ଏଇ ଭାରତରେ

ହଜାରେ କି ଦୁଇ ହଜାର ନୁହେଁ, ୩୮,୦୦୦ ମହିଳା କୃଷକ ମରୁଡ଼ି ଅଞ୍ଚଳକୁ ଶସ୍ୟଶାମଳା କରିବା କିଛି କମ୍‌ କଥା ନୁହେଁ। ମହାରାଷ୍ଟ୍ରର ମରାଠାଓ୍ବାଡର ମହିଳାମାନଙ୍କ ଦ୍ୱାରା ଏହା ସମ୍ଭବ ହୋଇଛି। ସେମାନେ ନୂତନ ଜ୍ଞାନକୌଶଳ ଉପଯୋଗ କରି ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଚାଷ ଦ୍ୱାରା ସେମାନେ ଆୟ ଦୁଇଗୁଣ ବଢ଼ାଇ ପାରିଛନ୍ତି। ପୁଣେର ‘ସ୍ବୟଂ ଶିକ୍ଷାନ ପ୍ରୟୋଗ’ ସଂସ୍ଥା ଦ୍ୱାରା ଉପଯୋଗ କରାଯାଉଥିତ୍ତ୍ତ୍ତ୍ବା ‘ଏକ ଏକର ମଡେଲ’ରେ ମହିଳାମାନେ ଚାଷ କରୁଛନ୍ତି। । ମମଦାପୁର ଗାଁର ସନ୍ତୋଷୀ ସୁର୍ଭସେ ପ୍ରଥମେ ୨୦୧୫ରେ ଏହି ମଡେଲରେ ଚାଷ ଆରମ୍ଭ କରିଥିଲେ। ସେ ୧ ଏକର ଜମିରେ ଜୈବିକ ଚାଷ କରି ସଫଳ ହେବା ପରେ ଗାଁର ୨୦ ଜଣ ମହିଳାଙ୍କୁ ଏଥିପ୍ରତି ଆକର୍ଷିତ କରିପାରିଥିଲେ। ମମଦାପୁର ଭଳି ମରାଠାଓ୍ବାଡର ବହୁ ଗାଁରେ ଏବେ ଏହି ମଡେଲ ଚାଷରେ ହଜାର ହଜାର ମହିଳା ସାମିଲ ହେବାରେ ଲାଗିଛନ୍ତି । ଚାଷରୁ ଆୟ ଦୁଇଗୁଣ ବଢ଼ିବା ପରେ ମରାଠାଓ୍ବାଡରେ କୃଷକ ଆମତ୍ହତ୍ୟା ମଧ୍ୟ କମିବାରେ ଲାଗିଛି। ମହିଳାମାନେ ଏବେ ଜିଆଖତ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନର କୋଲିଆ ଗାଁର ଗୁପ୍ତା ପରିବାରର ପ୍ରୟାସରେ ଅନେକ ହଜାର ମହିଳା ସଶକ୍ତହେବା ସହ ରୋଜଗାରକ୍ଷମ ହୋଇପାରିଛନ୍ତି। ୨୦୧୫ରେ ଏକ କୌଶଳ ବିକାଶ କେନ୍ଦ୍ର ଖୋଲି...

ଉତ୍ସବ ଓ ଭାଷଣ

ଗୋଟିଏ ବର୍ଷ ସରୁଛି, ଆଉ ଗୋଟିଏ ଆସୁଛି। ଏଇ ଗମନାଗମନ ବେଳରେ ସାରା ରାଇଜ ଉତ୍ସବମୁଖର ହୋଇଉଠିଛି। ଶିକ୍ଷା ଅନୁଷ୍ଠାନରେ ଚାଲିଛି କ୍ରୀଡ଼ା ଉତ୍ସବ, ପୁରସ୍କାର...

ପେନ୍‌ସନ୍‌ଭୋଗୀଙ୍କ ଆଶଙ୍କା

ଏବେ ସାମାଜିକ ଗଣମାଧ୍ୟମରେ ଗୋଟିଏ ବାର୍ତ୍ତା ପ୍ରଚାରିତ ହେଉଛି ଯେ ଆଗାମୀ ଅଷ୍ଟମ ଦରମା ଆୟୁକ୍ତଙ୍କ ସୁପାରିସରେ ପେନ୍‌ସନଭୋଗୀଙ୍କ ପେନ୍‌ସନ୍‌ ପରିମାଣ ପୁନଃ ନିର୍ଦ୍ଧାରିତ ହେବନାହିଁ।...

ନୀରବ ଘାତକ

ବାୟୁ ପ୍ରଦୂଷଣ କୋଭିଡ୍‌ ପରବର୍ତ୍ତୀ କାଳରେ ଭାରତର ସବୁଠାରୁ ଗମ୍ଭୀର ଜନସ୍ବାସ୍ଥ୍ୟ ସଙ୍କଟ ବୋଲି ଜଣାପଡ଼ିଛି। ଚିକିତ୍ସା ବିଶେଷଜ୍ଞମାନେ ସତର୍କ କରାଇଛନ୍ତି ଯେ, ଜରୁରୀ ଓ...

ଏଇ ଭାରତରେ

ତ୍ରିପୁରା ସେପାହିଜାଲା ଜିଲାରେ ଅତ୍ୟଧିକ ବାଲ୍ୟବିବାହ ହୋଇଥାଏ। ଏବେ କିନ୍ତୁ ତାହା ବହୁ ପରିମାଣରେ କମିଯାଇଛି। ସେପାହିଜାଲା ଜିଲାପାଳ ସିଦ୍ଧାର୍ଥ ଜୟସ୍ବାଲଙ୍କ ଦ୍ୱାରା ଏହା ସମ୍ଭବ...

ସତରେ ଆମେ କ’ଣ ମଣିଷ

ତପଡ଼ାରୁ ପୁରୀ ଫେରିବା ବାଟରେ ଏକ ଅଜବ ତଥା ଭାରାକ୍ରାନ୍ତ ଅନୁଭୂତି ନେଇ ଘରକୁ ଫେରିଲି। ବିଶେଷକରି ସାତପଡ଼ାରୁ ବ୍ରହ୍ମଗିରି ମୁଖ୍ୟ ରାସ୍ତାରେ ପଲପଲ ଗାଈ,...

ଭାରତର ସାଗରକେନ୍ଦ୍ର

ସାମଗ୍ରିକ ଭାବେ ମହାକାଶ ଏବଂ ବିଶେଷକରି ଚନ୍ଦ୍ର ଓ ମଙ୍ଗଳ ଉପରେ ବିଗତ ବର୍ଷ ବର୍ଷ ଧରି ଚାଲିଛି ବିବିଧ ଗବେଷଣା। ଏବେ ସେଠାରେ ନିୟମିତ...

ଓଟ ଉପରେ ବରଫ

ଓଟକୁ ମରୁଭୂମିର ଜାହାଜ ବୋଲି କୁହାଯାଏ। ବିସ୍ତୀର୍ଣ୍ଣ ବାଲୁକା ଉପରେ ଏହି ପ୍ରାଣୀ ମାଇଲ ମାଇଲ ଯାଉଥିବାର ଦୃଶ୍ୟ ଆଖିରେ ଯେଉଁମାନେ ଦେଖି ନ ଥିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri