ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୧୩, ୨୦୨୧)

ଭୁବନେଶ୍ୱର ରସୁଲଗଡ଼ ମଣ୍ଡପରେ ମହାଷ୍ଟମୀ ପୂଜା

 

ଭୁବନେଶ୍ୱର ଶହୀଦନଗର ମଣ୍ଡପରେ ମହାଷ୍ଟମୀ

ଭୁବନେଶ୍ୱର ବମିଖାଲ ମଣ୍ଡପରେ ମହାଷ୍ଟମୀ ପୂଜା

ଭୁବନେଶ୍ୱର ପଳାଶୁଣୀ ପୂଜାମଣ୍ଡପରେ ମହାଷ୍ଟମୀ

 

ଭୁବନେଶ୍ୱର ସାଲିଆସାହିରେ ମହାଷ୍ଟମୀ ପୂଜା

 

କଟକ ମା’ ଝାଞ୍ଜିରୀମଙ୍ଗଳାଙ୍କ ମହାଲକ୍ଷ୍ମୀ ବେଶ

ମା’ ଗଡ଼ଚଣ୍ଡୀଙ୍କ ମହାକାଳୀ ବେଶ

ମା’ କଟକଚଣ୍ଡୀଙ୍କ ମହାଲକ୍ଷ୍ମୀ ବେଶ

କଟକ ବାଲୁବଜାର ବିନୋଦବିହାରୀ ମଣ୍ଡପରେ ମହାଷ୍ଟମୀ

 

କଟକ ଗଙ୍ଗାମନ୍ଦିର ମଣ୍ଡପରେ ମହାଷ୍ଟମୀ ପୂଜା

 

କଟକ ଦରଘାବଜାର ମଣ୍ଡପରେ ମହାଷ୍ଟମୀ

 

କଟକ କାଠଗଡ଼ା ସାହି ପୂଜାମଣ୍ଡପରେ ମହାଷ୍ଟମୀ

 

କଟକ କାଜିବଜାର ଆଦିପୀଠ ମଣ୍ଡପରେ ମହାଷ୍ଟମୀ

କଟକ ବୁଢ଼ୀ ଠାକୁରାଣୀ ମଣ୍ଡପରେ ମହାଷ୍ଟମୀ ପୂଜା

କଟକ ଟାଉନହଲ ରୋଡ଼ ମଣ୍ଡପରେ ମହାଅଷ୍ଟମୀ

କଟକ ମାଣିକ ଘୋଷ ବଜାର ମଣ୍ଡପରେ ମହାଷ୍ଟମୀ

କଟକ ନୟାସଡ଼କ ମାରବାଡିପଟି ପୂଜାମଣ୍ଡପରେ ମହାଷ୍ଟମୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ୨୭ ସେପ୍ଟେମ୍ବର, ୨୦୨୬)

କଟକରେ ଅନୁଷ୍ଠିତ ଦ୍ୱିତୀୟ ପର୍ଯ୍ୟାୟ ଗଣେଶ ଭସାଣି ଶୋଭାଯାତ୍ରା     ଶ୍ରୀକ୍ଷେତ୍ରର ବିଭିନ୍ନ ପୁଷ୍କରିଣୀ କୂଳରେ ପିତୃପକ୍ଷ ଆରମ୍ଭରେ ପିତୃପୁରୁଷଙ୍କୁ ତିଳ ତର୍ପଣ କରୁଛନ୍ତି ଶ୍ରଦ୍ଧାଳୁ…

ଓଡ଼ିଶା: ଆଜିର ଫଟୋ ( ୨୬ ସେପ୍ଟେମ୍ବର, ୨୦୨୬)

‘ମହାନଦୀ ପୂଜନ ସମିତି ଓଡ଼ିଶା’ ପକ୍ଷରୁ ଗଡ଼ଗଡ଼ିଆ ଘାଟ ମହାନଦୀ ତଟରେ ଅନୁଷ୍ଠିତ ମହାନଦୀ ଆଳତି କୋଲକାତାର ‘ଫିଡାଇନି ବାଚ୍ ଷ୍ଟେଜ୍’ ପକ୍ଷରୁ ଶନିବାର ରବୀନ୍ଦ୍ର ମଣ୍ଡପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?