Posted inଜାତୀୟ

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଉଦ୍ଧବ

ମୁମ୍ବାଇ,୭।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଙ୍ଗଳବାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିବାର କାର୍ଯ୍ୟକ୍ରମ ରହିଛି। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଦଲୀପ ପାଟିଲ ସୋମବାର ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗୋଟିଏ ପ୍ରତିନିଧି ଦଳ ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ। ଏହି ପ୍ରତିନିଧି ଦଳରେ ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱର ମଧ୍ୟ ରହିବେ। ସେମାନେ ପ୍ରଧାନମନ୍ତ୍ରୀଙ୍କ ସହ ମରାଠା ଏବଂ ଓବିସି ସଂରକ୍ଷଣ ସହ ବାତ୍ୟା ତଉକତେ ସହାୟତା ସମ୍ପର୍କରେ ଆଲୋଚନା କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯବାନଙ୍କ ଗୁଳିରେ ଟଳିପଡିଲେ ୨ ନାଗରିକ

ଶ୍ରୀନଗର,୧୬।୧୨: ଜମ୍ମୁ ଡିଭିଜନର ରାଜୋରି ଜିଲାରେ ଯବାନଙ୍କ ଗୁଳିରେ ଶୁକ୍ରବାର ୨ ନାଗରିକ ଟଳିପଡିଛନ୍ତି। ସେନା ଶିବିର ନିକଟରେ ସନ୍ଦେହଜନକ ଗତିବିଧି ଦେଖି ଯବାନ ଗୁଳି...

ସୁପରଟେକ୍‌ ଟାଓ୍ବାର ଭଙ୍ଗା ତାରିଖ ଅଗଷ୍ଟକୁ ଘୁଞ୍ଚିଲା, ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ, ୧୭।୫ : ବେଆଇନ ଭାବେ ନିର୍ମାଣ କରାଯାଇଥିବା ସୁପରଟେକ ଏମେରାଲ୍ଡ କୋର୍ଟର ୪୦ ମହଲା ଟାୱାର ଭାଙ୍ଗିବା ନେଇ ସୁପ୍ରିମକୋର୍ଟ ତାରିଖ ବୃଦ୍ଧି କରିଛନ୍ତି।...

ଦାଦାଙ୍କୁ ବଡ଼ ଦାୟିତ୍ୱ ଦେଲେ ଅଖିଳେଶ

ଲକ୍ଷ୍ନୌ,୨୯।୧: ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ସଭାପତି ଅଖିଳେଶ ଯାଦବଙ୍କ ନେତୃତ୍ୱରେ ସମାଜବାଦୀ ପାର୍ଟିର ୬୨ ସଦସ୍ୟ ବିଶିଷ୍ଟ ଜାତୀୟ କାର୍ଯ୍ୟକାରିଣୀ ଘୋଷଣା କରାଯାଇଛି। ଏଥିରେ ଅଖିଳେଶ...

ଭାରତରେ ଦ୍ରୁତ ଗତିରେ ବ୍ୟାପୁଛି କରୋନାର ନୂଆ ଭାରିଆଣ୍ଟ: ଆଗାମୀ ଲହରର ଆଶଙ୍କା କହିଲେ ଏକ୍ସପର୍ଟ

ନୂଆଦିଲ୍ଲ,୧୭।୩: ଭାରତରେ ଗତ କିଛି ଦିନରୁ କୋଭିଡ-୧୯ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଭାରତରେ ପ୍ରାୟ ଚାରିମାସ ପରେ ଗୁରୁବାର ୭୦୦ରୁ ଊର୍ଦ୍ଧ୍ୱ କରୋନା...

ଏୟାର ଇଣ୍ଡିଆରେ ଇନ୍ଧନ ସଙ୍କଟ: ଉଡ଼ାଣ ନ କରି ୪ ଘଣ୍ଟା ରନଓ୍ବେରେ ଅଟକି ରହିଲା ଡ୍ରିମ୍‌ଲାଇନର୍‌ ବିମାନ

କୋଚିି, ୨୭।୮: ଏୟାର ଇଣ୍ଡିଆର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏବେ ଏହାର ବିମାନରେ ଯାତ୍ରୀଙ୍କୁ ନେଇ ଉଡ଼ାଣ କରିବା ପାଇଁ ଇନ୍ଧନ ମଧ୍ୟ...

ୟୁଟ୍ୟୁବରଙ୍କ ମୃତ୍ୟୁ: ସ୍ବାମୀ ଗିରଫ

କାଠମାଣ୍ଡୁ, ୧୪।୨: ଆସାମ ୟୁଟ୍ୟୁବର ପ୍ରିୟୋଲିନା ନାଥ୍‌ଙ୍କ ମୃତ୍ୟୁ ନେଇ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି। ରବିବାର ରାତିରେ ୧୯ ବର୍ଷୀୟା ପ୍ରିୟୋଲିନାଙ୍କ ଝୁଲନ୍ତା...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୩,୩୯୦ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୮।୫: କରୋନା ସଂକ୍ରମଣ ବେଳକୁ ବେଳ ବଢିବାରେ ଲାଗିଛି। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୯୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାସହ ୧,୨୭୩ଜଣ...

ସିଏଏକୁ ନେଇ ମୋଦିଙ୍କୁ ଧନ୍ୟବାଦ ଦେବାକୁ ଲେଖାହେଲା ୫.୫ ଲକ୍ଷ ଚିଠି

ଅହମ୍ମଦାବାଦ,୧୨।୧: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ବିଭିନ୍ନ ଭାଗରେ ବିରୋଧ ପ୍ରଦର୍ଶନ ଚାଲିଥିବା ବେଳେ ଅହମ୍ମଦାବାଦରେ ଦେଖିବାକୁ ମିଳିଛି ଏକ ନିଆରା ଦୃଶ୍ୟ। ଅହମ୍ମଦାବାଦବାସୀ...

Advertisement
Archives

Model This Week