ଅର୍ଥ ମାମଲାରେ ଏହି ରାଶିର ଝିଅମାନେ ହୋଇଥାନ୍ତି ଭାଗ୍ୟଶାଳୀ

ସମୁଦାୟ ୧୨ଟି ରାଶି ରହିଛି। ପ୍ରତ୍ୟେକ ବ୍ୟକ୍ତିଙ୍କ ରାଶି ଭିନ୍ନ ଭିନ୍ନ। କେହି କେହି ଜନ୍ମ ସମୟ ଅନୁସାରେ ନିଜ ରାଶି ଅଙ୍କିତ କରୁଥିବା ବେଳେ ଆଉ କେହି ଜନ୍ମ ତାରିଖ ହିସାବରେ କରିଥାନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଜନ୍ମ ସମୟରେ ଅଙ୍କିତ ରାଶି ଅତ୍ୟନ୍ତ ଭଲ ବୋଲି ବିବେଚନା କରାଯାଏ। ତେବେ କୁହାଯାଏ ଅନ୍ୟ ରାଶି ଅପେକ୍ଷା ସିଂହ ରାଶିର ଝିଅମାନେ ଅର୍ଥ କ୍ଷେତ୍ରରେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି।

ସ୍ବଭାବ: ସିଂହ ରାଶିର ଝିଅମାନେ ଭଲ ନେତୃତ୍ୱ ନେଇପାରନ୍ତି। ଲିଡରଶିପ୍‌ ଭାବେ ସେମାନେ ଭଲ କାମ କରିଥାନ୍ତି। ଅନ୍ୟର ଚାପରେ କାମ କରିବାକୁ ଏମାନେ ଆଦୈ ହେଲେ ଭଲ ପାଆନ୍ତି ନାହିଁ। ଏମାନେ ଦେଖିବାକୁ ବହୁତ ସୁନ୍ଦର। ଅର୍ଥ କ୍ଷେତ୍ରରେ ଏହି ରାଶିର ଝିଅମାନେ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି। ଏମାନଙ୍କ ଜୀବନରେ ଶୀଘ୍ର ସଫଳତା ମିଳିଥାଏ। କୌଣସି ଜିନିଷକୁ ହାସଲ କରିବା ପାଇଁ ଏମାନଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ି ନ ଥାଏ। ଏମାନେ ବହୁତ ରୋମାଣ୍ଟିକ୍‌ ମଧ୍ୟ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ପିନ୍‌ଅଚ୍‌ କଟେଜ୍‌ ଚିଜ୍‌ ରୋଲ୍‌ ମଖନୀ

ସମ୍ବଲପୁର ଜିଲା ପର୍ଯ୍ୟଟନ କ୍ଷେତ୍ରରେ ଆଗକୁ ବଢ଼ିଛି । ଏହାସହ ଅନେକ ଶିଳ୍ପ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗଢି ଉଠୁଛି । ହୋଟେଲ ଶିଳ୍ପ ମଧ୍ୟ...

ସ୍ମରଣ ଶକ୍ତି ବୃଦ୍ଧି ପାଇଁ କମଳା ଜୁସ୍‌

ବୟସ ବଢ଼ିବା ସହ ସ୍ମରଣଶକ୍ତି ଦୁର୍ବଳ ହେବା ସାଧାରଣ କଥା। ଏ ସମୟରେ ଛୋଟ ଛୋଟ କଥା ଭୁଲିବା ସମସ୍ୟା ଦେଖାଦେଇଥାଏ, ଯାହା ଅତ୍ୟନ୍ତ ବିପଜ୍ଜନକ...

ଅତିଥି

କଥାରେ ଅଛି-‘ଅତିଥି ଦେବୋ ଭବ’, ଅର୍ଥାତ୍‌ ସେମାନେ ଦେବତା ସମାନ। ତେଣୁ ସେମାନେ ଘରକୁ ଆସିଲେ ଭଲଭାବେ କିପରି ଚର୍ଚ୍ଚା କରିବେ ସେ ସମ୍ପର୍କରେ… କୌଣସି...

ମଧୁମେହ ରୋଗୀଙ୍କ ପାଇଁ ବରଦାନ ସଦୃଶ ଏହି ପରିବା: ଏଭଳି କରନ୍ତୁ ସେବନ

ବର୍ତ୍ତମାନ ଜୀବନଶୈଳୀ ନେଇ ଡାଇବେଟିସ ବା ମଧୁମେହ ଏକ ସାଧାରଣ ରୋଗରେ ପରିଣତ ହେଲାଣି। ଫଳରେ ଏହି ରୋଗୀଙ୍କୁ ମିଠା ଜାତୀୟ ଖାଦ୍ୟ ଖାଇବାଠାରୁ ଦୂରେଇ...

ଟାଇପ-୧ ଡାଇବେଟିସ୍‌ ପାଇଁ ରୋଟାଭାଇରସ ଇନ୍‌ଫେକ୍‌ଶନ ଦାୟୀ

ଡାଇବେଟିସ୍‌ ଏବେ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟିଗଲାଣି। ଆମ ଦେଶରେ ଏହି ରୋଗୀଙ୍କ ସଂଖ୍ୟା ଏପରି ବଢ଼ି ଚାଲିଛି ଯେ, ଭାରତକୁ ‘ଡାଇବେଟିସ୍‌ର ରାଜଧାନୀ’...

ସ୍ମାର୍ଟ ଓ୍ବାଚ୍‌ ଫ୍ୟାଶନ୍‌ ସହ ଫିଟ୍‌ନେସ୍‌

ଦିନଥିଲା ହାତରେ ଘଣ୍ଟା ପିନ୍ଧାଯାଉଥିଲା ସମୟ ଦେଖିବା ପାଇଁ। ଧୀରେ ଧୀରେ ଡ୍ରେସ୍‌ ସହ ମ୍ୟାଚ୍‌ କରି କେବେ ଚେନ୍‌ ତ କେବେ ଲେଦର ପୁଣି...

ଅଧକପାଳି ବିନ୍ଧା ହେଉଛି କି…

ତୁଳସୀ ପତ୍ରରେ ଅନେକ ଔଷଧୀୟ ଗୁଣ ଭରି ରହିଛି। ଏହାସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ଲାଗି ଏହାର ମଧ୍ୟ ଯଥେଷ୍ଟ ଭୂମିକା ରହିଛି।...

ଧୋତି ଷ୍ଟାଇଲ୍‌ ଶାଢ଼ି

ପୁରୁଷମାନେ ଯେମିତି ଧୋତି ପିନ୍ଧନ୍ତି, ଅବିକଳ ସେହି ଷ୍ଟାଇଲ୍‌ରେ ଏବେ କେତେଜଣ ମହିଳା ଶାଢ଼ି ବି ପିନ୍ଧୁଛନ୍ତି; ଯାହାକୁ ଧୋତି ଷ୍ଟାଇଲ୍‌ ଶାଢ଼ି କୁହାଯାଉଛି। ତେବେ...

Advertisement
Archives

Model This Week