କରୋନା ମୃତକ ବିପିଏଲ୍ ପରିବାରକୁ ମାସକୁ ୫ ହଜାର ଟଙ୍କା ସହାୟତା

ଥିରୁଭାନନ୍ତପୁରମ,୧୪ ।୧୦: କରୋନା ମହାମାରୀ ଅନେକ ପରିବାରରେ ଲୁହ ଭରିଦେଇଛି । ଏସବୁ କ୍ଷତକୁ ପୂରଣ କରିବାକୁ ଏବେ ସରକାର ସାମାନ୍ୟ ପ୍ରୟାସ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି କି କରୋନାରେ ପୀଡ଼ିତ ହୋଇ ମୃତ୍ୟୁ ଘଟିଥିବା ବିପିଏଲ୍ ପରିବାରର ସଦସ୍ୟଙ୍କ ପାଇଁ କେରଳ ସରକାର ମାସକୁ ୫ହଜାର ଟଙ୍କାର ସହାୟତା ପ୍ରଦାନ କରିବେ । ଏପରି ଏକ ପ୍ରସ୍ତାବକୁ କେରଳ କ୍ୟାବିନେଟରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହର ସାରା ଦେଶରେ ହାହାକାର ସୃଷ୍ଟି କରିଥିବା ବେଳେ ଏହାର ଅଧିକ ପ୍ରଭାବ ମହାରାଷ୍ଟ୍ର ଓ କେରଳରେ ପଡିଥିଲା । ଏବେ ଏହାର ତୃତୀୟ ଲହର ବି କେରଳବାସୀଙ୍କ ଉପରେ ଏକ ପ୍ରକାର ଦାଉ ସାଧିଛି କହିଲେ ଭୁଲ ହେବନି । ଏଠାରେ ଏବେବି ଦୈନିକ ସଂକ୍ରମଣ ବଢି ଚାଲିଥିବାରୁ ଏହା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶଙ୍କୁ ବଡ଼ ଝଟ୍‌କା: ହାତ ଛାଡିଲେ ଏହି ବଡ଼ ନେତା

ପାଟନା,୧୮।୭: ଜନ ସୁରାଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର ଜେଡିୟୁକୁ ଏକ ବଡ଼ ଝଟ୍‌କା ଦେଇଛନ୍ତି। ଜେଡିୟୁ ନେତା ତଥା ରାଜ୍ୟ ସଚିବ ମହମ୍ମଦ ଇରଫାନ ଗୁରୁବାର...

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ: ଘରର ଇଏମଆଇ, ଚେକ୍‌ ବାଉନ୍ସ ପାଇଁ ହେବ ନାହିଁ ବାଧ୍ୟତାମୂଳକ କାର୍ଯ୍ୟନୁଷ୍ଠାନ

ନୂଆଦିଲ୍ଲୀ,୧୮।୭: ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ।...

୧୨ ବଗି ଲାଇନ୍‌ଚ୍ୟୁତ: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପ୍ରାୟ ୧୨ଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନ୍‌ଚ୍ୟୁତ ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ବର୍ତ୍ତମାନ ସୁଦ୍ଧା ୪ଜଣଙ୍କ...

ଯେଉଁଠି ସୂର୍ଯ୍ୟଙ୍କ କିରଣ ବି ପହଞ୍ଚିପାରେ ନାହିଁ ,ସେଠି ରହିଛି ମାଓବାଦୀଙ୍କ ଲଞ୍ଚପ୍ୟାଡ

ଗଡ଼ଚିରୌଲି,୧୮।୭: ମାଓବାଦୀମାନଙ୍କ ବିରୁଦ୍ଧରେ ଲଗାତାର ଅଭିଯାନ ଚାଲିବା ଫଳରେ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଭଳି ରାଜ୍ୟ ମାଓବାଦୀ କାର୍ଯ୍ୟକଳାପରୁ ପ୍ରାୟ ମୁକ୍ତ ହୋଇପାରିଛନ୍ତି। ବର୍ତ୍ତମାନ ସରକାର...

ନିଜ ଦମ୍‌ରେ ଏକେଲା ବିଧାନସଭା ନିର୍ବାଚନ ଲଢିବ ଏଏପି

ଚଣ୍ଡିଗଡ଼,୧୮।୭: ପ୍ରାୟ ସମସ୍ତ ରାଜନୈତିକ ଦଳ ହରିୟାଣାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି କ୍ରମରେ ଆମ ଆଦମୀ ପାର୍ଟି(ଏଏପି)...

ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ଏହି ଦିନ ମଧ୍ୟାହ୍ନ ସୁଦ୍ଧା ପ୍ରକାଶ କର ନିଟ୍‌ ରେଜଲ୍ଟ

ନୂଆଦିଲ୍ଲୀ,୧୮।୭: ନିଟ୍‌ ରେଜଲ୍ଟକୁ ନେଇ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବିବାଦୀୟ NEET-UG 2024 ପରୀକ୍ଷା ପ୍ରସଙ୍ଗରେ ସୁପ୍ରିମକୋର୍ଟ ଏକ ତଦନ୍ତ ରିପୋର୍ଟ ମାଗିଛନ୍ତି। ତିନିଜଣ...

ବଡ଼ ଧରଣର ଟ୍ରେନ୍‌ ଦୁର୍ଘଟଣା: ରେଳ ଧାରଣାରୁ ଖସିଲା ଚଣ୍ଡିଗଡ଼-ଦିବ୍ରୁଗଡ଼ ଏକ୍ସପ୍ରେସର ୫ ବଗି

ଗୋଣ୍ଡା,୧୮।୭: ଚଣ୍ଡିଗଡ଼-ଡିବ୍ରୁଗଡ ଏକ୍ସପ୍ରେସର ପାଞ୍ଚଟି ବଗି ଗୁରୁବାର ୟୁପିର ଗୋଣ୍ଡାଠାରେ ଲାଇନଚ୍ୟୁତ ହୋଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ତିନି ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...

କଂଗ୍ରେସ ସହ ମେଣ୍ଟ କରିବ ବିଜେଡି! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଆରମ୍ଭ

ନୂଆଦିଲ୍ଲୀ,୧୮।୭: ଲୋକ ସଭାରେ ୨୪୨ଟି ଆସନ ଜିତିଥିବା ଭାଜପା ହୁଏତ ନୀତୀଶ କୁମାର, ଚନ୍ଦ୍ରବାବୁ ନାଇଡୁ ଏବଂ ଚିରାଗ ପାଶୱାନଙ୍କ ଭଳି ସହଯୋଗୀମାନଙ୍କ ସହାୟତାରେ ସଂଖ୍ୟାଗରିଷ୍ଠତା...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri