Advertisement

ଦୀପାବଳିରେ ଅଘଟଣ: ବାଣ ନିଆଁରେ ଜଳିଗଲା ୪ ବଖରା

ରୂପସା,୨୫।୧୦(ଡି.ଏନ୍‌.ଏ.):ଆଲୋକର ପର୍ବ ଦୀପାବଳି ଅବସରରେ ଆନନ୍ଦର ମାହୋଲ ଚାଲିଥିବା ବେଳେ ଘଟିଥିଲା ଅଘଟଣ । ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ପଣ୍ଡରୁଙ୍ଗୀ ଓ ଦତ୍ତପୁର ଗ୍ରାମରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଛି। ପଣ୍ଡରୁଙ୍ଗୀ ଗ୍ରାମର ବିନୋଦ ଜେନା ଓ କାହ୍ନୁଚରଣ ଜେନାଙ୍କ ୪ ବଖରା ବାସଗୃହ ଭସ୍ମୀଭୂତ ହୋଇଯାଇଛି। ଖବରପାଇ ବସ୍ତା ଓ ରାସଗୋବିନ୍ଦପୁର ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଘର ସହ ସମସ୍ତ ଆସବାବପତ୍ର ପୋଡି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଥି ସହ ନିଆଁରେ ପୋଡ଼ି ୩ଟି ଛେଳି, ୧୨ଟି କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨ଟି ଗୋରୁ ଆହତ ହୋଇଥିବା ଜଣାପଡ଼ିଛି। ଦୀପାବଳି ରାତିରେ ପିଲାମାନେ ବାଣ ଫୁଟାଉଥିବା ସମୟରେ ଘର ଛପରରେ ନିଆଁ ଲାଗିଥିଲା । ସେହିପରି ଦତ୍ତପୁର ଗ୍ରାମର ରମାକାନ୍ତ ବେହେରାଙ୍କ ଘରେ ବାଣ ନିଆଁରୁ ଅଗ୍ନିକାଣ୍ଡ ଘଟିଥିଲା। ଅଗ୍ନିଶମ ବାହିନୀ ପହଞ୍ଚିବା ପୂର୍ବରୁ ଗ୍ରାମବାସୀ ନିଆଁକୁ ଆୟତ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓ୍ବେସ୍କୋ ଘରୋଇକରଣକୁ କର୍ମଚାରୀଙ୍କ ବିରୋଧ

ଦେବଗଡ଼,୧୭ା୧୨(ଡି.ଏନ୍‌.ଏ.): ଓ୍ବେସ୍କୋ ଘରୋଇକରଣ ପ୍ରତ୍ୟାହାର ଦାବିରେ ବୁର୍ଲା ଓ୍ବେସ୍କୋ ମୁଖ୍ୟାଳୟଠାରେ ଧାରଣା ଦିଆଯାଇଥିଲା। ଏହି କ୍ରମରେ ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ମଧ୍ୟ ଅନୁରୂପ ବିଦ୍ୟୁତ୍‌...

ଆସୁଛି ଦୁର୍ଗାପୂଜା: ଏଥର ବାଜିବନି ଡିଜେ କି ଫୁଟିବନି ଆତସବାଜି

ଜଗତ୍‌ସିଂହପୁର ଅଫିସ୍‌, ୮ା୯: ଅକ୍ଟୋବର ୨ରୁ ୭ ତାରିଖ ପର୍ଯ୍ୟନ୍ତ ଦୁର୍ଗାପୂଜା। ଜଗତ୍‌ସିଂହପୁର ପୌରାଞ୍ଚଳରେ ଏହି ଉତ୍ସବ ଧୁମ୍‌ଧାମ୍‌ରେ ପାଳନ ହେବ। ତେଣୁ ଆଗାମୀ ଦଶହରା...

ନଦୀରେ ବୁଡ଼ି ନିଖୋଜ ଛାତ୍ରଙ୍କ ମଧ୍ୟରୁ ଜଣଙ୍କ ମୃତଦେହ ମିଳିଲା

ଫୁଲନଖରା,୩୧ା୮(ଡି.ଏନ୍‌.ଏ.): କଟକ ସଦର ଥାନା ଅନ୍ତର୍ଗତ ପ୍ରତାପନଗରୀସ୍ଥିତ କୁଆଖାଇ ନଦୀଘାଟରେ ଗାଧୋଇବାକୁ ଯାଇ ୫ଛାତ୍ର ନଦୀସ୍ରୋତରେ ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଛାତ୍ରଙ୍କ ମୃତଦେହ...

ଶାରୀଶୁଆ ପାହାଡ଼ରୁ ବୋହି ନେଲେ ମାଟି, ପଥର

ଖଇରା, ୨୦।୧: ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡରୁ ମାଟି ଓ ପଥର ଲୁଟ କରୁଥିବା ମାଫିଆମାନେ କିଛି ଦିନ ନୀରବ ରହିବା...

ଜିଲାର ସମସ୍ତ ପ୍ରବେଶ ପଥରେ ଚେକ୍‌ପୋଷ୍ଟ

ଛତ୍ରପୁର,୧୩ା୪(ଡି.ଏନ୍‌.ଏ.) – ରାଜ୍ୟ ସରକାର ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିଛନ୍ତି। ଏନେଇ ଏକ ବୈଠକ ସୋମବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ...

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଲୁଟ୍‌ ପାଇଁ ଗୁଳିମାଡ଼: ଟଙ୍କା ବଦଳରେ ଖାଲି ବାଗ୍‌ ନେଇ ଚମ୍ପଟ

ଚଣ୍ଡିଖୋଲ, ୧।୩ (ଡି.ଏନ୍‌.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ୧୬ ନଂ. ଜାତୀୟ ରାଜପଥ ବୈରୀ ଥାନା ଅଧୀନ ନେଳିଆ ଠାରେ ପେଟ୍ରୋଲ ପମ୍ପର...

ପଥରରେ ରାଧାକୃଷ୍ଣଙ୍କ ଯୁଗଳ ମୂର୍ତ୍ତି

ଖୋର୍ଦ୍ଧା ଅଫିସ,୨୭ା୧୦:  ଭକ୍ତର ଆରାଧନାରେ ଖୁସି ହୋଇ ଭଗବାନ ବିଭିନ୍ନ ରୂପରେ ପ୍ରକଟ ହୋଇଥାନ୍ତି। ଏଭଳି ଏକ ଅଲୌକିକ ଘଟଣା ବୋଲଗଡ଼ ବ୍ଲକର ବାଙ୍କେଇ ନିକଟ...

ପଥଚାରୀଙ୍କ ପାଇଁ ଭାଟେଣୀ ଭଗ୍ନ ସ୍ଲୁଇସ୍‌ କ୍ରିକ୍‌ ବିପଦପୂର୍ଣ୍ଣ

ମହାକାଳପଡ଼ା,୧୩ା୯(ଡି.ଏନ୍‌.ଏ.):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଚାଷଜମିରୁ ବନ୍ୟା, ଲୁଣିପାଣି, ଉଦ୍‌ବୃତ୍ତ ବର୍ଷାଜଳ ନିୟନ୍ତ୍ରଣ ଓ ନିଷ୍କାସନ ପାଇଁ ରାଜ୍ୟ ଜଳ ସମ୍ପଦ ବିଭାଗ ପକ୍ଷରୁ...

Advertisement
Archives

Model This Week