Posted inଜାତୀୟ

ବନ୍ଦ ହେବ କେଦାରନାଥଙ୍କ ଦର୍ଶନ

ଡେରାଡୁନ,୬ ।୧୧: ଉତ୍ତରାଖଣ୍ଡର ୪ ଧାମ ମଧ୍ୟରୁ କେଦାରନାଥ ଓ ଯମୁନୋତ୍ରୀ ଧାମକୁ ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ କରି ଦିଆଯିବ । ଶୀତଦିନ ପାଇଁ ଶନିବାରଠାରୁ ଏହି ଦୁଇ ଧାମର କାଟ ବନ୍ଦ କରିଦିଆଯିବ ବୋଲି ସୂଚନା ମିଳିଛି । କେଦାରନାଥଙ୍କ କବାଟ ୮ଟା ୩୦ରେ ବନ୍ଦ ହେଉଥିବା ବେଳେ ଯମୁନୋତ୍ରୀଙ୍କ କବାଟ ୧୨ଟା ୧୫ରେ ବନ୍ଦ କରିଦିଆଯିବ । ସମସ୍ତ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରି ଏହାକୁ ବନ୍ଦ କରି ଦିଆଯିବ । ସେହିପରି ବଦ୍ରିନାଥଙ୍କ ଦର୍ଶନ ନଭେମ୍ବର ୨୦ରୁ ବନ୍ଦ କରି ଦିଆଯିବ । ସୂଚନାଯୋଗ୍ୟ, ଶୀତଦିନ ଲାଗି ପ୍ରତିବର୍ଷ ୪ ଧାମକୁ ସାଧାରଣ ଭକ୍ତଙ୍କ ପାଇଁ ବନ୍ଦ କରି ଦିଆଯାଇଥାଏ ।


Enter your email to get our daily news in your inbox.

All Right Reserved By Dharitri.Com

ସୁଶାନ୍ତଙ୍କ ‘ଛିଛୋରେ’କୁ ମିଳିଲା ଶ୍ରେଷ୍ଠ ଫିଲ୍ମ

ନୂଆଦିଲ୍ଲୀ,୨୨।୩ :  ୨୦୧୯ ବର୍ଷ ପାଇଁ ସୋମବାର ଘୋଷଣା କରାଯାଇଛି ୬୭ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର। ଏଥିରେ ସ୍ବର୍ଗତ ବଲିଉଡ ଅଭିନେତା ସୁଶାନ୍ତ ସିଂ...

୩ ମାସ ତଳେ ଭାଜପାରେ ଯୋଗଦେଇଥିବା କଂଗ୍ରେସ ନେତାଙ୍କୁ ମନ୍ତ୍ରୀ ପଦ

ଲକ୍ଷ୍ନୌ, ୨୫।୯: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନକୁ କିଛି ମାସ ବାକି ଥିବାବେଳେ ଜାତି ଏବଂ ଆଞ୍ଚଳିକତାରେ ସନ୍ତୁଳନ ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରବିବାର...

ଅରନିୟା ସେକ୍ଟରରେ ପାକିସ୍ତାନୀ ଡ୍ରୋନ୍‌

ଜମ୍ମୁ,୨୩ ।୮: ଜମ୍ମୁ ସଂଭାଗର ଅରନିୟା ସେକ୍ଟରରେ ସୋମବାର ସକାଳେ ଏକ ଡ୍ରୋନ୍ ଦେଖାଯାଇଥିଲା । ଏହାର ସୂଚନା ପାଇବା ପରେ ପୋଲିସ ଓ ବିଏସ୍‌ଏଫ୍...

ଆନ୍ଦୋଳନରେ ଫାଟ

ନୂଆଦିଲ୍ଲୀ,୨୮।୧: କେନ୍ଦ୍ର ସରକାରଙ୍କ ୩ ବିବାଦୀୟ ଆଇନ ପ୍ରତ୍ୟାହାର ଦାବିରେ ଦୁଇମାସରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା କୃଷକ ଆନ୍ଦୋଳନରେ ଏବେ ଫାଟ ସୃଷ୍ଟି ହୋଇଛି।...

ଭୟଭୀତ ନହୋଇ ସତର୍କ ରହିବା ଜରୁରୀ…

ନୂଆଦିଲ୍ଲୀ, ୩୦।୧୨: ଦେଶରେ କରୋନା ମହାମାରୀର ନୂଆ ଭାରିଆଣ୍ଟ୍‌ ଓମିକ୍ରନ୍‌ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଏପରିସ୍ଥଳେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ...

୨୧ ବର୍ଷରେ ୨୬୧୭ଙ୍କୁ ଫାଶୀଦଣ୍ଡ, ୮ଜଣଙ୍କୁ ମିଳିଛି ଫାଶୀ…

ନୂଆଦିଲ୍ଲୀ,୨୧।୨ : ଦେଶରେ ଗତ ୨୧ ବର୍ଷ ମଧ୍ୟରେ ୨୬୧୭ ଜଣଙ୍କୁ କୋର୍ଟ ପକ୍ଷରୁ ଫାଶୀ ଦଣ୍ଡାଦେଶ କରାଯାଇଛି। ତେବେ ସେମାନଙ୍କ ମଧ୍ୟରୁ ମାତ୍ର ୮...

ଟାର୍ଗେଟ ହେଉଛନ୍ତି ଲେଖକ:ମୋଦି ସରକାର ଅମଳରେ ଖବରଦାତା, ବୁଦ୍ଧିଜୀବୀ ଓ ଅସନ୍ତୁଷ୍ଟଙ୍କୁ ମିଳୁଛି ଧମକ

ନୂଆଦିଲ୍ଲୀ,୧୯।୪: ନବଲଖା, ତେଲଟୁମ୍ବଡେ ଓ ବରଦାରଞ୍ଜନ। ଏହି ତିନିଜଣ ହେଉଛନ୍ତି ହତ୍ୟା ଷଡ଼ଯନ୍ତ୍ରଠାରୁ ନେଇ ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରେ ଶତ୍ରୁତା, ଘୃଣା ଓ ଦ୍ୱୈଷର...

ବାରାଣସୀରେ ଭାଜପା ହାରିଲା

ଲକ୍ଷ୍ନୌ,୧୩ା୪: ଉତ୍ତର ପ୍ରଦେଶର ବିଧାନ ପରିଷଦ ନିର୍ବାଚନରେ ଶାସକ ଭାଜପାକୁ ବଡ଼ ସଫଳତା ମିଳିଛି। ଭୋଟ ଗ୍ରହଣ କରାଯାଇଥିବା ୨୭ରୁ ୨୪ ଆସନକୁ ଭାଜପା ଦଖଲ...

Advertisement
Archives

Model This Week