ମହେଶ ହିଁ ବେଷ୍ଟ

କିଆରା ଆଡଓ୍ବାନୀଙ୍କ ଆଇଡିଆକୁ ମାନିବାକୁ ପଡିବ। ନିକଟରେ ସେ ସାଇନ୍‌ କରିଥିବା ଏକ ସିନେମାରେ କିଏ ମେଲ୍‌ ଲିଡ୍‌ରେ ଆକ୍ଟିଂ କରିବ ସେ ନେଇ ତାଙ୍କର ମତ ନିଆଯାଇଥିଲା। କାରଣ ସେହି ଭୂମିକାରେ କେବଳ ରୋମାନ୍ସ ନୁହେଁ, ଆକ୍ସନ ମଧ୍ୟ ଥିଲା। ତେଣୁ ଯେତେବେଳେ ତାଙ୍କୁ ଏ ନେଇ ପଚାରଗଲା ଯେ କିଛି ସମୟ ଚିନ୍ତା କରି ଜଣଙ୍କ ନାମ କହିଥିଲେ। ”ମୋ ମତରେ ଏଭଳି ରୋଲ୍‌କୁ ତୁଲାଇବାକୁ ଜଣେ ହିଁ ଫିଟ୍‌। ସେ ହେଲେ ମହେଶ ବାବୁ। କାରଣ ଏହି ଭୂମିକାକୁ ସବୁ ଦୃଷ୍ଟି କୋଣରୁ ଚିନ୍ତା କଲେ ତାହାକୁ ଠିକ୍‌ ଭାବରେ ମହେଶ ହିଁ ତୁଲାଇ ପାରିବେ। ହେଲେ ମୁଁ କହିଦେଲେ ତ ହେବ ନାହିଁ। ଏପରି ଅଫରକୁ ସେ ଗ୍ରହଣ କରିବା ବଡ଼ କଥା। ସେ ହେଉଛନ୍ତି ମୋ ଆକ୍ଟିଂ ଗୁରୁ। ତାଙ୍କ ଅଭିନୀତ ସିନେମା ଦେଖି ମୁଁ ଆକ୍ଟିଂ ବିଷୟରେ ଅନେକ କଥା ଶିଖିଛି।“ ତେବେ ଏହି ଅନ୍‌ଟାଇଟଲ୍‌ଡ ଫିଲ୍ମରେ ମହେଶ ଅଭିନୟ କରିବେ କି ନାହିଁ ତାହା ଜାଣିବାକୁ ବାକି ରହିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁସ୍ତକ ଲେଖିଲେ ସୋନୁ ସୁଦ୍‌, ଜାଣନ୍ତୁ କ’ଣ ରହିଛି ଖାସ୍‌

ଅଭିନେତା ସୋନୁ ସୁଦ କରୋନା ସମୟରେ ସମସ୍ତଙ୍କୁ ବହୁତ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ। ପ୍ରବାସୀ ଶ୍ରମିକଙ୍କ ଘରକୁ ପଠାଇବାଠାରୁ ଆରମ୍ଭ କରି ବେରୋଜଗାରୀଙ୍କୁ ରୋଜଗାର...

ଟ୍ରମ୍ପଙ୍କ ଗସ୍ତକୁ ନେଇ ରାମ ଗୋପାଳ ବର୍ମାଙ୍କ ଟୁଇଟ୍‌ ହେଉଛି ଭାଇରାଲ

ମୁମ୍ବାଇ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସହଧର୍ମିଣୀଙ୍କ ସହ ଆସନ୍ତା ୨୪-୨୫ ତାରିଖରେ ଭାରତ ଆସୁଛନ୍ତି। ତାଙ୍କ ଗସ୍ତକୁ ନେଇ ଭିନ୍ନ ଭିନ୍ନ ଖବର...

ମା’ଙ୍କ ଆଖିର ତାରା ଥିଲେ ସିଦ୍ଧାର୍ଥ; ଏବେ ମୃତ୍ୟୁ ଖବର…

ବମ୍ବେ: ଟେଲି ପରଦାର ହ୍ୟାଣ୍ଡସମ୍‌ ହଙ୍କ୍‌ ତଥା ବିଗ୍‌ବସ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ଘଟିଛି। ମାତ୍ର ୪୦ ବର୍ଷ ବୟସରେ ସେ ଦୁନିଆରୁ...

ନୂଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ପ୍ରିୟଙ୍କା

ମୁମ୍ବାଇ: ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା ତାଙ୍କ ନୂଆ ପୋଷ୍ଟ ଲାଗି ପୁଣି ଥରେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ଅଭିନେତ୍ରୀଙ୍କ କୁଲ୍‌ ଲୁକ୍‌ ଦେଖି...

‘ଅକ୍ଷୟ ମୋତେ ବ୍ୟବହାର କରି…’ ବ୍ରେକ୍‌ଅପ୍‌ ପରେ ଶିଳ୍ପା…

ବମ୍ବେ: ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ସଫଳ ଅଭିନେତାଙ୍କ ମଧ୍ୟରୁ ଜଣେ। ସେ ନିଜର କର୍ମ ଜୀବନ ସହ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ବୟ ରଖିଥାନ୍ତି।...

ଏହି ପ୍ରଶ୍ନର ଉତ୍ତର ଦେଇ ଐଶ୍ୱର୍ଯ୍ୟାଙ୍କୁ ହରାଇ ମିସ୍‌ ଇଣ୍ଡିଆ ହୋଇଥିଲେ ସୁସ୍ମିତା ସେନ୍‌

ବଲିଉଡ୍‌ର ସମସ୍ତ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ସୁସ୍ମିତା ସେନ୍‌ ଜଣେ। ଦୀର୍ଘଦିନ ଧରି ସେ ଫିଲ୍ମଠୁ ଦୂରେଇ ଯାଇ ପରିବାର ଏବଂ ପିଲାଙ୍କୁ ପୂରା ସମୟ...

ଟ୍ରାଡିସ୍‌ନାଲ ଲୁକ୍‌ରେ ଆଲିଆ-ରଣବୀର

ମୁମ୍ବାଇ,୮।୬: ବି ଟାଉନର ଚର୍ଚ୍ଚିତ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ବାରଣାସୀରେ ଅଛନ୍ତି। ସେଠାରେ ସେମାନେ ନିଜର ଅପ୍‌ କମିଂ ଫିଲ୍ମ...

ମାନୁଷୀ ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ ମିସ୍‌ ଓ୍ବାର୍ଲଡ ମାନୁଷୀ ଚିଲ୍ଲାର ‘ସେକ୍ସିଏଷ୍ଟ ଭେଜିଟେରିଆନ୍‌ ପର୍ସନାଲିଟି’ ଭାବେ ମନୋନୀତ ହୋଇଛନ୍ତି । ଆମେରିକାର ଆନିମଲ ରାଇଟ୍ସ ଅର୍ଗାନାଇଜେଶନ (ପେଟା) PETA(People...

Advertisement
Archives

Model This Week