ପରଲୋକରେ ଜେମ୍ସ ବଣ୍ଡର ଅଭିନେତା ସାର ସେନ କୋନେରୀ

ଲଣ୍ଡନ,୩୧।୧୦-ଓସ୍କାର ବିଜେତା ତଥା ହଲିଉଡ ଫିଲ୍ମ ଜେମ୍ସ ବଣ୍ଡର ପ୍ରଥମ ଅଭିନେତା ସାର ସେନ କୋନେରୀଙ୍କ ଶନିବାର ପରଲୋକ ହୋଇଯାଇଛି। ୯୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସ୍କଟଲ୍ୟାଣ୍ଡରେ ସେ ଜନ୍ମଗ୍ରହଣ କରିଥିଲେ। ୧୯୬୨ରୁ ୧୯୮୩ ମଧ୍ୟରେ ୭ଟି ବଣ୍ଡ ଫିଲ୍ମରେ ଅଭିନୟ କରିଥିଲେ। ଫିଲ୍ମ କ୍ୟାରିୟରରେ ସେ ଅନେକ ସଫଳତା ପାଇଛନ୍ତି। ସେ ଓସ୍କାର, ୩ଟି ଗୋଲଡେନ ଗ୍ଲୋବ୍ସ ଓ ଦୁଇଟି ବାଫଟା ପୁରସ୍କାର ଜିତିଛନ୍ତି। ଗୋଲ୍ଡଫିଙ୍ଗର(୧୯୬୪), ହାଇଲ୍ୟାଣ୍ଡର(୧୯୮୬), ଦି ରକ(୧୯୯୬) ଭଳି ଅନେକ ଫିଲ୍ମରେ ଅଭିନୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର...

ଇଣ୍ଡୋନେସିଆ ଭୂକମ୍ପରେ ୪୨ ମୃତ

ମାମୁଜୁ, ୧୬।୧: ଇଣ୍ଡୋନେସିଆର ସୁଲାଓ୍ବେସି ଦ୍ୱୀପରେ ଗୁରୁବାର ବିଳମ୍ବିତ ରାତ୍ରରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩୦୦ରୁ ଊର୍ଦ୍ଧ୍ୱ କୋଠା ଭୁଶୁଡ଼ିବା ସହ...

ବିଶ୍ୱରେ ୫୪ ଲକ୍ଷ ଆଡକୁ ଗତି କରୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା

ଓ୍ବାଶିଂଟନ,୨୪।୫: କରୋନା ଭାଇରସ ସଂକ୍ରମଣ ବିଶ୍ୱର ପ୍ରାୟ ସମସ୍ତ ଦେଶକୁ ବ୍ୟାପି ସାରିଲାଣି। ତେବେ ଆଫ୍ରିକା ଓ ନର୍ଥ ଆମେରିକା ଏବେ ଏହାର ହଟ୍‌ସ୍ପଟ୍‌ ଥିବା...

ମୋଦିଙ୍କ ବାଂଲାଦେଶ ଗସ୍ତକୁ ବିରୋଧ ପ୍ରଦର୍ଶନବେଳେ ୪ ମୃତ

ଢାକା,୨୬।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ବାଂଲାଦେଶ ଗସ୍ତ କରିଛନ୍ତି। ଏହା ବିରୋଧରେ ଚିଟ୍ଟାଗଙ୍ଗଠାରେ ଆନ୍ଦୋଳନବେଳେ ପୋଲିସର ରବର ବୁଲେଟ ମାଡ଼ରେ ପ୍ରାଣ ହରାଇଛନ୍ତି...

୨୭ଶହ ବର୍ଷ ତଳେ ବିୟର ପିଉଥିଲେ ମଣିଷ

ଓ୍ବାଶିଂଟନ,୧୪।୧୦: ବିୟର ଓ ପନିର ପ୍ରତି ମଣିଷର ଭଲ ପାଇବା ବହୁ ପୁରୁଣା। ବୈଜ୍ଞାନିକ ଅଧ୍ୟୟନରୁ ଜଣାପଡ଼ିଛି ଯେ, ୨୭୦୦ ବର୍ଷ ତଳେ ଅଷ୍ଟ୍ରିଆର ଲୁଣ...

ସୁରକ୍ଷା ପରିଷଦ ବୈଠକ ଡକାଇଲା ରୁଷିଆ: ଆମେରିକା-ବ୍ରିଟେନ କଲେ ଗୃହତ୍ୟାଗ…

ମସ୍କୋ,୬।୪ : ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଅଧ୍ୟକ୍ଷତା ବର୍ତ୍ତମାନ ରୁଷିଆ କରୁଛି। ୟୁକ୍ରେନ ସହିତ ଯୁଦ୍ଧ ଜାରି ରହିଥିବା ସମୟରେ ରୁଷିଆ ସୁରକ୍ଷା ପରିଷଦର...

ଦିନକରେ ୮୧ ଜଣଙ୍କୁ ଫାଶୀ…

ରିୟାଦ, ୧୨।୩ : ସୌଦି ଆରବରେ ଗୋଟିଏ ଦିନରେ ୮୧ ଜଣଙ୍କୁ ଫାଶୀ ଦିଆଯାଇଛି। ସ୍ଥାନୀୟ ମିଡ଼ିଆ ଅନୁସାରେ ଏସମସ୍ତଙ୍କ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ...

‘ଡୋନାଲ୍ଡ ଟ୍ରମ୍ଫଙ୍କର ମୃତ୍ୟୁ ହୋଇ ସାରିଛି’, ପୂର୍ବତନ ରାଷ୍ଟ୍ରପତିଙ୍କ ପୁଅଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ କରାଯାଇଥିବା ଦାବି ସତ ନା ମିଛ

ଓ୍ବାଶିଂଟନ,୨୧।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କର ବଡ ପୁଅ ଜୁନିୟର ଟ୍ରମ୍ଫଙ୍କ ଏକ୍ସ(ପୂବ ଟୁଇଟର) ଆକାଉଣ୍ଟ ବୁଧବାର ହ୍ୟାକ ହୋଇଯାଇଛି। ଏହା ପରେ ତାଙ୍କ...

Advertisement
Archives

Model This Week