍ତାକ୍ଲଜ୍‌ ବାଲୁକାକୃତି

କ୍ରିସ୍‌ମାସ୍‌ ବା ବଡଦିନ ଖ୍ରୀଷ୍ଟଧର୍ମାବଲମ୍ବୀଙ୍କ ଲାଗି ଏକ ମହାନ୍‌ ଦିନ। ଏହି ଦିନକୁ ସ୍ମରଣୀୟ କରିବା ଲାଗି ସମଗ୍ର ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥାଏ। ଠିକ୍‌ ସେହିଭଳି କ୍ରିସ୍‌ମାସ୍‌ ଅବସରରେ ଓଡିଶାର ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?