Posted inଜାତୀୟ

ପଶ୍ଚିମବଙ୍ଗରେ ଭାଜପାକୁ ଲାଗିପାରେ ଆଉ ଏକ ଝଟ୍‌କା

କୋଲକତା,୬।୧୦: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ଜିତିବା ପରେ ତୃଣମୂଳ କଂଗ୍ରେସ କ୍ରମାଗତ ଭାବରେ ଭାଜପାକୁ ଝଟକା ଦେଉଛି। ନିର୍ବାଚନ ଫଳାଫଳ ଆସିବା ପରେ ଭାଜପାର ଅନେକ ଏମ୍‌ପି ଓ ବିଧାୟକ ତୃଣମୂଳ କଂଗ୍ରେସ କଂଗ୍ରେସକୁ ଯିବା ଆରମ୍ଭ କଲେଣି। ଏହି ସମୟ ମଧ୍ୟରେ ଭାଜପାକୁ ଆଉ ଏକ ଝଟ୍‌କା ଲାଗିବାକୁ ଯାଉଛି। ବିଧାନସଭାର ପୂର୍ବତନ ନଗରପାଳ ସବ୍ୟସାଚୀ ଦତ୍ତ ମଧ୍ୟ ଭାଜପା ଛାଡ଼ି ଖୁବ ଶୀଘ୍ର ନିଜ ପୁରୁଣା ଦଳ ତୃଣମୂଳ କଂଗ୍ରେସକୁ ଫେରିବେ ବୋଲି କୁହାଯାଉଛି। ପଶ୍ଚିମବଙ୍ଗ ଭାଜପାରର ରାଜ୍ୟ ସଚିବ ସବ୍ୟସାଚୀ ଦତ୍ତ ଯେକୌଣସି ସମୟରେ ତୃଣମୂଳ କଂଗ୍ରେସକୁ ଫେରିପାରନ୍ତି। ଫେରିବା ପାଇଁ ଦତ୍ତ ତୃଣମୂଳ କଂଗ୍ରେସ ସହ କଥା ହୋଇସାରିଛନ୍ତି।
୨୦୧୯ରେ, ଦୁର୍ଗା ପୂଜା ପୂର୍ବରୁ ସବ୍ୟସାଚୀ ଦତ୍ତ ତୃଣମୂଳ କଂଗ୍ରେସ ଛାଡି ଭାଜପାରେ ଯୋଗ ଦେଇଥିଲେ। ଏଭଳି ପରିସ୍ଥିତିରେ ଦତ୍ତ ପୁଣି ଥରେ ଭାଜପା ଛାଡି ଦୁର୍ଗା ପୂଜାରେ ତୃଣମୂଳ କଂଗ୍ରେସରେ ଯୋଗ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମସିଡି ବିରୋଧରେ ସାଢ଼େ ୩ ହଜାର ଆବର୍ଜନା ରାବଣ ଜଳାଇ ଏଏପି କଲା ପ୍ରଦର୍ଶନ…

ନୂଆଦିଲ୍ଲୀ,୪।୧୦ : ଦଶହରା ଅବସରରେ ଆମ ଆଦମୀ ପାର୍ଟି ମଙ୍ଗଳବାର ରାଜଧାନୀ ଦିଲ୍ଲୀର ସାଢ଼େ ୩ ହଜାର ସ୍ଥାନରେ ରାବଣକୁ ଅଳିଆ ଆବର୍ଜନା ଜାଳି ଭାଜପା...

ସାଉଥ ନାଭାଲ କମାଣ୍ଡ ପରିଦର୍ଶନ କରିବେ ରାଷ୍ଟ୍ରପତି

ଥିରୁଭାନନ୍ତପୁରମ୍‌,୨୨।୧୨: ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ଦିନିଆ କେରଳ ଗସ୍ତରେ ଅଛନ୍ତି। ଏହି ଗସ୍ତରେ ସେଠାରେ ସେ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୂଚନା ମିଳିଛି...

ଚାଇନାର ଷଡ଼ଯନ୍ତ୍ର: ଉତ୍ତର-ପୂର୍ବରେ ଉଗ୍ରବାଦୀ ସଂଗଠନକୁ ସହାୟତା

ନୂଆଦିଲ୍ଲୀ,୮।୧୧: ଭାରତ ଉତ୍ତର-ପୂର୍ବ ଅଞ୍ଚଳରେ ଉଗ୍ରବାଦ ବୃଦ୍ଧି ପାଇଁ ଚାଇନା ଷଡ଼ଯନ୍ତ୍ର ରଚିଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।...

ସୁପ୍ରିମକୋର୍ଟରେ ଏଏପିର ବଡ଼ ବିଜୟ

ନୂଆଦିଲ୍ଲୀ,୧୮ା୨: ମେୟର ନିର୍ବାଚନରେ ଦିଲ୍ଲୀ ମହାନଗର ନିଗମ (ଏମ୍‌ସିଡି)ର ମନୋନୀତ ସଦସ୍ୟମାନେ ଭୋଟ ଦେଇପାରିବେ ନାହିଁ ବୋଲି ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ଏହି ରାୟ...

ହିଜାବ ବିବାଦରେ ‘ବୁଲେଟ୍‌’ ଏଣ୍ଟ୍ରି

ଭୋପାଳ,୧୦।୨: କର୍ନାଟକର ଏକ ସ୍କୁଲରୁ ଆରମ୍ଭ ହୋଇଥିବା ହିଜାବ ବିବାଦ ମାମଲା ଏବେ ମଧ୍ୟପ୍ରଦେଶରେ ପହଞ୍ଚିଛି। ବୁଧବାର ଝିଅମାନେ ହିଜାବ-ବୁର୍ଖାରେ ଫୁଟବଲ-କ୍ରିକେଟ ଖେଳିବା ପରେ ଏବେ...

ମା’ଙ୍କୁ ମିଳିଲାନି ଅକ୍ସିଜେନ, ସାନିଟାଇଜର ପିଇ ଜୀବନ ହାରିଲେ ଝିଅ

ବେଙ୍ଗାଲୁରୁ,୬।୫: ଦେଶରେ ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହର ଚାଲିଛି। ଫଳରେ ପୂରା ଦେଶରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି। ଏହା ମଧ୍ୟରେ ମହାରାଷ୍ଟ୍ରର ନାସିକରୁ ଏକ...

ସୋନଭଦ୍ରା ହତ୍ୟାକାଣ୍ଡ: ପୀଡିତ ପରିବାରର ସମ୍ପର୍କୀୟଙ୍କୁ ଭେଟିଲେ ପ୍ରିୟଙ୍କା

ମିର୍ଜାପୁର,୨୦।୭: ଉତ୍ତର ପ୍ରଦେଶର ସୋନଭଦ୍ରାରେ ୧୦ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା। ଏହି ମାମଲାରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ପୀଡିତ ପରିବାରଙ୍କୁ ଭେଟିବାକୁ...

ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ଶେଷ

ପାଟନା,୨ା୧୧(ଆଇଏଏନ୍‌ଏସ୍‌): ବିହାର ବିଧାନସଭା ଲାଗି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ୩ ତାରିଖରେ ହେବାକୁ ଥିବାବେଳେ ରବିବାର ସନ୍ଧ୍ୟାରେ ସେଠାରେ ପ୍ରଚାର ଶେଷ ହୋଇଛି। ଶେଷ ଦିନରେ...

Advertisement
Archives

Model This Week