ବାଇକ୍‌ ଦୁର୍ଘଟଣାରେ ବିଧାୟକ ଆହତ

ଫୁଲବାଣୀ ଅଫିସ,୪।୧୦: ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ସୋମବାର ଏକ ବାଇକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କର ହାତ ଓ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଛି ।
ବିଧାୟକ କହଁର ବାଇକ ଯୋଗେ ନିଜ ଗ୍ରାମ ପକାରୀ ନିକଟରେ ଥିବା ମନ୍ଦିରକୁ ଦର୍ଶନ କରିବାକୁ ଯାଉଥିବାବେଳେ ସାମ୍ନାରୁ ଆସୁଥିବା ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ବାଇକରୁ ଖସିପଡ଼ି ଆହତ ହୋଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ସେ ସୁସ୍ଥ ଥିବା ଡାକ୍ତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା।...

ମରଣାନ୍ତକ ଆକ୍ରମଣ ମାମଲାରେ ୫ବର୍ଷ ଜେଲ

କେନ୍ଦୁଝର,୧୦ା୩ (ସ୍ବ.ପ୍ର.):  କେନ୍ଦୁଝର ଚିଫ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଅଭିଯୁକ୍ତ ଲଛମନ ପରିଡାଙ୍କୁ ୫ବର୍ଷ ସଶ୍ରମ...

ବିଜେଡିର ଜନସମ୍ପର୍କ, ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମ

ସିନାପାଲି,୫।୧୦(ଡି.ଏନ.ଏ.) ନୂଆପଡା ଜିଲା ସିନାପାଲିସ୍ଥିତ ରାଣୀମୁଣ୍ଡା ଗ୍ରାମଠାରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଓ ସଦସ୍ୟତା ପଞ୍ଜୀକରଣ ଅଭିଯାନ ଆରମ୍ଭ ହୋଇଯାଇଛି। ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ବିଜେଡିର...

ମତଦାନକୁ ପ୍ରଭାବିତ କରିବ ଦୁର୍ନୀତି

ଯାଜପୁର ରୋଡ,୪ା୩(ଡି.ଏନ.ଏ.): ଯାଜପୁର ଜିଲା ବ୍ୟାସନଗର ପୌର ପରିଷଦର ନିର୍ବାଚନ ପରିପ୍ରେକ୍ଷୀରେ ୨୬ ନମ୍ବର ୱାର୍ଡ ଗୁରୁତ୍ୱ ବହନ କରୁଛି। ଜିଲାର ରସୁଲପୁର ଓ ଦାନଗଦି...

ଇଞ୍ଜିନିୟରରୁ ସଫଳ ଚାଷୀ

ବିରିଡି,୨୨।୧(ଡି.ଏନ୍‌.ଏ.): ଇଞ୍ଜିନିୟରରୁ ସଫଳ ଚାଷୀ ପାଲଟିଛନ୍ତି ଚିନ୍ମୟ ଦାଶ। ଅଣ ପାରମ୍ପରିକ ଚାଷକରି ସେ ଯୁବପିଢିଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ବିରିଡି ବ୍ଲକ ୨୨ ମୌଜାର...

ଅତଡ଼ା ଖସୁଛି, ଟାଙ୍ଗଣା ପୋଲ ବିପଦସଙ୍କୁଳ

ନୀଳଗିରି, ୧୧ା୮(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶେରଗଡ଼ ନୀଳଗିରି ଝରଣଘାଟି ୧୯ନଂ. ରାଜ୍ୟ ରାଜପଥ ଟାଙ୍ଗଣା ଛକ ନିକଟରେ ଥିବା ପୋଲ ଏବେ ବିପଦସଙ୍କୁଳ...

କରୋନା ସର୍ଭେବେଳେ ଅଙ୍ଗନଓ୍ବାଡି କର୍ମୀଙ୍କ ମୃତ୍ୟୁ

ଅମରପାଲି, ୨୨ା୪(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରାମହାରାଜପୁର ବ୍ଲକ ଖଣ୍ଡହତା ପଞ୍ଚାୟତ ଅନ୍ତର୍ଗତ ବୁରୁବୁଡ଼ା ଅଙ୍ଗନଓ୍ବାଡି କେନ୍ଦ୍ରର କର୍ମୀଙ୍କର କରୋନା ସର୍ଭେ ବେଳେ ବୁଧବାର ମୃତ୍ୟୁ ଘଟିଛି।...

କାନ୍ଥପଡ଼ି ମହିଳା ମୃତ, ଜଣେ ଗୁରୁତର: ଅଳ୍ପକେ ବର୍ତ୍ତିଲେ ଶିଶୁପୁତ୍ର

କଣ୍ଟାମାଳ,୭।୯(ଡି.ଏନ୍‌.ଏ.): ବୌଦ୍ଧ ଜିଲା କଣ୍ଟାମାଳ ଥାନା ଅନ୍ତର୍ଗତ ପରାଗାଁରେ କାନ୍ଥପଡି ଶନିବାର ସକାଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ...

Advertisement
Archives

Model This Week