Posted inଜାତୀୟ

ରାଞ୍ଚି ପହଞ୍ଚିଲେ ରାଜ୍ୟପାଳ ରମେଶ ବୈସ, ମୁଖ୍ୟମନ୍ତ୍ରୀ ହେମନ୍ତଙ୍କ ସଦସ୍ୟତାକୁ ନେଇ ଯେ କୌଣସି ମୁହୂର୍ତ୍ତରେ ହୋଇପାରେ ନିଷ୍ପତ୍ତି

ରାଞ୍ଚି,୯ ।୯: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାନସଭା ସଦସ୍ୟତା ଶେଷ ହେବା ଆଶଙ୍କା ମଧ୍ୟରେ ଝାଡ଼ଖଣ୍ଡରେ ଦେଖାଦେଇଥିବା ରାଜନୈତିକ ସଙ୍କଟ ସମୟରେ ରାଜ୍ୟପାଳ ରମେଶ ବୈସ ଝାଡ଼ଖଣ୍ଡ ଫେରିଛନ୍ତି । ଦୀର୍ଘ ପ୍ରାୟ ଏକ ସପ୍ତାହର ଦିଲ୍ଲୀ ଯାତ୍ରା ପରେ ସେ ଝାଡ଼ଖଣ୍ଡ ଫେରିଛନ୍ତି । ସେପ୍ଟେମ୍ବର ୧ରେ ଦିଲ୍ଲୀ ଯିବାର ଗୋଟିଏ ଦିନ ପୂର୍ବରୁ ଶାସକ ଦଳର ବିଧାୟକମାନଙ୍କୁ ଆଶ୍ୱସନା ଦେଇ ରାଜ୍ୟପାଳ କହିଥିଲେ ବିଧାନସଭା ସଦସ୍ୟତା ରଦ୍ଦକୁ ନେଇ ସୋରେନଙ୍କ ପକ୍ଷରୁ ହୋଇଥିବା ନିବେଦନ ଉପରେ ସେମାନେ ଭାରତର ନିର୍ବାଚନ କମିଶନଙ୍କ ସୁପାରିଶ ଅନୁଯାୟୀ ସବୁକିଛି ସ୍ପଷ୍ଟ କରିବେ ।
ରାଜ୍ୟପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟପାଳ ରାଞ୍ଚି ଫେରି ଆସିଛନ୍ତି । ଏବେ ପର୍ଯ୍ୟନ୍ତ ସେ କୌଣସି ନିର୍ଦ୍ଦେଶ ଜାରି କରି ନାହାନ୍ତି । ନିର୍ବାଚନ କମିଶନ ୨୫ ଅଗଷ୍ଟରେ ତାଙ୍କର ନିଷ୍ପତ୍ତି ରାଜ୍ୟପାଳଙ୍କ ନିକଟକୁ ପଠାଇ ଦେଇଥିଲେ । ଆଉ ଏହାପରେ ରାଜ୍ୟରେ ରାଜନୌତିକ ସଙ୍କଟ ଦେଖା ଦେଇଥିଲା । ହେଲେ ନିର୍ବାଚନ କମିଶନଙ୍କ ନିଷ୍ପତ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଔପଚାରିକ ଘୋଷଣା ହୋଇନାହିଁ । ଅନୁମାନ କରାଯାଉଛିକି କମିଶନ ମୁଖ୍ୟମନ୍ତ୍ରୀଙ୍କୁ ଜଣେ ବିଧାୟକ ଭାବେ ଅଯୋଗ୍ୟ ଘୋଷଣା କରିବାକୁ ସୁପାରିଶ କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଇଦ୍‌-ଉଲ୍‌-ଫିତର: ଜାମା ମସଜିଦ୍‌ରେ କଡ଼ା ସୁରକ୍ଷା ଭିତରେ ନମାଜ ପାଠ

ନୂଆଦିଲ୍ଲୀ,୩।୫:ଆଜି ସମଗ୍ର ଦେଶରେ ଇଦ୍‌-ଉଲ୍‌-ଫିତର ଅର୍ଥାତ୍‌ ଇଦ୍‌ ପାଳନ କରାଯାଉଛି। ଏହି ଅବସରରେ ମୁସଲମାନ ଭଉଣୀ ଓ ଭାଇମାନେ ସକାଳେ ଦିଲ୍ଲୀର ଜାମା ମସଜିଦରେ ଆଲ୍ଲାଙ୍କୁ...

ଭୋଟରଙ୍କୁ ନେଇ ଯାଉଥିବା ବସ୍‌ ଦୁର୍ଘଟଣା: ୩ ମୃତ

ପୁଣେ,୨୧।୧୦: ମହାରାଷ୍ଟ୍ର ନିର୍ବାଚନ ପାଇଁ ଭୋଟିଂ ପ୍ରକ୍ରିୟା ଚାଲିଥିବାବେଳେ ଏକ ଅଭାବନୀୟ ଘଟଣା ଘଟିଛି। ମୁମ୍ବାଇ-ପୁଣେ ଏକ୍ସପ୍ରେସ୍‌ ବାଟରେ ସୋମବାର ସକାଳୁ ଏକ ବସ୍‌ ଦୁର୍ଘଟଣା...

୪ ରାଜ୍ୟରେ ପ୍ରଚାର ଶେଷ

ନୂଆଦିଲ୍ଲୀ, ୫।୪: ମଙ୍ଗଳବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ତାମିଲନାଡୁ, କେରଳ ଏବଂ ପୁଡୁଚେରୀରେ ରବିବାର ସନ୍ଧ୍ୟାରେ ପ୍ରଚାର ଶେଷ ହୋଇଛି।...

ବିହାରରେ ଲାଗି ରହିଛି ପୋଷ୍ଟର ଓ୍ବାର

ପାଟନା,୪।୧: ବିହାରରେ ଚଳିତ ବର୍ଷ ଅନୁଷ୍ଠିତ ହେବ ବିଧାନସଭା ନିର୍ବାଚନ। ଏହାକୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଭୋଟରଙ୍କୁ ନିଜ ଆଡକୁ ଆକର୍ଷିତ କରିବାକୁ...

ଭୁଶୁଡିଲା ନିର୍ମାଣାଧୀନ ପାଚେରି: ଚାଲିଗଲା ୪ ଜୀବନ

ନୋଏଡା,୨୦।୯: ନୋଏଡାର ସେକ୍ଟର ୨୫ରେ ଏକ ନିର୍ମାଣାଧୀନ ପାଚେରି ଭୁଶୁଡି ପଡିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ହୋଇଛି। ଏଥିସହିତ ଅନେକ ଲୋକ ପାଚେରି...

ରାହୁଲଙ୍କୁ ରାଜୀବଙ୍କ ପୁଅ ବୋଲି ପ୍ରମାଣ ମାଗିଛୁ କି

ନୂଆଦିଲ୍ଲୀ,୧୨ା୨: ଆସାମ ମୁଖ୍ୟମନ୍ତ୍ରୀ ତଥା ଭାଜପା ନେତା ହିମନ୍ତ ବିଶ୍ୱଶର୍ମା ଦଳୀୟ ନିର୍ବାଚନ ପ୍ରଚାର ପାଇଁ ଶୁକ୍ରବାର ଉତ୍ତରାଖଣ୍ଡ ଯାଇଥିବାବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ...

ଜମ୍ମୁ-କଶ୍ମୀରରେ ଶାହଙ୍କ ଶାନ୍ତି ପ୍ରୟାସ: ଯୁବବର୍ଗଙ୍କୁ ମିଳିବ ନିଯୁକ୍ତି

ଶ୍ରୀନଗର,୪।୭: ଜମ୍ମୁ-କଶ୍ମୀରରେ ଶାନ୍ତି ପାଇଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆରମ୍ଭ କରିଛନ୍ତି ପ୍ରୟାସ। ଏହା ଅନ୍ତର୍ଗତ ସ୍ଥାନୀୟ ଯୁବବର୍ଗଙ୍କୁ ନିଯୁକ୍ତି ପ୍ରଦାନକୁ ସେ ଗୁରୁତ୍ୱ...

ହରିୟାଣା କ୍ୟାବିନେଟର ହେଲା ସମ୍ପ୍ରସାରଣ

ଚଣ୍ଡିଗଡ଼,୧୪।୧୧: ହରିୟାଣାରେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଜନନାୟକ ଜନତା ପାର୍ଟି(ଜେଜେପି) ମେଣ୍ଟ ସରକାର ଗଠନର ୧୭ ଦିନ ପରେ ଅର୍ଥାତ୍‌ ଗୁରୁବାର ମୁଖ୍ୟମନ୍ତ୍ରୀ ମନୋହର...

Advertisement
Archives

Model This Week