ଏଇ ଭାରତରେ

ବୟସ ୮୮। ତଥାପି ଚଳଚଞ୍ଚଳ ତାମିଲନାଡୁର ନଞ୍ଜାମଲ। ସେ ଦୁଇଟି ଗାଁର ପ୍ରାୟ ସବୁ ପରିବାରକୁ କିଚେନ ଗାର୍ଡେନ କରିବାରେ ସହଯୋଗ କରିଛନ୍ତି। କୋଏମ୍ବାଟୁର ପୁଙ୍ଗନଗରର ଥୋପାମପଟ୍ଟି ନିବାସୀ ନଞ୍ଜାମଲ ନିଜେ କରିଥିବା କିଚେନ ଗାର୍ଡେନରୁ ୧୭ ପ୍ରକାର ପରିବା ଉପତ୍ାଦନ କରିବା ସହ ତାଙ୍କ ଗାଁର ସମସ୍ତଙ୍କ ଘରେ ଏହି ଗାର୍ଡେନ କରି ପରିବା ଚାଷ କରାଇପାରିଛନ୍ତି। ସକାଳୁ ଉଠି ନିଜ ଗାର୍ଡେନର ଯନତ୍ ନେବା ପରେ ବାହାରି ଯାଉଛନ୍ତି ଅନ୍ୟମାନଙ୍କ ଗାର୍ଡେନର ଅନୁଧ୍ୟାନ କରିବାକୁ। ଏହାବ୍ୟତୀତ ଏରୋଡେ ଜିଲା ତାଙ୍କ ପୈତୃକ ଗାଁ ଅନପଲାୟମରେ ମଧ୍ୟ କିଚେନ ଗାର୍ଡେନ କରିବାକୁ ସେ ଲୋକମାନଙ୍କୁ ସହଯୋଗ କରୁଛନ୍ତି। ସପ୍ତାହକୁ ଦୁଇଦିନ ସେହି ଗାଁକୁ ଯାଉଛନ୍ତି ଗାର୍ଡେନ୍‌ଗୁଡ଼ିକର ଭଲମନ୍ଦ ବୁଝିବାକୁ। ଦୁଇଟି ଗାଁରେ ସେ ୧୬୦ରୁ ଊର୍ଦ୍ଧ୍ୱ ପରିବାରରେ କିଚେନ୍‌ ଗାର୍ଡେନ କରାଇ ପାରିଛନ୍ତି। ନଞ୍ଜାମଲ ଲୋକମାନଙ୍କୁ ମଞ୍ଜି ଓ ଚାରା ବି ଯୋଗାଇ ଦେଉଛନ୍ତି। ଏଥିପାଇଁ ତାଙ୍କୁ ଲୋକେ ‘ପରିବା ଆଈମା’ ବୋଲି ସମ୍ବୋଧନ କରୁଛନ୍ତି। ସବୁ ଗାର୍ଡେନରେ ଜୈବିକ ଉପାୟରେ ଚାଷ କରାଯାଉଛି। ଉକ୍ତ କାର୍ଯ୍ୟରେ ନଞ୍ଜାମଲଙ୍କୁ ତାଙ୍କ ପୁଅ ଭାରତୀ ଚିନାସ୍ବାମୀ ସହଯୋଗ କରୁଛନ୍ତି। ଏହି ଦୁଇ ଗାଁ ପରେ ଏବେ ମା’ପୁଅ କୋଏମ୍ବାଟୁରର ୧୦ଟି ଗାଁରେ କିଚେନ ଗାର୍ଡେନ ଅଭିଯାନ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବା ପାଇଁ ମଧ୍ୟପ୍ରଦେଶ ଉଜ୍ଜୟିନୀ ମ୍ୟୁନିସିପାଲ କର୍ପୋରେଶନ କମିଶନର ଅନଶୁଲ ଗୁପ୍ତାଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୧୨୫ ସ୍ବେଚ୍ଛାସେବୀଙ୍କ ସହାୟତାରେ ଉଜ୍ଜୟିନୀର ୟାମ୍‌…

ନୀରବତା ଏକ ମୃଗତୃଷ୍ଣା

ଜଡ! ତୁମେ ନିଷ୍କ୍ରିୟ ହୋଇ ପଡ଼ିରହିଛ। ତୁମକୁ ମଣିଷ ହୋଇ ବଞ୍ଚି ରହିବାର କୌଣସି ଅଧିକାର ନାହିଁ। ଅତିଶୟ ଅନ୍ୟାୟର ବଳୟରେ ସୁପ୍ତପ୍ରାୟ ତୁମ ଜୀବନ ଧିକ୍‌…

ସର୍ଜନଶୀଳ ଓଡ଼ିଶା

ଥିବୀର ଯେକୌଣସି ଗୌରବମୟ ସଂସ୍କୃତି ମଧ୍ୟରେ ଓଡ଼ିଆ ସଂସ୍କୃତି କେବଳ ଅନ୍ୟତମ ନୁହେଁ, ଅନନ୍ୟ। ଓଡ଼ିଆଙ୍କ ଜୀବନ ଦର୍ଶନ, ଚିନ୍ତା ଚେତନା,ଭାବଭାବନା ତଥା ଏ ଜାତିର କାରୁକାର୍ଯ୍ୟ,…

ଅନେକ ମେରୁ

ଯେତେବେଳେ ସାଧାରଣ ନାଗରିକ କୌଣସି ଯୁଦ୍ଧରେ ଏକତ୍ରିତ ହୋଇ ଲାଗିପଡ଼ନ୍ତି, ସେହି ଯୁଦ୍ଧ ସମ୍ପୂର୍ଣ୍ଣ ଭିନ୍ନ ରୂପ ନେଇଥାଏ। ତାହା ନାଗରିକଙ୍କ ଯୁଦ୍ଧ ପାଲଟିଯାଇଥାଏ; ଯେତେବେଳେ ନେତୃତ୍ୱ…

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri