ଓଡ଼ିଶା: ଆଜିର ଫଟୋ (ଅକ୍ଟୋବର ୩୧, ୨୦୨୦)

କୁମାରପୂର୍ଣ୍ଣିମା ଅବସରରେ ଆଞ୍ଜୁଳି ଟେକୁଛନ୍ତି ବାଳିକା

ଭୁବନେଶ୍ୱର ବିଭିନ୍ନ ପୂଜାମଣ୍ଡପରେ ଗଜଲକ୍ଷ୍ମୀ ପୂଜା

ରାଜଧାନୀ ପ୍ରଦର୍ଶନୀ ପଡିଆ ପାର୍ଶ୍ୱରେ ଖେଳଣା ଦେଖୁଛନ୍ତି ଜଣେ ବାଳିକା

କଟକ ଅଲିଶାବଜାର ଅଞ୍ଚଳରେ ଚାନ୍ଦ ବନ୍ଦାପନା

ଭୁବନେଶ୍ୱରରେ ଚାନ୍ଦ ବନ୍ଦାପନା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା: ଆଜିର ଫଟୋ ( ଜାନୁୟାରୀ ୧୧, ୨୦୨୧ )

କରୋନାଭାଇରସ୍ ମହାମାରୀ ହେତୁ ପ୍ରାୟ ନଅ ମାସର ବ୍ୟବଧାନ ପରେ ଛାତ୍ର ଛାତ୍ରୀ ମାନେ ରେଭେନ୍ସା ବିଶ୍ୱବିଦ୍ୟାଳୟରେ କ୍ଲାସ୍ କରି ଫେରୁଛନ୍ତି କୋଭିଡ କାରଣରୁ ଅନେକ...

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୦, ୨୦୨୦)

କଟକ ରାଣୀହାଟ ପୂଜାମଣ୍ଡପରେ ଶ୍ୟାମା କାଳୀଙ୍କ ପ୍ରତିମାକୁ କଳାକାର ଶେଷ ସ୍ପର୍ଶ ଦେଉଛନ୍ତି କଟକରେ ଲକ୍ଷ୍ମୀ ଗଣେଶଙ୍କ ପ୍ରତିମା କିଣୁଛନ୍ତି ଗ୍ରାହକ କଟକ ପୁରୁଣା ଷ୍ଟେସନ...

ଓଡ଼ିଶା: ଆଜିର ଫଟୋ (ଜାନୁୟାରୀ ୧୭, ୨୦୨୧)

ହାଲୁକା କୁହୁଡ଼ି ମଧ୍ୟରେ କଟକର ମହାନାଦୀ ଉପରେ ଉଡୁଥିବା ପକ୍ଷୀମାଙ୍କ ଦୃଶ୍ୟ ବାଇକ ଆରୋହୀମାନେ ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ବିନା ହେଲମେଟରେ ଯାଉଛନ୍ତି  

ଓଡ଼ିଶା: ଆଜିର ଫଟୋ ( ଅଗଷ୍ଟ ୮, ୨୦୨୦)

ଶଟଡାଉନରେ ଭୁବନେଶ୍ୱର ବର୍ଷାରେ ରାଜଧାନୀ ଶଟଡାଉନରେ କଟକ ସହର   ନରାଜ ନିକଟ କାଠଯୋଡ଼ି ନଦୀରେ ମାଛ ଧରୁଛନ୍ତି ଧୀବର  

ଓଡ଼ିଶା: ଆଜିର ଫଟୋ (ନଭେମ୍ବର ୧୨, ୨୦୨୦)

ଦିୱାଲି ସପିଂ ପାଇଁ ଭୁବନେଶ୍ୱର ରେ ୟୁନିଟ୍-୨ ବଜାରରେ ପ୍ରବଳ ଭିଡ ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ଟେରାକୋଟା ରେ ତିଆରି ଜିନିଷ ପ୍ରଦର୍ଶନ କରାଯାଉଛି ଦୀପାବଳି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୪ , ୨୦୨୦)

ଭୁବନେଶ୍ୱର ନୟାପଲ୍ଲୀ ଜୟଦେବ ବିହାରରେ ବାଳିକାଟିଏ ଦୋଳି ଖେଳୁଛି   ପୁରୀ ବେଳାଭୂମିରେ ସନ୍ଧ୍ୟା ସମୟରେ ଧୀବରମାନେ ଫେରୁଛନ୍ତି   ଭୁବନେଶ୍ୱର ରାଜମହଲରେ ଜଣେ ବ୍ୟକ୍ତି...

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୩୦, ୨୦୨୦)

କରୋନା ସଂକ୍ରମଣ ସଚେତନତା ବାର୍ତ୍ତା କଟକ ମାଲଗୋଦାମ ଥାନା ପ୍ରାଚୀରରେ ଆଙ୍କୁଛନ୍ତି ଚିତ୍ରକାର  କଟକ କଲେଜ ଛକରେ ବ୍ୟବସାୟୀ ଜଣକ ବିକ୍ରି କରିବା ପାଇଁ ମୁଢି...

ଓଡ଼ିଶା: ଆଜିର ଫଟୋ (ଡିସେମ୍ବର ୨, ୨୦୨୦)

କଟକ ଚୌଧୁରୀ ବଜାର ଅଞ୍ଚଳରେ ଗୁଡ଼ି କିଣୁଛନ୍ତି ଗ୍ରାହକ   ନରାଜ ଆନିକଟରେ ମାଛଧରୁଛନ୍ତି ଧୀବର   ଛାଡ଼ଖାଇ ଲାଗି ଭୁବନେଶ୍ୱରରେ ଆମିଷ କିଣିବା ପାଇଁ...

Play 250+ Trending Games
Archives

Model This Week

Why Dharitri