ଗୋବିନ୍ଦାଙ୍କ ସହ କାହିଁକି ଫିଲ୍ମ କରି ନାହାନ୍ତି ପ୍ରଶ୍ନରେ ଏମିତି ଉତ୍ତର ଦେଲେ କାଜଲ…

ବଲିଉଡ୍‌ ଅଭିନେତ୍ରୀ କାଜଲଙ୍କୁ ଫିଲ୍ମ ‘ତ୍ରିଭଙ୍ଗା’ ରେ ଦେଖିବାକୁ ମିଳିଛି। ପ୍ରାୟ ଦେଢ଼ ଘଣ୍ଟା ଅବଧିର ଏହି ଫିଲ୍ମରେ ସେ ଅନୁରାଧା ଆପ୍ତେ ଚରିତ୍ରରେ ଅଭିନୟ କରିଛନ୍ତି। ରେଣୁକା ରାହାଣେଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି ଅଜୟ ଦେବଗନ୍‌। ଫିଲ୍ମରେ କାଜଲଙ୍କ କାମକୁ ପ୍ରଶଂସା କରାଯାଉଛି। ଆପଣ କାହିଁକି ହିରୋ ନମ୍ବର ୧ ଅର୍ଥାତ୍‌ ଗୋବିନ୍ଦାଙ୍କ ସହ କୌଣସି ଫିଲ୍ମରେ କାମ କରିନାହାନ୍ତି ବୋଲି ଏକ ସାକ୍ଷାତକାରରେ କାଜଲଙ୍କୁ ପ୍ରଶ୍ନ କରାଯାଇଥିଲା। ଉତ୍ତରରେ ସେ କହିଥିଲେ ଯେ, ରାହୁଲ ରଓ୍ବେଲଙ୍କ ନିର୍ଦ୍ଦେଶନା ‘ଜଙ୍ଗଲୀ’ ନାମକ ଏକ ଫିଲ୍ମରେ ସେ ଗୋବିନ୍ଦାଙ୍କ ସହ ଫଟୋଶୁଟ୍‌ କରିଥିଲେ। ମାତ୍ର ଏହାର ଶୁଟିଂ ଆରମ୍ଭ ହୋଇ ନ ଥିଲା। ତେବେ କୌଣସି କାରଣରୁ ଏହି ଫିଲ୍ମ ବନ୍ଦ ହୋଇଯାଇଥିଲା। ଆହୁରି ମଧ୍ୟ ସେ କହିଥିଲେ, ଗୋବିନ୍ଦା ଜଣେ ଦକ୍ଷ ଅଭିନେତା। କିଛି ଭଲ ପ୍ରୋଜେକ୍ଟ ମିଳିଲେ ସେ ନିଶ୍ଚୟ ତାଙ୍କ ସହ କାମ କରିବେ ବୋଲି କାଜଲ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାଟନା ପାଇଁ ହ୍ରିତିକ୍‌ଙ୍କ ସମବେଦନା

ନୂଆଦିଲ୍ଲୀ: କ୍ରମାଗତ ବର୍ଷା ଓ ବନ୍ୟା ଯୋଗୁ ବିହାରର ୧୬ ଜିଲାରେ ବନ୍ୟା ସ୍ଥିତି ଉପୁଜିିଛି। ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛି ରାଜଧାନୀ ପାଟନା।...

ଅଯୋଧ୍ୟାରେ ପହଞ୍ଚିଲେ ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତା ଅକ୍ଷୟ କୁମାର ଆଜିକାଲି ଫିଲ୍ମ ‘ରାମସେତୁ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଅକ୍ଷୟ ମାର୍ଚ୍ଚ ୧୮ ଅର୍ଥାତ୍‌ ଆଜି ଫିଲ୍ମ ଶୁଟିଂ କରିବା ପାଇଁ...

‘ଲଭ୍‌‌-ହଷ୍ଟେଲ’ର ଘୋଷଣା କଲେ ଶାହାରୁଖ

ମୁମ୍ବାଇ: କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସରିଥିଲେ ବି ଏବେ ବଲିଉଡ୍‌ରେ ଖୁବ୍ କମ୍ ନୂଆ ଫିଲ୍ମର ଘୋଷଣା କରାଯାଉଛି । ଏବେ ଶାହାରୁଖ...

୧୫୦ କୋଟି କ୍ଲବରେ ‘ଭାରତ’

ଇଦ୍‌ ଅବସରରେ ରିଲିଜ୍‌ ହୋଇଥିବା ସୁପରଷ୍ଟାର ସଲମାନ ଖାନ୍‌ଙ୍କ ଫିଲ୍ମ ‘ଭାରତ’ ଦେଢଶହ କୋଟି କ୍ଲବରେ ସାମିଲ ହୋଇଛି। ସାଉଥ କୋରିୟାନ ବ୍ଳକବଷ୍ଟର ଫିଲ୍ମର ହିନ୍ଦୀ...

ବିରଳ ସିଂହକୁ ଖାଦ୍ୟ ଖୁଆଇଲେ ଏହି ଅଭିନେତ୍ରୀ

ଛୋଟ ପରଦାର ଚର୍ଚ୍ଚିତ ଅଭିନେତ୍ରୀ ମୋନି ରୟ ଏବେ ଦୁବାଇରେ ଛୁଟି କାଟୁଛନ୍ତି। ଏହି ସମୟର ଫଟୋ ସେ ସୋସିଆଲ ମିଡିଆରେ ଶେୟାର ମଧ୍ୟ କରୁଛନ୍ତି।...

ବଲିଉଡରେ ବର୍ଷେ ପୂରିଲା

ମୁମ୍ବାଇ: ବଲିଉଡରେ ଅଭିନୟ ଜୀବନର ୧ବର୍ଷ ପୂରଣ କରିଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ଅଭିନେତା ଇଶାନ ଖଟ୍ଟର। ଦୁହେଁ ଅଭିନୟ କରିଥିବା ଧଡକ ଫିଲ୍ମର...

ଅଧାଘଣ୍ଟା କାନ୍ଦିଥିଲେ ସଲମାନ…

ମୁମ୍ବାଇ, ୧୬।୧୨: ବଲିଉଡ୍‌ର କମେଡ଼ିଆନ୍‌ ଲକ୍ଷ୍ମୀକାନ୍ତ ବର୍ଡେଙ୍କ ୧୬ତମ ଶ୍ରାଦ୍ଧ ବାର୍ଷିକୀ ବୁଧବାର ପାଳିତ ହେଉଛି। କିଡ଼ନୀ ଆକାମୀ ହେବା ଯୋଗୁ ତାଙ୍କର ମୃତ୍ୟୁ ୨୦୦୪...

ପ୍ରେମରେ ପଡ଼ିଲେ କି ସଲମାନ, ସତ କହିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ପ୍ରେମ ବ୍ୟାପାରରେ ଦବଙ୍ଗ ଖାନ୍‌ ସଲମାନଙ୍କ କନେକ୍ସନ ବହୁତ ଗଭୀର। ସବୁବେଳେ ପ୍ରେମ ଖବରକୁ ନେଇ ସେ ଚର୍ଚ୍ଚାରେ ରହିଥାନ୍ତି। ମାତ୍ର ନିଜକୁ ସବୁବେଳେ...

Advertisement
Archives

Model This Week