ଏପ୍ରିଲ ୨୪ରେ ବିବାହ କରିବେ ଶାୟଲୀ

ବମ୍ବେ: ଇଣ୍ଡିଆନ ଆଇଡଲ ୧୨ର ସେକେଣ୍ଡ ରନର୍ସ ଅପ୍‌ ଶାୟଲୀ କାମ୍ବଲେ ବିବାହ କରିବେ। ଆସନ୍ତା ଏପ୍ରିଲ ୨୪ରେ ତାଙ୍କ ହାତଗଣ୍ଠି ପଡ଼ିବ। ବିବାହକୁ ଆଉ ଦିନ କେଇଟା ଥିବା ବେଳେ ଶାୟଲୀଙ୍କ ପରିବାର ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ଉପଯୁକ୍ତ ଦିନକୁ ଅପେକ୍ଷା।

ସୁପରଷ୍ଟାର ସିଙ୍ଗର ୨ରେ ଶାୟଲୀ ମେଣ୍ଟର ଭାବେ ନଜର ଆସିବେ। ଏଥିପାଇଁ ସେ ପୂର୍ବରୁ ବିବାହକୁ ନେଇ ଶପିଂ ସାରି ଦେଇଛନ୍ତି। କର୍ମ ଜୀବନ ଏବଂ ବ୍ୟକ୍ତିଗତ ଜୀବନକୁ ସନ୍ତୁଳିତ କରିବାକୁ ସେ ଚାହୁଁଥିଲେ। ଶେଷରେ ତାହା ହିଁ ହୋଇଛି।
ଗତ ବର୍ଷ ଡିସେମ୍ବରରେ ନିଜର ବନ୍ଧୁ ଧବଲଙ୍କ ସହ ଶାୟଲୀଙ୍କ ନିର୍ବନ୍ଧ ସରିଛି। ସେବେଠାରୁ ସେ ବିବାହର ଦିନକୁ ଅପେକ୍ଷା କରି ରହିଥିଲେ। ଏବେ ଦିନ ପାଖେଇ ଆସୁଥିବାରୁ ଶାୟଲୀ ବେଶ ଉତ୍ସାହିତ ଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତିବର୍ଷ ମାଆ ହେବାକୁ ଚାହାନ୍ତି ଭାରତି!

ମୁମ୍ବାଇ: କମେଡି କୁଇନ୍ ଭାରତିଙ୍କୁ କିଏ ବା ନ ଜାଣେ । ତାଙ୍କର ଭଲ କମିକ ଟାଇମିଂ ପାଇଁ ସେ ଦର୍ଶକଙ୍କ ନିକଟରେ ବେଶ ପରିଚିତ...

ପରଲୋକରେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ ଶଶିକଳାଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୮ ବର୍ଷ ହୋଇଥିଲା। ମୁମ୍ବାଇର ଏକ ହସ୍ପିଟାଲରେ ତାଙ୍କ ପରଲୋକ ଘଟିଥିବା ପରିବାର ଲୋକ...

କରୀନାଙ୍କ ଡାଏଟ୍‌ ପ୍ଲାନ୍‌

କରୀନାଙ୍କୁ ସ୍କ୍ରିନ୍‌ରେ ଦେଖିବା କ୍ଷଣି ଫ୍ୟାନଙ୍କ ମନରେ ପ୍ରଶ୍ନ ଉଠେ କ’ଣ ଖାଉଛନ୍ତି? ଏତେ ସୁନ୍ଦର ଆଉ ସ୍ଲିମ୍‌ ରହୁଛନ୍ତି। ତେବେ ଜାଣନ୍ତୁ ତାଙ୍କ ଡାଏଟ୍‌...

ଆଜି ବି ମିଳିଲାନି ଆର୍ୟନଙ୍କୁ ଜାମିନ, କାଲି ହେବ ଶୁଣାଣି

ମୁମ୍ବାଇ: କ୍ରୁଜ ଡ୍ରଗ୍ସ ମାମଲାରେ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ୟନଙ୍କ ଜାମିନ ଆବେଦନ ଉପରେ ମୁମ୍ବାଇ ହାଇକୋର୍ଟ ଶୁଣାଣି କରିଛନ୍ତି। ହାଇକୋର୍ଟରେ ଥିବା ନାର୍କୋଟିକ୍ସ...

ସୋସିଆଲ ମିଡିଆରେ ଲାଟେଷ୍ଟ ଫଟୋ ଶେୟାର କରି କ୍ରିତି କହିଲେ…

ମୁମ୍ବାଇ: ଅଭିନେତ୍ରୀ କ୍ରିତି ସାନନ ଇନ୍‌ଷ୍ଟାଗ୍ରାମରେ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି। ଏଥିରେ ସେ ଚକୋଲେଟ କଲରର ଶାଢ଼ିି ପିନ୍ଧି ବୋଲ୍ଡ ପୋଜ ଦେଉଥିବାର...

ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ସାଉଥ୍‌ ସୁପରଷ୍ଟାର, ବେବି ବମ୍ପ ଫଟୋ ଶେୟାର କଲେ ପତ୍ନୀ

ହାଇଦ୍ରାବାଦ: ବିବାହର ଦଶ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ସାଉଥ୍‌ ସୁପରଷ୍ଟାର ରାମ ଚରଣ। ସେ ଏବଂ ସ୍ତ୍ରୀ ଉପାସନା କାମିନେନୀ ପ୍ରଥମ ସନ୍ତାନକୁ...

ପ୍ରଥମଥର ପାଇଁ ପିତାଙ୍କ ସହ ଫିଲ୍ମରେ କାମ କଲେ ଜାହ୍ନବୀ, ଫଟୋ ଶେୟାର କରି କହିଲେ…

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ତାଙ୍କ ଆଗାମୀ ଫିଲ୍ମ ‘ମିଲି’ର ଶୁଟିଂରେ ବ୍ୟସ୍ତ ଥିଲେ। ବର୍ତ୍ତମାନ ସେ ତାଙ୍କ ଫିଲ୍ମର ଶୁଟିଂ...

ଆଖିବୁଜିଲେ ବଲିଉଡ୍‌ର ଏହି ପ୍ରସିଦ୍ଧ ଅଭିନେତ୍ରୀ

ବଲିଉଡ ଅଭିନେତ୍ରୀ କୁମକୁମଙ୍କର ଦେହାନ୍ତ ହୋଇଛି। ତାଙ୍କୁ ୮୬ ବର୍ଷ ହୋଇଥିଲା। ଦୀର୍ଘ ଦିନ ଧରି ସେ ଅସୁସ୍ଥ ଥିଲେ। ୧୯୩୪, ଏପ୍ରିଲ ୨୨ରେ ବିହାରର...

Advertisement
Archives

Model This Week