ଶତାଧିକ କଂଗ୍ରେସ, ଭାଜପା କର୍ମୀ ବିଜେଡିରେ ସାମିଲ

ହାଟଡିହୀ,୨୧l୫(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର କାଠକଟା ପଞ୍ଚାୟତର ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ସୁବ୍ରତ ସାମଲଙ୍କ ତତ୍ୱାବଧାନରେ ବିଜେଡିରେ ସାମିଲ ହୋଇଛନ୍ତି l ତରତରା ଠାରେ ଆୟୋଜିତ ମିଶ୍ରଣ ପର୍ବରେ କେନ୍ଦୁଝର ସେଣ୍ଟ୍ରାଲ କୋଅପରେଟିଭ ବ୍ୟାଙ୍କ ଡାଇରେକ୍ଟର ଦେବପ୍ରିୟ ପାତ୍ର,ବିଜେଡି ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ସେଠି,ଆନନ୍ଦପୁର ବିଜେଡି ବ୍ଲକ ସଭାପତି ରାମଚନ୍ଦ୍ର ପଲେଇ,ଜିତେନ୍ଦ୍ର ସାମଲ, ମନ୍ଦର ସାମଲ ପ୍ରମୁଖଙ୍କ ସମେତ ବହୁ ସଂଖ୍ୟାରେ ବଳିଷ୍ଠ ନେତୃତ୍ୱ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ l କାଠକଟା ପଞ୍ଚାୟତର ସରପଞ୍ଚ ବିଚିତ୍ର ଜେନାଙ୍କ ସମେତ ଶତାଧିକ କଂଗ୍ରେସ ଏବଂ ଭାଜପା କର୍ମୀ ବିଜେଡିରେ ସାମଲ ହୋଇଥିଲେ l ବିଧାୟକ ପ୍ରାର୍ଥୀ ଅଭିମନ୍ୟୁ ଦଳ ତରଫରୁ ନବାଗତଙ୍କୁ ସ୍ବାଗତ କରିଥିବା ବେଳେ ବିଜେଡି ଡବଲ ଶଙ୍ଖ ଚିହ୍ନରେ ଭୋଟ ଦେଇ ବିରୋଧୀଙ୍କୁ ମୁକାବିଲା ପାଇଁ ଆହ୍ବାନ ଦେଇଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଅଭିଷେକ ଶର୍ମାଙ୍କ ସ୍ପେଶାଲ ଡ୍ୟାନ୍ସ, ହୃଦୟ ଜିତିଲା ଏମ.ଏସ. ଧୋନିଙ୍କ ଉତ୍ସବ ପାଳନ ଶୈଳୀ, ଦେଖନ୍ତୁ କ୍ରିକେଟରଙ୍କ ସ୍ପେଶାଲ ଦୀପାବଳି

ନୂଆଦିଲ୍ଲୀ,୯।୧୧: ସମ୍ପୂର୍ଣ୍ଣ ଦେଶ ବର୍ତ୍ତମାନ ଦୀପାବଳିର ଆଲୋକରେ ଝଲସି ଉଠୁଛି। ସମସ୍ତେ ଏହି ପର୍ବକୁ ବେଶ ଉତ୍ସାହର ସହ ପାଳନ କରିଛନ୍ତି ଏବଂ ଭାରତୀୟ କ୍ରିକେଟରମାନେ ମଧ୍ୟ…

ଲଗାତର ବିଫଳତାରେ ଧୈର୍ଯ୍ୟହରା ହେଉଛନ୍ତି କି? ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି କଥାକୁ ରଖନ୍ତୁ ଧ୍ୟାନ, ସଫଳତାର ଶିଖରରେ ପହଞ୍ଚିପାରିବ

ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ସମସ୍ତେ ସଫଳତା ପାଇପାରିବେ। ଜୀବନରେ ସମସ୍ତେ ସଫଳତା ପାଇଁ ଧାଁ ଧୌଡ଼ କରନ୍ତି। ଏହି ସମୟ ମଧ୍ୟରେ କିଛି ଲୋକ ଆଗକୁ ବଢ଼ିଥାନ୍ତି,…

କେନ୍ଦ୍ରୀୟ କର୍ମଚାରୀଙ୍କୁ ବଡ଼ ଖୁସି ଖବର! ଅଷ୍ଟମ ବେତନ ଆୟୋଗରେ ମିଳିବ ଏତିକି ଲକ୍ଷ

ନୂଆଦିଲ୍ଲୀ,୯।୧୧: ଦେଶର ୧ କୋଟିରୁ ଅଧିକ କେନ୍ଦ୍ରୀୟ କର୍ମଚାରୀ ଓ ପେନ୍‌ସନ୍‌ଭୋଗୀଙ୍କ ପାଇଁ ଅଷ୍ଟମ ବେତନ ଆୟୋଗ ଏକ ବଡ଼ ଆଶା ସୃଷ୍ଟି କରିଛି । ସପ୍ତମ…

ବିଶ୍ୱର ଟପ୍‌-୫ ଭୟଙ୍କର ବୋଲର୍‌ଙ୍କ ତାଲିକା ପ୍ରକାଶ କଲେ ଭିଭି ରିଚାର୍ଡସ, ଏହି ଭାରତୀୟ ବୋଲରଙ୍କୁ ମିଳିଲା ୧ ନମ୍ବର ସ୍ଥାନ

ନୂଆଦିଲ୍ଲୀ,୯।୧୧: କ୍ରିକେଟ ଇତିହାସର ଅନ୍ୟତମ ମହାନ ବ୍ୟାଟର୍‌ ଭିଭି ରିଚାର୍ଡସ ନିଜ କ୍ୟାରିୟରରେ ଯେଉଁ ୫ ଜଣ ବୋଲରଙ୍କୁ ସାମ୍ନା କରିବା ସବୁଠୁ କଷ୍ଟକର ମନେ କରୁଥିଲେ,…

ପାକିସ୍ତାନ ଟିମ୍‌ରେ ଖେଳାଳି ଚୟନକୁ ନେଇ ବିବାଦ, ବାବର ଆଜମ କଲେ ବଡ଼ ଖୁଲାସା

ପାକିସ୍ତାନ କ୍ରିକେଟ୍‌ ଟିମ୍‌ରେ ଖେଳାଳି ଚୟନକୁ ନେଇ ପୁଣି ଥରେ ପ୍ରଶ୍ନ ଉଠିଛି । ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଦଳରେ ହୋଇଥିବା…

ଡିସେମ୍ବରରେ ବାଂଲାଦେଶରେ ବଡ଼ ଝଡ଼ ସୃଷ୍ଟି ହେବାକୁ ଯାଉଛି; ପାସପୋର୍ଟ ପାଇଁ ଆବେଦନ କରିଛନ୍ତି ଶେଖ ହସିନା

ନୂଆଦିଲ୍ଲୀ/ଢାକା,୯।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଡିସେମ୍ବରରେ ନିଜ ଦେଶକୁ ଫେରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ହିଂସାତ୍ମକ ବିକ୍ଷୋଭ ପରେ ତାଙ୍କ ସରକାର କ୍ଷମତାଚ୍ୟୁତ ହୋଇଥିଲା…

କିଏ ସେହି ଚାଇନିଜ ମହିଳା ଆଲିସ ହୁଆଙ୍ଗ? ଯିଏ ଏନଭିଡିଆ (Nvidia) ସିଇଓ ଜେନସେନଙ୍କୁ ‘ହନି ଟ୍ରାପ’ରେ ଫସାଇଲେ

ଓ୍ବାଶିଂଟନ,୯।୧୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ଚିପ ଏବଂ ସେମିକଣ୍ଡକ୍ଟର ଉତ୍ପାଦନ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବଡ଼ କମ୍ପାନୀ‘ଏନଭିଡିଆ’ (Nvidia) ର ସିଇଓ ଜେନସେନ ହୁଆଙ୍ଗ, ଜଣେ ଚାଇନିଜ…

ଦୀପାବଳିରେ ଏଭଳି ବୟାନ ଦେଇ ବିବାଦରେ ଖାର୍ଗେ, ଘେରିଲା ଭାଜପା

ନୂଆଦିଲ୍ଲୀ,୯।୧୧: ସାରା ଦେଶରେ ରବିବାର ଧୁମ୍‌ଧାମ୍‌ରେ ପାଳିତ ହୋଇଛି ଆଲୋକର ପର୍ବ ଦୀପାବଳି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ବିଶିଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?