୧୭ ଜିଲାରେ ଆରମ୍ଭ ହେବ ଡିଏଲ୍‌ ଟେଷ୍ଟ୍‌

ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନା ସଂକ୍ରମଣ ହାର କମିଥିବାରୁ ରାଜ୍ୟ ସରକାର ୧୭ ଜିଲାରେ ଲକ୍‌ଡାଉନ୍‌ କଟକଣା କୋହଳ କରିଛନ୍ତି। ତେଣୁ ଏହିସବୁ ଜିଲାରେ ଥିବା ଆର୍‌ଟିଓ ପକ୍ଷରୁ ଡ୍ରାଇଭିଂ ଓ ଲର୍ନିଂ ଲାଇସେନ୍ସ ଟେଷ୍ଟ୍‌ ଆରମ୍ଭ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍‌ଟିଏ) ଅନୁମତି ଦେଇଛି। ଆସନ୍ତା ୨୧ ତାରିଖ ସକାଳ ୧୧ଟା ପରଠାରୁ ଏଥିପାଇଁ ସ୍ଲଟ୍‌ ବୁକିଂ ଓ ୨୨ରୁ ଟେଷ୍ଟ ଆରମ୍ଭ କରାଯିବ। ପ୍ରତିଦିନ ସକାଳ ୭ଟାରୁ ରାତି ୧୦ଟା ଯାଏ ସ୍ଲଟ୍‌ ବୁକିଂ ହେବ। ପୂର୍ବରୁ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିବା ଆବେଦନକାରୀ ହିଁ କେବଳ ଟେଷ୍ଟ୍‌ ପାଇଁ ସ୍ଲଟ୍‌ ବୁକିଂ କରିପାରିବେ। ଏଥିସହିତ ଡିଏଲ୍‌ ନବୀକରଣ ପାଇଁ ମଧ୍ୟ ଅନୁମତି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଝାରସୁଗୁଡ଼ାରେ ହସ୍ପିଟାଲ ଥାଇବି କରୋନା ଆକ୍ରାନ୍ତଙ୍କୁ ପଠାଗଲା ରାଉରକେଲା, ବିଭିନ୍ନ ମହଲରୁ ସମାଲୋଚନାର ସ୍ବର

ଝାରସୁଗୁଡା ଅଫିସ,୩୦ା୪- ପଶ୍ଚିମବଙ୍ଗରୁ ଝାରସୁଗୁଡା ଜିଲା ବ୍ରଜରାଜନଗର ଅଞ୍ଚଳକୁ ଆସିଥିବା ଜଣେ ଯୁବତୀ ବୁଧବାର କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ଜିଲା ପ୍ରଶାସନ ପକ୍ଷରୁ...

ସୁରକ୍ଷିତଯାତ୍ରୀଙ୍କୁ ସ୍ବତନ୍ତ୍ର ଟ୍ରେନ୍‌ରେ ପଠାଗଲା ଚେନ୍ନାଇ

ଭୁବନେଶ୍ୱର,୩।୬(ବ୍ୟୁରୋ): ବାଲେଶ୍ବରର ବାହାନଗାରେ ଘଟିଥିବା ଟ୍ରେନ୍‌ ଦୁର୍ଘଟଣା ପରେ କରମଣ୍ଡଳ ଟ୍ରେନରୁ ଉଦ୍ଧାର କରାଯାଇଥିବା ସୁରକ୍ଷିତ ଯାତ୍ରୀଙ୍କୁ ବାହାନଗାରୁ ସତନ୍ତ୍ର ଟ୍ରେନ ଯୋଗେ ଚେନ୍ନାଇ ପାଠଯାଇଛି।...

ଘାତକ ସାଜିଛି ବଜ୍ରପାତ, ନେଲାଣୀ ୧୯ ଜୀବନ

ଜଗତ୍‌ସିଂହପୁର ଅଫିସ,୨୩ା୬: ବଜ୍ରପାତକୁ ନେଇ ଦିନକୁ ଦିନ ଚିନ୍ତା ବଢିବାରେ ଲାଗିଛି। ୨୦୧୬-୧୭ରୁ ଅଦ୍ୟାବଧି ଜଗତ୍‌ସିଂହପୁର ଜିଲାରେ ବଜ୍ରପାତରେ ୧୯ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଶତାଧିକ...

ବେଆଇନ ଗୋଚାଲାଣ, ୭ ଗିରଫ

ଖଲ୍ଲିକୋଟ,୨୭।୭(ଡି.ଏନ.ଏ.)- ଖଲ୍ଲିକୋଟ ପୋଲିସ ଶନିବାର ଏକ ଟ୍ରକରେ ଗୋରୁ ଚାଲାଣ ବେଳେ ୧୭ ଗୋରୁ ଉଦ୍ଧାର କରିବା ସହ ଟ୍ରକ ଜବତ କରିଛି। ଏହି ଘଟଣାରେ...

ଅଠରନଳା ପୁରୁଣା ବ୍ରିଜ୍‌ରେ ବାଇକ୍‌ ଚଳାଚଳ ବନ୍ଦ

ପୁରୀ ଅଫିସ,୨୨।୧୨:ଅଠରନଳା ପୁରୁଣା ବ୍ରିଜ୍‌ ଉପରେ ଦୁଇଚକିଆ ଯାନ ଚଳାଚଳ ବନ୍ଦ ରହିବ। ଏ ନେଇ ପୁରୀ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ସୋମବାର...

ପ୍ରୋଷ୍ଟେଟ୍‌ ସମସ୍ୟାରେ ପୀଡ଼ିତ ୬୫% ପୁରୁଷ: ଲୁଚାଇଲେ ହୋଇପାରେ ଘାତକ

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ଭାରତୀୟଙ୍କ ମଧ୍ୟରେ ବୃଦ୍ଧିପାଉଛି ବିନାଇନ୍‌ ପ୍ରୋଷ୍ଟାଟିକ୍‌ ହାଇପର୍‌ପ୍ଲାସିଆ(ବିପିଏଚ୍‌) ଜନିତ ସମସ୍ୟା। ମୂତ୍ରାଶୟର ବାହ୍ୟପଥରେ ବାଧା ସୃଷ୍ଟି କରୁଥିବା ବିପିଏଚ୍‌ ପ୍ରୋଷ୍ଟେଟ୍‌ ଏକ ବୟସ ସମ୍ବନ୍ଧିତ...

ଆଦ୍ୟାଶା ‘ମିସ୍‌ ଓଡ଼ିଶା’, ଜୟାନୀ ‘ଟିନ୍‌ ମିସ୍‌ ଓଡ଼ିଶା

ଭୁବନେଶ୍ୱର,୧୭।୪(ବ୍ୟୁରୋ): ଓଡ଼ିଶା ଫ୍ୟାଶନ ଭିଲ୍ଲା ପକ୍ଷରୁ ‘କଳିଙ୍ଗ ରାଜକୁମାରୀ’ ରବିବାର ନିକୋପାର୍କ ନିକଟ ୯ ଷ୍ଟ୍ରିଟ୍‌ କନ୍‌ଭେନ୍‌ଶନ୍‌ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି। ଆଦ୍ୟାଶା ପ୍ରିୟଦର୍ଶିନୀ ‘ଦି...

ଜୁନ୍‌ରେ ହେବ ସମବାୟ ସମିତି ନିର୍ବାଚନ

ଭୁବନେଶ୍ୱର,୪।୪(ବ୍ୟୁରୋ): ସମବାୟ ସମିତି ନିର୍ବାଚନ ଆସନ୍ତା ଜୁନ୍‌ରେ ଅନୁଷ୍ଠିତ ହେବ। ନିର୍ବାଚନକୁ ନେଇ ସୋମବାର ସମବାୟ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଜୁନ୍‌...

Advertisement
Archives

Model This Week