ଭୁବନଙ୍କ ରୋଜଗାର ବନ୍ଦ, କାନ୍ଦି କାନ୍ଦି ବଖାଣିଲେ ଦୁଃଖ

ସୋସିଆଲ ମିଡିଆ ହେଉଛି ଏପରି ଏକ ପ୍ଲାଟଫର୍ମ, ଯାହା କିଛି ମିନିଟରେ ଜଣଙ୍କୁ ସେଲିବ୍ରିଟି କରିପାରେ। ୨୦୨୧ରେ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗର ବାଦାମ ବିକ୍ରେତା ଭୁବନ ବାଦ୍ୟକାର କାଚା ବାଦାମ ଗାଇ ରାତାରାତି ସୁନାମ ଅର୍ଜନ କରିଥିଲେ। ଭୁବନଙ୍କ କାଚା ବାଦାମ ଗୀତ ଏବଂ ତାଙ୍କ ଭିଡିଓ ଏତେ ଭାଇରାଲ ହୋଇଥିଲା ଯେ, ଭୁବନ ରାତାରାତି ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲେ। ତାଙ୍କୁ ଗୀତ ଗାଇବା ପାଇଁ ଅଫର୍‌ ମଧ୍ୟ ଆସିଥିଲା। ଏବେ କିନ୍ତୁ ତାଙ୍କର ସବୁଆଡୁ ରୋଜଗାର ବନ୍ଦ ହୋଇଯାଇଛି।
ନିକଟରେ ଏକ ସାକ୍ଷାତକାରରେ କାନ୍ଦି କାନ୍ଦି ନିଜ ଯନ୍ତ୍ରଣା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଟଙ୍କା ଯୋଗୁ ତାଙ୍କ ସହ ପ୍ରତାରଣା କରାଯାଇଛି। ମୋ ସହ ୩ ଲକ୍ଷ ଟଙ୍କା ହେରଫେର ହୋଇଛି। ଗୋପାଳ ନାମକ ଜଣେ ବ୍ୟକ୍ତି ମୋତେ ୩ ଲକ୍ଷ ଟଙ୍କା ଦେଇ କହିଥିଲେ ତାଙ୍କ ୟୁଟ୍ୟୁବରେ କାଚା ବାଦାମ ଗୀତ ବଜାଇବେ। କିନ୍ତୁ ପରେ ମୁଁ ମୋର ନିଜ ଗୀତକୁ ନେଇ କପିରାଇଟ ଅଭିଯୋଗ ପାଇଥିଲି, କାରଣ ସେହି ବ୍ୟକ୍ତି ଠକାମିରେ ମୋ ଗୀତର ଅଧିକାର କିଣିଥିଲେ, ବର୍ତ୍ତମାନ କୌଣସି ଶୋ’ ମୋତେ ଡାକୁନାହିଁ କିମ୍ବା ମୋର ଗୀତ ୟୁଟ୍ୟୁବରେ ଚାଲିପାରିବ ନାହିଁ। ମୁଁ ଶିକ୍ଷିତ ହୋଇ ନ ଥିବାରୁ ଗୋପାଳ ଏହାର ସମ୍ପୂର୍ଣ୍ଣ ଫାଇଦା ଉଠାଇଛନ୍ତି। ଏହି କାରଣରୁ ମୋର ରୋଜଗାରର ସମସ୍ତ ମାଧ୍ୟମ ବନ୍ଦ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରେକ୍ ନେଇ ପାରନ୍ତି ରଣବୀର

ମୁମ୍ବାଇ: ବଲିଉଡର କ୍ୟୁଟ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ନିକଟରେ ପ୍ୟାରେଣ୍ଟସ ହୋଇଛନ୍ତି । ତେବେ ମାତାପିତା ହେବା ପରେ ଏମାନଙ୍କ ଜୀବନଶୈଳି...

ତେଲଗୁ ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କ ପରଲୋକ

ହାଇଦ୍ରାବାଦ,୨୭।୬: ତେଲଗୁ ଚଳଚ୍ଚିତ୍ର ନିର୍ଦ୍ଦେଶିକା ବିଜୟା ନିର୍ମଳାଙ୍କର ବୁଧବାର ମଧ୍ୟରାତ୍ରରେ ହାଇଦ୍ରାବାଦର ଗାଚିବାଓଲିଠାରେ ଥିବା କଣ୍ଟିନେଣ୍ଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଛି। ୭୩ ବର୍ଷ ବୟସରେ ତାଙ୍କର...

କୋରିଆନ୍‌ ଫିଲ୍ମର ରିମେକ୍‌ କରିପାରନ୍ତି ଶାହାରୁଖ

ମୁମ୍ବାଇ: ବଲିଉଡ୍‌ ବାଦଶାହା ଶାହାରୁଖ ଖାଁ କିଛି ଦିନ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି। ତାଙ୍କ ହାତରେ ସେମିତି କିଛି ଆଖିଦୃଶିଆ ପ୍ରୋଜେକ୍ଟ ନାହିଁ...

କରିସ୍ମା କପୁର ଘରେ ଏକା ଥିବାର ସୁଯୋଗ ନେଇ ବେଡ୍‌ରୁମ୍‌ରେ ପଶିଯାଇଥିଲେ ଅଜଣା ବ୍ୟକ୍ତି: କରିଥିଲେ ଏହି ଖରାପ କାମ…

ବଲିଉଡ୍‌ରେ ଅନେକ ସୁପରହିଟ୍‌ ଫିଲ୍ମରେ କାମ କରିସାରିଥିବା ଅଭିନେତ୍ରୀ କରିସ୍ମା କପୁର ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଛନ୍ତି। ବିବାହ ପରଠାରୁ ସେ ଫିଲ୍ମରୁ ଦୂରେଇ...

ମହିଳା କମିଶନରେ ହାଜର ହେଲେ ଅନୁଭବ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): ପାରିବାରିକ ବିବାଦକୁ ନେଇ ରାଜ୍ୟ ମହିଳା କମିଶନଙ୍କ ନିକଟରେ ମଙ୍ଗଳବାର ହାଜର ହୋଇଛନ୍ତି ଏମ୍‌ପି ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ଅଭିନେତ୍ରୀ...

ସୋସିଆଲ ମିଡିଆ ଛାଡିବେ ଜନ୍‌

ମୁମ୍ବାଇ: ଏବେ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ଥିବାବେଳେ ଅଭିନେତା ଜନ୍‌ ଆବ୍ରାହମ୍‌ କୁଆଡେ ସୋସିଆଲ ମିଡିଆ ଛାଡିଦେବେ ବୋଲି କହିଛନ୍ତି। କାରଣ ସୋସିଆଲ...

ଭଣଜା ସହ ଜନ୍ମଦିନର କେକ୍‌ କାଟିଲେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ଶୁକ୍ରବାର ନିଜର ୫୪ତମ ଜନ୍ମଦିନ ପାଳିଛନ୍ତି। ଜନ୍ମଦିନ ଉପଲକ୍ଷେ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ତାଙ୍କ ପ୍ରଶଂସକଙ୍କ ଶୁଭେଚ୍ଛାର ସୂଅ ଛୁଟିବାରେ...

ପ୍ରେମରେ ପଡ଼ିଛନ୍ତି ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା

ବମ୍ବେ: ବଲିଉଡ୍‌ ଅଭିନେତା ଇମରାନ ଖାଁଙ୍କ ପୂର୍ବପତ୍ନୀ ଅବନ୍ତିକା ମଲିକଙ୍କ ଜୀବନରେ ମିଷ୍ଟ୍ରିମ୍ୟାନ୍‌ଙ୍କ ଏଣ୍ଟ୍ରି। ତାଙ୍କର ସୋସିଆଲ ମିଡିଆ ପୋଷ୍ଟ ପରେ ଏଭଳି କିଛି କଥାକୁ...

Advertisement
Archives

Model This Week