Posted inଜାତୀୟ

ଟଳିଲା ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ

ଶ୍ରୀନଗର, ୨୦ା୭: ଜମ୍ମୁ-କଶ୍ମୀରର ଶ୍ରୀନଗର ଜିଲାରେ ୩୦ କେଜି ଆଇଇଡି ବିସ୍ଫୋରକକୁ ମଙ୍ଗଳବାର ନିଷ୍କ୍ରିୟ କରିଦେଇଛି ସୁରକ୍ଷା ବଳ। ଫଳରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ଯୋଜନାକୁ ପଣ୍ଡ କରିଦିଆଯାଇଛି। କାରଣ ଶ୍ରୀନଗରର ଉପକଣ୍ଠ ଅଞ୍ଚଳର ତଙ୍ଗପୁରା ବନ୍ଧ ଠାରେ ରାସ୍ତା ଠାରୁ ୭୦୦ ମିଟର ଦୂରରେ ଏତେ ପରିମାଣର ବିସ୍ଫୋରକ ଲୁଚାଯାଇଥିଲା। ସୋମବାର ରାତିରେ ଖବର ପାଇବା ପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେଶନ। ଉପତ୍ୟକାକୁ ଅସ୍ଥିର କରିବା ପାଇଁ ଆତଙ୍କବାଦୀମାନେ ଏଭଳି ପ୍ରୟାସ କରିଥିବା ପୋଲିସ ପକ୍ଷରୁ କୁହାଯାଇଛି।

ମଙ୍ଗଳବାର ସକାଳେ ସେନାର ବୋମା ନିଷ୍କ୍ରିୟକାରୀ ଦଳ ସଫଳତାର ସହ ବିସ୍ଫୋରକକୁ ନିଷ୍କ୍ରିୟ କରିଥିଲେ। ତଙ୍ଗପୁରା ଅଞ୍ଚଳରେ ସର୍ଚ୍ଚ ଅପରେଶନ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ରବି ଶଙ୍କରଙ୍କୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନ

ନୂଆଦିଲ୍ଲୀ,୯।୨: ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଆମେରିକାର ଏକ ବିଶ୍ୱ ବିଦ୍ୟାଳୟ ପକ୍ଷରୁ ବିଶ୍ୱ ନାଗରିକତା ରାଜଦୂତ ସମ୍ମାନରେ ସମ୍ମାନୀତ କରାଯାଇଛି। ବିଶ୍ୱବାସୀଙ୍କ ପାଇଁ ରବିଶଙ୍କରଙ୍କ ଉଲ୍ଲେଖନୀୟ...

‘ ଭାକ୍ସିନ ନୁହେଁ, କରୋନା ଉପରେ ମଦ କାମ ଦେବ ’

ନୂଆଦିଲ୍ଲୀ,୧୯।୪ : ଭାକ୍ସିନ ଦ୍ୱାରା କିଛି ହେବ ନାହିଁ। ମଦ ହିଁ ସାହାଯ୍ୟ କରିବ। ଦିଲ୍ଲୀରେ ୬ ଦିନିଆ ଲକ୍‌ଡାଉନ ଘୋଷଣା ହେବା ପରେ ଶିବପୁରୀ...

୩ ଭଉଣୀଙ୍କୁ କାମୁଡ଼ିଲା ସାପ, ରାତି ସାରା ଚାଲିଲା ଝଡ଼ାଫୁଙ୍କା; ଆଉ ସକାଳେ…

ରାଞ୍ଚି, ୨୦।୧୦: ଝାଡ଼ଖଣ୍ଡର ସିମଡେଗାଠାରେ ସାପ କାମୁଡ଼ିବା ପରେ ଅନ୍ଧବିଶ୍ୱାସ ହେତୁ ୩ ଭଉଣୀଙ୍କ ଜୀବନ ଚାଲିଯାଇଛି। ରାତିରେ ଚଟାଣରେ ଶୋଇଥିବାବେଳେ ୩ ଭଉଣୀଙ୍କୁ ସାପ...

ଥାନା ବାବୁଙ୍କ ଦାଦାଗିରି: ନ ନାଚିଲେ ଦାଏର ହେବନି ମାମଲା

କାନପୁର, ୧୮।୮: ଆଇନର ରକ୍ଷକ ସାଜିଥିବା ପୋଲିସଙ୍କ ପାଖକୁ ଲୋକେ ସହାୟତା ମାଗିବାକୁ ଯାଇଥାନ୍ତି। ଏପରିସ୍ଥଳେ ପୋଲିସ ଯଦି ଲୋକଙ୍କୁ ହଇରାଣ କରେ ତେବେ ତାହା...

ଶେଷ ହେଲା ଅପେକ୍ଷା : ସୁଶାନ୍ତଙ୍କ ମୃତ୍ୟୁ ଉପରୁ ପରଦା ଉଠାଇବ ଏହି ଫିଲ୍ମ

ମୁମ୍ବାଇ, ୧୩ା୪- ସ୍ବର୍ଗତ ବଲିଉଡ୍‌ ଅଭିନେତା ସୁଶାନ୍ତଙ୍କ ଜୀବନ ଉପରେ ନିର୍ମିତ ଫିଲ୍ମ ‘ନ୍ୟାୟ : ଦ ଜଷ୍ଟିସ’ର ଟ୍ରିଜର ମଙ୍ଗଳବାର ରିଲିଜ ହୋଇଛି। ରିଲିଜ...

ଜି୭ ବୈଠକରେ ଯୋଗଦେବାକୁ ଯାଇଥିବା ୨ ଭାରତୀୟ ପ୍ରତିନିଧି କରୋନା ସଂକ୍ରମିତ

ଲଣ୍ଡନ,୫।୫: ଲଣ୍ଡନରେ ଅନୁଷ୍ଠିତ ହେବାକୁ ଥିବା ଜି ୭ ବହିର୍ବ୍ୟାପାର ମନ୍ତ୍ରୀମାନଙ୍କ ବୈଠକରେ ଯୋଗ ଦେବାକୁ ଯାଇଥିବା ଭାରତର ୨ ଜଣ ପ୍ରତିନିଧି କୋଭିଡ୍‌ ପଜିଟିଭ୍‌...

ମେ ଶେଷ ସୁଦ୍ଧା ମନରେଗାରେ ୫୦ ଲକ୍ଷ ପାଇବେ ନିଯୁକ୍ତି: ଯୋଗୀ

ଲକ୍ଷ୍ନୌ,୧୪।୫: ମେ ଶେଷ ସୁଦ୍ଧା ଉତ୍ତରପ୍ରଦେଶରେ ୫୦ ଲକ୍ଷ ଲୋକଙ୍କୁ ମନରେଗା ଅନ୍ତର୍ଗତ ନିଯୁକ୍ତି ପ୍ରଦାନ କରାଯିବ। ଧାର୍ଯ୍ୟ ଲକ୍ଷ୍ୟ ପୂରଣ ପାଇଁ ସରକାର ଉଦ୍ୟମ...

ବର୍ଷାଋତୁ ପୂର୍ବରୁ ବୁଢ଼ା ପାହାଡ଼ ହେବ ମାଓମୁକ୍ତ: ଆରମ୍ଭ ହେବ ଅପରେଶନ୍‌ ଅଲ୍‌ଆଉଟ୍‌

ରାଞ୍ଚି ୨୫।୫: ବର୍ଷାଋତୁ ପୂର୍ବରୁ ଛତିଶଗଡ଼ ଏବଂ ଝାଡ଼ଖଣ୍ଡ ମଧ୍ୟରେ ଥିବା ବୁଢ଼ା ପାହାଡ଼ ଅଞ୍ଚଳକୁ ମାଓମୁକ୍ତ କରାଯିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏଠାରେ...

Advertisement
Archives

Model This Week