କୁଣ୍ଢେଇଗୋଳା-ବୁଢାପାଳ ଯୋଗାଯୋଗ ବିଚ୍ଛିନ୍ନ

ଦେବଗଡ,୨୮ା୮(ଡ଼ି.ଏନ୍‌.ଏ.)
ଲଗାଣ ବର୍ଷା ଯୋଗୁ ଦେବଗଡ ରିଆମାଳ ବ୍ଲକ ଅନ୍ତର୍ଗତ କୁଣ୍ଢେଇଗୋଳା ଗ୍ରାମ ନିକଟରେ ଟିକିରା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି ା ଫଳରେ ୫୩ ନମ୍ବର ଜାତୀୟ ରାଜପଥରେ ୩ ଫୁଟ ଉଚ୍ଚର ପାଣି ପ୍ରବାହିତ ହେଉଛି ା ଏଥିଯୋଗୁ କୁଣ୍ଢେଇଗୋଳା ଓ ବୁଢାପାଳ ଗ୍ରାମ ମଧ୍ୟରେ ଯୋଗାଯୋଗ ବିଛିନ୍ନ ହୋଇପଡ଼ିଛି ା ସେହିପରି ଉକ୍ତ ରାଜପଥ ଦେଇ ଦେବଗଡରୁ ଅନୁଗୁଳ ଯାତାୟାତ କରୁଥିବା ଶତାଧିକ ଯାନବାହାନ ରାସ୍ତାର ଉଭୟ ପାର୍ଶ୍ୱରେ ଅଟକିି ରହିଛି ା ପ୍ରବଳ ବର୍ଷା ଲାଗି ରହିଥିବାରୁ ନଦୀର ଜଳସ୍ତର ଅଧିକ ବୃଦ୍ଧି ପାଇ ଫସଲ ଓ ଧନଜୀବନ ନଷ୍ଟ ହେବାର ଆଶଙ୍କା ପ୍ରକାଶ ପାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଥାନା ସମ୍ମୁଖରେ ଧାରଣାରେ ବସିଲେ ଖବରଦାତା

ମାଲକାନଗିରି,୧୯ା୧୨(ଡି.ଏନ୍‌.ଏ.): ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର କଣ୍ଠରୋଧ କରିବାକୁ ଉଦ୍ୟମ କରୁଛି ମାଲକାନଗିରି ପୋଲିସ। ବିନା କାରଣରେ ୫ ଜଣ ଖବରଦାତାଙ୍କୁ ଉଠାଇ ନେଇ ଗିରଫ କରିଛି।...

ଯୁବତୀଙ୍କୁ ଘରୁ ଡାକିନେଇ ବଳାତ୍କାର ପରେ ହତ୍ୟା

କେନ୍ଦୁଝର,୨୪ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଜଣେ ଶିଶୁ କନ୍ୟାଙ୍କ ଗଳିତ ମୃତଦେହ ଜବତ ହେବାର ଦିନକ ପରେ ପୁଣି ଜଣେ ଯୁବତୀଙ୍କୁ ଘରୁ ଡାକିନେଇ ହତ୍ୟା କରାଯିବା...

ସୁସ୍ଥ ହେଲେ ୫୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୨୨ା୨- ଓଡ଼ିଶାରେ ସୋମବାର ୫୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୪,୧୦୭ରେ ପହଞ୍ଚିଛି।...

କୃଷିଭିତ୍ତିକ ଗଣପର୍ବ

ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ପୁରପଲ୍ଲି ସବୁଠି ସବୁ ବର୍ଗର ଲୋକେ ଆନନ୍ଦ ଉଲ୍ଲାସରେ ଏହା ପାଳନ କରିଥାନ୍ତି। ଏହି ପର୍ବ ଆଧୁନିକ ସମାଜକୁ...

‘କରୋନାଠାରୁ ବେକାରି ବଡ଼ ମହାମାରୀ’

ଭୁବନେଶ୍ୱର,୨୬।୩(ବ୍ୟୁରୋ): କରୋନା ମହାମାରୀଠାରୁ ବେକାରି ମହାମାରୀ ବଢ଼ିଯାଇଛି। ଲକ୍ଷ ଲକ୍ଷ ବେକାର ଯୁବତୀଯୁବକ କାମଧନ୍ଦା ନ ପାଇ ମାଓବାଦୀ ହେବାକୁ ପସନ୍ଦ କରୁଛନ୍ତି। ଅନେକେ କାମଧନ୍ଦା...

ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀ ଭୁଲ୍‌ ତଥ୍ୟ ଦେଲେ ୬ ମାସ ଜେଲ୍‌

ଭୁବନେଶ୍ୱର,୨୫ା୧୨(ବ୍ୟୁରୋ): ଲୋକ ସଭା ଓ ବିଧାନସଭା ଭଳି ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥିପତ୍ର ଦାଖଲ ସମୟରେ ପ୍ରାର୍ଥୀ ସତ୍ୟପାଠ କରିବେ। ଏଣିକି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ...

ଲୋଇସିଂହା ବିଧାନସଭାରେ ଭାଜପା ଆଗୁଆ

ଲୋଇସିଂହା,୨୩।୫: ଲୋଇସିଂହା ବିଧାନସଭା ଆସନରେ ଭାଜପା ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଆଗରେ ଅଛନ୍ତି। ମୁକେଶ ୧୯୪୧୦ ଭୋଟ ପାଇଥିବାବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ପ୍ରଦୀପ...

ରାଜଧାନୀରେ ବଟି ଆଦାୟ, ୪ ଗିରଫ

କଟକ ରୋଡ,୫|୯(ଡି.ଏନ୍‌.ଏ.) – ଭୁବନେଶ୍ୱର ରାଜ୍ୟ ସଂଗ୍ରହାଳୟ ନିକଟ କଳ୍ପନା ଛକସ୍ଥିତ ପୁରୀ ବସଷ୍ଟାଣ୍ଡରୁ ବଟି ଆଦାୟ ଅଭିଯୋଗରେ ବଡ଼ଗଡ଼ ପୋଲିସ ବୁଧବାର ୪ଅଭିଯୁକ୍ତଙ୍କୁ ଗିରଫ...

Advertisement


Archives

Model This Week