ଏଇ ଭାରତରେ

୭୦ ବର୍ଷ ବୟସର ଜଣେ ଚାଷୀ ଏବେ ସଭିଙ୍କ ପାଇଁ ପ୍ରେରଣା। ଗୁଜରାଟର ନବସାରିର ସରିଖୁର୍ଦ ଗାଁର କିରଣ ନାୟକ କୃଷିରେ ନିଜ ଦକ୍ଷତା ପ୍ରତିପାଦନ କରିବା ସହ ଜିଆଖତ ଉପତ୍ାଦନରେ ସଫଳତା ପାଇଛନ୍ତି। ପରିଣତ ବୟସରେ ଦିନକୁ ୧୨ ଘଣ୍ଟା କାମ କରି ବର୍ଷକୁ ୭,୦୦୦ ବ୍ୟାଗ୍‌ ଅର୍ଥାତ୍‌ ୩,୫୦୦ କୁଇଣ୍ଟାଲ୍‌ ଜିଆଖତ ବିକ୍ରି କରୁଛନ୍ତି। ପ୍ରତି ବ୍ୟାଗ୍‌ରେ ୫୦ କେ.ଜି. ଖତ ରହୁଛି। କିରଣଙ୍କ ଏହି କାର୍ଯ୍ୟରେ ତାଙ୍କ ପୁଅ ସହଯୋଗ କରୁଛନ୍ତି। ୧୫ ବର୍ଷ ବୟସରୁ ସେ କୃଷି ସହ ଜଡ଼ିତ ଅଛନ୍ତି। ୨୦୦୮ରେ ନବସାରି କୃଷି ବିଶ୍ୱବିଦ୍ୟାଳୟରୁ ଜିଆଖତ ସମ୍ପର୍କରେ ପ୍ରଶିକ୍ଷଣ ନେବା ପରେ ପ୍ରଥମେ ସେ ୧୦ କେ.ଜି. ଜିଆରୁ ଜୈବିକ ଖତ ପ୍ରସ୍ତୁତ କରିବା ଆରମ୍ଭ କରିଥିଲେ। ଦୁଇବର୍ଷ ପରେ ସେ ବର୍ଷକୁ ୨୦୦ରୁ ୩୦୦ ବ୍ୟାଗ୍‌ ଖତ ବିକ୍ରି କରିବାକୁ ସକ୍ଷମ ହୋଇଥିଲେ ଓ ରେକର୍ଡ ପରିମାଣର ଜିଆଖତ ପ୍ରସ୍ତୁତ କରି ଏ କ୍ଷେତ୍ରରେ ରାଜ୍ୟ କୃଷି ବିଭାଗ ତରଫରୁ ପୁରସ୍କୃତ ହୋଇଛନ୍ତି। ଏବେ ସେ ଜଣେ ପ୍ରଶିକ୍ଷକ ଭାବେ ୫୦୦୦ କୃଷକଙ୍କୁ ଜିଆଖତ ପ୍ରସ୍ତୁତି ନେଇ ପ୍ରଶିକ୍ଷଣ ଦେଇସାରିଲେଣି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri