ସକାଳୁ ଉଠିବା ପରେ ନିଶ୍ଚୟ କରନ୍ତୁ ଏହି କାମ: ଘରେ ରହିବ ନାହିଁ ଧନର ଅଭାବ

କୋଟିପତି ହେବାକୁ କିଏ ବା ନ ଚାହେଁ। ଏହି ଆଧୁନିକ ଯୁଗରେ ଟଙ୍କାଥିଲେ ସବୁକିଛି ଅଛି। ଯଦି ପାଖରେ ଟଙ୍କା ନାହିଁ, ତେବେ କେହି ହେଲେ ଅନାଇବେ ନାହିଁ। ସମସ୍ତେ ଦୂରେଇ ଯିବେ। ଏପରି ପରିସ୍ଥିତିରେ ଏମିତି କିଛି ଉପାୟ ରହିଛି ଯାହାକୁ କରିବା ଦ୍ୱାରା ଆଉ ଧନର ଅଭାବ ରହିବ ନାହିଁ।
ସମସ୍ତେ ଜାଣନ୍ତି ଯେ, ଏତେ ସହଜରେ ଟଙ୍କା ରୋଜଗାର ହୋଇପାରିବ ନାହିଁ। କିନ୍ତୁ ଏମିତି କିଛି ସରଳ ଉପାୟ ରହିଛି ଯାହାକୁ ଆପଣାଇଲେ ଆମେ ଆମର ଆଗାମୀ ଦିନକୁ ପରିବର୍ତ୍ତନ କରିପାରିବା। ଏହା ଦ୍ୱାରା ଆଉ ଟଙ୍କାର ଅଭାବ ରହିବ ନାହିଁ। ଆମ ପୂର୍ବପୁରୁଷମାନେ କହୁଥିଲେ ଯେ, ସମସ୍ତେ ସକାଳୁ ଉଠିବା ଉଚିତ। ଏହା ଦ୍ୱାରା ଶରୀରକୁ ଏକ ପ୍ରକାର ନୂତନ ଶକ୍ତି ମିଳିଥାଏ। ସକାଳୁ ଉଠିବା ସ୍ବାସ୍ଥ୍ୟପାଇଁ ଲାଭଦାୟକ ମଧ୍ୟ।

ଉପାୟ ୧: ସୂର୍ଯ୍ୟଦୟ ପୂର୍ବରୁ ଉଠିବା ପରେ ସର୍ବପ୍ରଥମେ ଗାଧୋଇବା ଉଚିତ୍‌। ପରେ ପରିଷ୍କାର ପୋଷାକ ପିନ୍ଧି ବିଧି ମୁତାବକ ନିଜର ଇଷ୍ଟ ଦେବତାଙ୍କୁ ପୂଜା କରିବା ଉଚିତ୍‌। ଏପରି ପ୍ରତିଦିନ କରିବାକୁ ପଡ଼ିବ। ଏହାଦ୍ୱାରା ଆମ ଘରେ ଥିବା ଦେବାଦେବୀଙ୍କ କୃପା ଆମ ଉପରେ ପଡ଼ିଥାଏ।
ଉପାୟ ୨: ଅଧିକ ଟଙ୍କା ଆୟ କରିବା ପାଇଁ ଆମକୁ ଧୌର୍ଯ୍ୟ ଧରିବାକୁ ପଡ଼ିବ। ପ୍ରତିଦିନ ସକାଳେ ପୂଜା ସମୟରେ ଆମକୁ ଭଗବାନଙ୍କ ସାମ୍ନାରେ ଘିଅ ଦୀପ ଜାଳିବାକୁ ହେବ। ଇଷ୍ଟ ଦେବତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ସମୟ ଭଜନ କରିବାକୁ ପଡ଼ିବ। ଏହା ଦ୍ୱାରା ମନଷ୍କାମନା ପୂର୍ଣ୍ଣ ହେବ ଏବଂ ଆପଣ ଧନୀ ହୋଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ସମାଜରେ ଏପରି ଲୋଙ୍କୁ କୁହାଯାଏ ଯୋଗ୍ୟ, କେବେ ହୁଅନ୍ତିନି ବିଫଳ

ଜଣେ ମହାନ ଅର୍ଥନୀତିଜ୍ଞ ତଥା ରାଜନେତା ଭାବରେ ବିବେଚିତ ଆଚାର୍ଯ୍ୟ ଚାଣକ୍ୟ ଜୀବନ ସହ ଜଡ଼ିତ ଅନେକ ବିଷୟ ଉପରେ ଗଭୀର ଅଧ୍ୟୟନ କରିଛନ୍ତି। ସେ...

ଆଣ୍ଟିବାୟୋଟିକକୁ ସାବଧାନ ! ୪୮ ପ୍ରତିଶତ ପେଟ ସମସ୍ୟା ସୃଷ୍ଟି କରୁଥିବା ଆଶଙ୍କା…

ନ୍ୟୁୟର୍କ,୧୧।୧ : ଆଣ୍ଟିବାୟୋଟିକ ନେଇ ଏକ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ କୁହାଯାଇଛି ଯେ ୪୦ ବର୍ଷ ବୟସ ପରେ, ଟିକେ ଯତ୍ନର ସହ ଆଣ୍ଟିବାୟୋଟିକ...

ଲୁଚିଲୁଚି ପୁଅଙ୍କ ଫେସ୍‌ବୁକ ପ୍ରୋଫାଇଲରେ ଏହି ୪ଟି ଜିନିଷ ଦେଖନ୍ତି ଝିଅ

ବର୍ତ୍ତମାନ ସୋସିଆଲ ମିଡିଆର ଯୁଗ ଚାଲିଛି। ଯୁବବର୍ଗଙ୍କଠାରୁ ଆରମ୍ଭ କରି ମଧ୍ୟବୟସ୍କ ପ୍ରାୟ ସମସ୍ତେ ଫେସ୍‌ବୁକ ସହ ଜଡିତ। ତେବେ ଅଧିକାଂଶ ନିଜ ପ୍ରୋଫାଇଲକୁ ଇମ୍ପ୍ରେସିଭ...

ସକାଳୁ ଖାଲି ପେଟରେ ପିଅନ୍ତୁ ଅଦା ଜୁସ୍‌

ଅଦା ଜୁସ୍‌ ଶରୀର ପାଇଁ ବେଶ୍‌ ଲାଭଦାୟକ। ବିଶେଷ କରି ସକାଳୁ ଅଦା ଜୁସ୍‌ ପିଇଲେ ଅନେକ ଲାଭ ମିଳିଥାଏ। ଅଦା ଜୁସ୍‌ରେ ଥିବା ଅନେକ...

ଫିକା ଫିକା ରଜ

ରଜ ପାଳନକୁ ନେଇ ଓଡ଼ିଶାବାସୀଙ୍କ ମନରେ ଥିବା ଉତ୍ସାହକୁ ଏବର୍ଷ ଫିକା କରିଦେଇଛି କରୋନା। ତିନିଦିନ ଧରି ବେଶ୍‌ ଧୁମ୍‌ଧାମ୍‌ରେ ପାଳନ ହେଉଥିବା ଏହି ପର୍ବର...

ହୃଦରୋଗ, କ୍ୟାନସର ଆଶଙ୍କା ଦୂର କରେ କାଙ୍କଡ଼

ବ୍ୟସ୍ତବହୁଳ ଜୀବନଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ ଆମକୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି। ବାହାର ଖାଦ୍ୟ ଖାଇ ନାନା ରୋଗ...

ପାରାଲିସିସ୍‌ରୁ ଦୂରେଇ ରହିବା ପାଇଁ ଆପଣାନ୍ତୁ ଏହି ସହଜ ଉପାୟ…

ସକାଳୁ ଖାଲି ପେଟରେ ଦୁଇକୋଲା ରସୁଣ ଚୋବାଇ ଖାଇଲେ ଅନେକ ସୁଫଳ ମିଳିଥାଏ। ଏହାଦ୍ୱାରା ରକ୍ତରେ କୋଲେଷ୍ଟଲର ପରିମାଣ ହ୍ରାସ ପାଏ। ହୃଦ୍‌ଘାତରେ ଏହା ମହୌଷଧୀ...

କଲେଜି ମସଲା

ଆବଶ୍ୟକ ସାମଗ୍ରୀ : ମଟନ କଲିଜା- ୫୦୦ଗ୍ରାମ ପିଆଜ- ୩ଟା(ପେଷ୍ଟ) ଟମାଟୋ- ୨ଟା(ପେଷ୍ଟ) ଲଙ୍କା, ଜିରା, ଧନିଆ ଗୁଣ୍ଡ- ୧ ଚାମଚ ଲେଖାଏ, ହଳଦୀ ଗୁଣ୍ଡ-...

Advertisement
Archives

Model This Week