ଶ୍ରୀମନ୍ଦିରରେ ରକ୍ତଛିଟା: ଭିତର କାଠ ଦର୍ଶନ ବିଳମ୍ବ

ପୁରୀ,୧୩।୩: ଶ୍ରୀମନ୍ଦିରରେ ବଡ଼ ମହାସ୍ନାନ। ରକ୍ତଛିଟା ପଡ଼ିଥିବାରୁ ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ। ଗର୍ଭଗୃହ ଭିତର ପାହାଚ ପାଖରେ ରକ୍ତଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା। ମହାପ୍ରସାଦ ଆଣିବା ବେଳେ ବୋଝିଆ ଗୋଡ଼ ଖସି ମୁଣ୍ଡ ଫାଟିଥିବା ଜଣାପଡ଼ିଛି। ମହାସ୍ନାନ ଯୋଗୁ ଶ୍ରଦ୍ଧାଳୁଙ୍କ ପାଇଁ ଭିତର କାଠ ଦର୍ଶନ ବିଳମ୍ବ ହେବ ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଲହରୀରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୨୮ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ…

ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଲେ ସାଧୁ ନେପାକ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ରହିଥିବା ବିଭିନ୍ନ ବିଦ୍ୟୁତ୍‌ ସମସ୍ୟା ସମାଧାନ ଦାବିରେ ସୋମବାର ପୂର୍ବତନ ବରଗଡ଼ ବିଧାୟକ ସାଧୁ ନେପାକ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ବିଭୂତି ଭୂଷଣ…

ପତୋରା ଡ୍ୟାମ୍‌ ପାଣି ଶୁଖିଲା, ଚାଷୀଙ୍କ ଧାନ ମଲା

ନୂଆପଡ଼ା,୨୯ା୪ (ମକାରୁ ବେମାଲ):ନୂଆପଡ଼ା ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ପାଣି ଶୁଖିଲା ପରେ ଧାନଫସଲ ବଞ୍ଚାଇବା ଚିନ୍ତାରେ ଚାଷୀ ମୁଣ୍ଡରେ ହାତଦେଇ ବସିଛି ା ପୋଖରୀ, ମୁଡା,…

ଧର୍ମ ପଚାରି ସୁରକ୍ଷା କର୍ମୀଙ୍କୁ ଛୁରାମାଡ଼

ମୁମ୍ବାଇ,୨୮ା୪: ମୁମ୍ବାଇର ମୀରା ରୋଡ୍‌ ଅଞ୍ଚଳର ଏକ ନିର୍ମାଣାଧୀନ ବିଲ୍ଡିଂରେ ୨ ସୁରକ୍ଷା କର୍ମୀଙ୍କୁ ଜଣେ ବ୍ୟକ୍ତି ସେମାନଙ୍କ ଧର୍ମ ପଚାରିବା ସହ ‘କଲ୍‌ମା’ (ଇସ୍‌ଲାମ ଧର୍ମ…

ଚର୍ଚ୍ଚାରେ ବନ କର୍ମଚାରୀଙ୍କ ଆନ୍ଦୋଳନ: ଅଧେ ଛୁଟିରେ, ଅଧେ କାର୍ଯ୍ୟରତ

ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ବନଖଣ୍ଡ ଅଧୀନରେ କାର୍ଯ୍ୟରତ ପ୍ରାୟ ୬୨ କର୍ମଚାରୀ ସୋମବାରଠାରୁ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସୋମବାର ସେମାନେ ବନଖଣ୍ଡ ଅଧିକାରୀ (ଡିଏଫ୍‌ଓ)ଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଆରମ୍ଭ…

ଗ୍ରୀଷ୍ମପ୍ରବାହରୁ ଦୁର୍ବଳ ବର୍ଗଙ୍କୁ ସୁରକ୍ଷା ଦେବା ପାଇଁ ଆଗୁଆ ପଦକ୍ଷେପ ଆବଶ୍ୟକ

ନୂଆଦିଲ୍ଲୀ,୨୯ା୪: ପର୍ଯ୍ୟାପ୍ତ ଆଶ୍ରୟସ୍ଥଳ ଏବଂ ସମ୍ବଳ ଅଭାବରୁ ସମାଜର ଦୁର୍ବଳ ବର୍ଗ ବିଶେଷ କରି ଆର୍ଥତ୍କ ପଛୁଆ ଶ୍ରେଣୀ, ବାହାର କାମ କରୁଥିବା ଲୋକ ଏବଂ ବାସହୀନଙ୍କ…

ସହମତିରେ ସମ୍ପର୍କ ରଖିଥିଲେ ଅପରାଧ ପ୍ରଶ୍ନ ଉଠୁଛି କେଉଁଠୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୯ା୪: ସହମତିରେ ସମ୍ପର୍କ ରଖିଥିଲେ ଅପରାଧର ପ୍ରଶ୍ନ ଉଠୁଛି କେଉଁଠୁ ବୋଲି ସୁପ୍ରିମକୋର୍ଟ ସୋମବାର ଜଣେ ମହିଳାଙ୍କୁ ପ୍ରଶ୍ନ କରିଛନ୍ତି। ମହିଳା ଜଣକ ପୂର୍ବରୁ ଲିଭ୍‌-ଇନ୍‌ ରିଲେଶନ୍‌ଶିପ୍‌ରେ…

ଆଜି ପଶ୍ଚିମବଙ୍ଗରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ

କୋଲକାତା,୨୯ା୪: ପଶ୍ଚିମବଙ୍ଗ ବିଧାନସଭାର ୧୪୨ ଆସନ ପାଇଁ ବୁଧବାର ଦ୍ୱିତୀୟ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ହେବ। ଏହି ପର୍ଯ୍ୟାୟରେ ମୋଟ ୧,୪୪୮ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତାରେ ଅବତୀର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri