Posted inଜାତୀୟ

ପୁଣି ଟିଆରଏସ ଅଧ୍ୟକ୍ଷ ହେଲେ କେ. ଚନ୍ଦ୍ରଶେଖର ରାଓ

ହାଇଦ୍ରାବାଦ,୨୬।୧୦: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ପୁଣି ଟିଆରଏସ ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି । ଏନେଇ ଟିଆରଏସର ସଧାରଣ ସମ୍ପାଦକ ଏମ.ଶ୍ରୀନିବାସ ରେଡ୍ଡୀ ଘୋଷଣା କରିଛନ୍ତି।

କେ. ଚନ୍ଦ୍ରଶେଖର ରାଓ କ୍ରମାଗତ ଭାବେ ନବମ ଥର ପାଇଁ ଏହି ପଦ ପାଇଁ ନିର୍ବାଚିତ ହୋଇଛନ୍ତି। ଏକ ଅନୁଷ୍ଠିତ ବୈଠକରେ ରାଜ୍ୟରୁ ଦଳର ୬,୦୦୦ ପ୍ରତିନିଧି ଯୋଗ ଦେଇଥିଲେ । କେସିଆରଙ୍କ ବିରୋଧରେ କେହି ପ୍ରାର୍ଥୀପତ୍ର ଦାଖଲ କରି ନଥିଲେ। ଫଳରେ ବିନା ପ୍ରତିଯୋଗିତାରେ ଟିଆରଏସର ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଫଳାଫଳ ଘୋଷଣା ହେବା ପରେ ଦଳୀୟ କର୍ମୀଙ୍କୁ କେସିଆର ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବେଡ଼କରଙ୍କ ସ୍ବପ୍ନକୁ ଭାଙ୍ଗି ଚୁରମାର କରିଛି ଭାଜପା: କଂଗ୍ରେସ…

ନୂଆଦିଲ୍ଲୀ,୨୪।୭ : ମଧ୍ୟପ୍ରଦେଶରେ ଚଳିତ ବର୍ଷ ଶେଷରେ ନିର୍ବାଚନ ହେବ। ଏହାପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ଆରୋପ ପ୍ରତ୍ୟାରୋପ ଜାରି ରଖିଛନ୍ତି। ଛତ୍ରପୁରରେ ମାନବ...

ମଇଁଷି ଛୁଆର ପ୍ରକୃତ ମାଲିକ କିଏ, ହେବ ଡିଏନ୍‌ଏ ଟେଷ୍ଟ

ଲକ୍ଷୌ,୭।୬: ଉତ୍ତର ପ୍ରଦେଶର ଶାମଲିରେ ଏକ ଅଜବ ଘଟଣା ଘଟିଛି। ଜଣେ ବ୍ୟକ୍ତି ତାଙ୍କ ମଇଁଷି ଛୁଆ ଚୋରି ହୋଇଥିବା ଅଭିଯୋଗ ଆଣିଛନ୍ତି। ତେବେ ଯେଉଁ...

ଉତ୍ତର-ପଶ୍ଚିମାଞ୍ଚଳରେ ବଢ଼ିବ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଳୀ,୨ା୩: ଚଳିତ ବର୍ଷ ମାର୍ଚ୍ଚରୁ ମେ’ ମାସ ପର୍ଯ୍ୟନ୍ତ ଦେଶରେ ଗ୍ରୀଷ୍ମ ପ୍ରବାହ କିଭଳି ରହିବ ସେ ନେଇ ମଙ୍ଗଳାବର ଇଣ୍ଡିଆନ୍‌ ମେଟେରୋଲୋଜିକାଲ ଡିପାର୍ଟମେଣ୍ଟ (ଆଇଏମ୍‌ଡି)...

ଘାସ କାଟିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୬।୧୨: କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଏବେ ରାଜସ୍ଥାନରେ ଚାଲିଛି। ପଦଯାତ୍ରାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦୌସାସ୍ଥିତ ୟତ୍ର ମାର୍ଗ ନିକଟରେ ଥିବା ଏକ...

ଖୋଲିବ ୪୬୨ ଏକଲବ୍ୟ ସ୍କୁଲ

ରାଞ୍ଚି,୧୦ା୯(ଆଇଏଏନ୍‌ଏସ୍‌): ଦେଶର ଆଦିବାସୀ ଛାତ୍ରୀଛାତ୍ରଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨ ତାରିଖରେ ଏକଲବ୍ୟ ସ୍କୁଲ ଶୁଭାରମ୍ଭ କରିବେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ...

୧୫ ଦିନରେ ୪୫ କୋଟିର ହିସାବ ଦିଅ: କେଜରିଓ୍ବାଲଙ୍କୁ ଉପରାଜ୍ୟପାଳଙ୍କ ନିର୍ଦ୍ଦେଶ…

ନୂଆଦିଲ୍ଲୀ,୨୯।୪ : ଦିଲ୍ଲୀର ଉପରାଜ୍ୟପାଳ ଭି.କେ ସାକ୍ସେନା ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ମଧ୍ୟରେ ପୁଣି ଏକ ନୂଆ ବିବାଦ ଆରମ୍ଭ ହେବାକୁ ଯାଉଛି। କେଜରିିୱାଲଙ୍କ...

ଉତ୍ତର ପୂର୍ବ ଭାରତରେ ହିଂସାକୁ ଦେଖି ଆମେରିକା, ଫ୍ରାନ୍ସ , ବ୍ରିଟେନ ଜାରି କଲେ ଆଡଭାଇଜରୀ

ନୂଆଦିଲ୍ଲୀ,୧୪।୧୨: ନାଗରିକତା ସଂଶୋଧନ ନିୟମ(ସିଏଏ) ହେବା ପରେ ଉତ୍ତର ପୂର୍ବ ରାଜ୍ୟରେ ଦେଖାଦେଇଥିବା ହିଂସା ପରିସ୍ଥିତି ସାମାନ୍ୟ ହେବାରେ ଲାଗିଛି। ସରକାର ଗୁଆହାଟୀରେ ଲଗାଇଥିବା କର୍ଫ୍ୟୁକୁ...

ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର: ଦିଲ୍ଲୀରେ କଡ଼ା ସୁରକ୍ଷା

ନୂଆଦିଲ୍ଲୀ, ୨୪।୧: ଜାନୁୟାରୀ ୨୬ରେ ଦିଲ୍ଲୀ, ଅଯୋଧ୍ୟା ଏବଂ ବୋଧଗୟାରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଷଡ଼ଯନ୍ତ୍ର ରଚାଯାଇଛି। ଏନେଇ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ...

Advertisement
Archives

Model This Week