‘କେବିସି’ ପାଇଁ ମାତ୍ର ୩ ହଳ ପୋଷାକ ପିନ୍ଧିଥାନ୍ତି ବିଗ୍‌ ବି: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

‘କୌନ୍‌ ବନେଗା କରୋଡପତି’(କେବିସି)ର ୧୨ତମ ସିଜିନ୍‌ ସେପ୍ଟେମ୍ବର ୨୮ ଅର୍ଥାତ୍‌ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଏଥିପାଇଁ ଶୋ’ ମେକର୍ସମାନେ ସମସ୍ତ ପ୍ରକାର ପ୍ରସ୍ତୁତି କରିସାରିଛନ୍ତି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଅମିତାଭ, ପ୍ରତିଯୋଗୀ ଏବଂ ଶୋ ଟିମ୍‌ର ସଦସ୍ୟମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ତେବେ ଅନେକ ବର୍ଷ ହେବ ଶୋ’ର ହୋଷ୍ଟ କରୁଥିବା ବିଗ୍‌ବିଙ୍କୁ ନେଇ ଏକ ଆଶ୍ଚର୍ଯ୍ୟଜନକ କଥା ସମ୍ମୁଖକୁ ଆସିଛି। ଖୁବ୍‌ କମ୍‌ ଲୋକ ଏଥିପ୍ରତି ଧ୍ୟାନ ଦେଇଥିବେ ଯେ, ବିଗ୍‌ ବି ଗତ ୩ ବର୍ଷ ହେବ ଏକପ୍ରକାରର ପୋଷାକ ପିନ୍ଧୁଛନ୍ତି। କେବିସିରେ ବିଗ୍‌ ବିଙ୍କ ଷ୍ଟାଇଲିଷ୍ଟ ପ୍ରିୟା ପାଟିଲ ନିକଟରେ ଏହି ରାଜ୍‌ ଖୋଲିଛନ୍ତି। ସେ କହିଛନ୍ତି, ଅମିତାଭ ବହୁତ ଆରାମଦାୟକ ସୁପରଷ୍ଟାର। ଏହି ଶୋ’ ସନ୍ଧ୍ୟା ସମୟରେ ପ୍ରସାରିତ ହୋଇଥାଏ। ଗତ ୩ ବର୍ଷ ହେବ ଏହି ଶୋ’ ପାଇଁ ବିଗ୍‌ ବି ମାତ୍ର ୩ ହଳ ପୋଷାକ ବ୍ୟବହାର କରୁଛନ୍ତି। କାରଣ ଏହି ପୋଷାକକୁ ସେ ଯତ୍ନର ସହକାରେ ପିନ୍ଧିଥାନ୍ତି ଏବଂ ଏହାକୁ ଯତ୍ନରେ କାଢ଼ି ରଖିଥାନ୍ତି। ତେଣୁ ଅଧିକ ପୋଷାକର ଆବଶ୍ୟକତା ନାହିଁ। ଏହି ସିଜିନରେ ସେ କଳା, ବାଇଗେଣୀ ଏବଂ ମଦ ରଙ୍ଗର ପୋଷାକ ବ୍ୟବହାର କରୁଛନ୍ତି। କ୍ଲାସି ପୋଷାକ ବିଗ୍‌ ବିଙ୍କର ବହୁତ ପସନ୍ଦ ବୋଲି ପ୍ରିୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୈବାହିକ ଜୀବନରେ ସଫଳ ହୋଇ ନଥିଲେ ହିମେଶ: ପୁଅ ଥାଇବି ପ୍ରଥମ ସ୍ତ୍ରୀଙ୍କୁ ଦେଇଥିଲେ ଛାଡ଼ପତ୍ର

ବଲିଉଡ୍‌ ଗାୟକ ହିମେଶ ରେଶ୍‌ମିଆ ଅନେକ ହିଟ୍‌ ଗୀତ ଗାଇଛନ୍ତି। ତାଙ୍କ ଗୀତ ପ୍ରାୟ ହିଟ୍‌ ହୋଇଥାଏ। ତେବେ ସେ କେବେ ଗାୟକ ହେବାକୁ ଚାହୁଁ...

ଆଇସିୟୁରୁ ବାହାରକୁ ଆସିଲେ ରାହୁଲ

ମୁମ୍ବାଇ,୨।୧୨: ଆଶିକି ଫେମ୍‌ ଅଭିନେତା ରାହୁଲ ରୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଏବେ ସୁଧାର ଆସୁଛି। ମଙ୍ଗଳବାର ତୁଳନାରେ ବୁଧବାର ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅଳ୍ପବହୁତେ ସୁଧାର ଆସିଥିବା ଜଣାପଡ଼ିଛି।...

ସୂର୍ଯ୍ୟ ଗଣନାଟ୍ୟରୁ ଅପେରା ସୂର୍ଯ୍ୟମନ୍ଦିର

ଓଡ଼ିଆ ଯାତ୍ରା ଜଗତର ଜଣେ ଲୋକପ୍ରିୟ ଅଭିନେତ୍ରୀ ଲିଜା ପଣ୍ଡା। ଜନ୍ମ ଜଗତସିଂହପୁରର ନହରଣା। ବାପା ସୁଧାକର ଶତପଥୀ ଥିଲେ ଜଣେ କଳାକାର। ତାଙ୍କରି ପ୍ରେରଣା...

ନିଃସର୍ତ୍ତ ସହଯୋଗ ଲାଗି ଶ୍ରଦ୍ଧାଙ୍କ ଗୁରୁତ୍ୱ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ନିକଟରେ ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ କ୍ୟୁଟ୍‌ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ଏକ ଛୋଟ ହାତୀ ତାର...

ବୁର୍ଜ ଖଲିଫାରେ ଶୁଟିଂ ହେବ ଶାହାରୁଖଙ୍କ ଫିଲ୍ମ

ବଲିଉଡ୍‌ ସୁପରଷ୍ଟାର ଶାହାରୁଖ ଖାନଙ୍କ ଅପ୍‌ କମିଂ ଫିଲ୍ମ ‘ପଠାନ’ର କିଛି ଦୃଶ୍ୟ ବିଶ୍ୱର ଉଚ୍ଚତମ କୋଠା ବୁର୍ଜ ଖଲିଫାରେ ଶୁଟିଂ ହେବ। କିଙ୍ଗ୍‌ ଖାନ ଓ କୋ...

‘ପୂଜା ମେରୀ ଜାନ୍‌’ରେ ହୁମା

ମୁମ୍ବାଇ: ଦୀର୍ଘଦିନର ବ୍ୟବଧାନ ପରେ ବଲିଉଡ୍‌ ଅଭିନେତ୍ରୀ ହୁମା କୁରେଶି ପୁଣି ଫେରିଛନ୍ତି ବଡ଼ ପରଦାକୁ। ଫିଲ୍ମ ‘ପୂଜା ମେରୀ ଜାନ୍‌’ ଜରିଆରେ ସେ କମ୍‌ବ୍ୟାକ୍‌...

ଫେରିଲେ ଦିଶା

ମୁମ୍ବାଇ: ବେଶ୍ କିଛିଦିନ ହେବ କରୋନା ପାଇଁ ବଲିଉଡ୍‌ର ଶୁଟିଂ ବନ୍ଦ ରହିଥିଲା । ପ୍ରାୟ ସମସ୍ତ ସେଲିବ୍ରିଟି ଘରେ ପରିବାର ସହ କ୍ୱାଲିଟି ଟାଇମ...

ଡିଜିଟାଲ ସିରିଜ ଦୁନିଆରେ ଅଜୟ

ମୁମ୍ବାଇ: ନିର୍ଦ୍ଦେଶକ ରାଜେଶ ମାପୁସ୍କରଙ୍କ ଦ୍ୱାରା ନିର୍ଦ୍ଦେଶିତ ସାଇକୋଲଜିକାଲ କ୍ରାଇମ ଡ୍ରାମା ସହିତ ଅଭିନେତା ଅଜୟ ଦେବଗନ ଡିଜିଟାଲ ସିରିଜ ଦୁନିଆରେ ପାଦ ରଖିଛନ୍ତି ।...

Advertisement
Archives

Model This Week