Posted inଜାତୀୟ

‘ଦଳ ମୋତେ ଅପମାନିତ କରିଛି’

ଚଣ୍ଡିଗଡ଼,୧୮।୯: ବହୁ ବାଦବିବାଦ ପରେ ଶେଷରେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଶନିବାର ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ଅମରିନ୍ଦର ଗଣମାଧ୍ୟମକୁ କହିଛନ୍ତି, ସକାଳେ ସୋନିଆ ଗାନ୍ଧୀଙ୍କ ସହ କଥା ହୋଇଥିଲି। ଆଲୋଚନା ବେଳେ ଗତ କିଛି ମାସ ମଧ୍ୟରେ ୩ ଥର ପଞ୍ଜାବ କଂଗ୍ରେସ ବିଧାୟକ ଦଳ ବୈଠକ ବସିଛି। ଏହା ଦ୍ବାରା ସେ ଅପମାନିତ ଅନୁଭବ କରୁଛନ୍ତି। ତେଣୁ ଶନିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା କଥା ଜଣାଇଥିଲି। ଏବେ ଦଳ ଯାହା ଉପରେ ଭରସା ଅଛି ତାଙ୍କୁ ମୁଖ୍ୟମନ୍ତ୍ରୀ କରୁ। ଏଥିରେ ତାଙ୍କର କୌଣସି ଆପତ୍ତି ନାହିଁ । ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ମୁଁ ଦଳରେ ରହିଛି। ତେବେ ଆଗାମୀ ଭବିଷ୍ୟତକୁ ନେଇ ବିକଳ୍ପ ରହିଛି। ସମର୍ଥକ ଓ ଲୋକଙ୍କ ସହ ଆଲୋଚନା ପରେ ଠିକ୍‌ ସମୟ ଆସିଲେ ନିଷ୍ପତ୍ତି ନେବି।


Enter your email to get our daily news in your inbox.

All Right Reserved By Dharitri.Com

ଶକ୍ତିକାନ୍ତଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର…

ନୂଆଦିଲ୍ଲୀ,୧୪।୬ : ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ) ଗଭର୍ନର ଶକ୍ତିକାନ୍ତ ଦାସଙ୍କୁ ‘ଗଭର୍ନର ଅଫ୍‌ ଦ ଇୟର’ ପୁରସ୍କାର ପ୍ରଦାନ କରାଯାଇଛି। ଏହି ସମ୍ମାନ...

ସକ୍ରିୟ ମାମଲା ୨୩ ହଜାରରୁ କମ,ଦୈନିକ ସଂକ୍ରମଣ ୧୫ ଶହ ତଳେ…

ନୂଆଦିଲ୍ଲୀ, ୯।୫: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିକ୍ରମ ଗୋଖଲେଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ମୁମ୍ବାଇ,୨୬ା୧୧: ଭେଟେରାନ ଅଭିନେତା ବିକ୍ରମ ଗୋଖଲେଙ୍କ ଶନିବାର ଦେହାନ୍ତ ହୋଇଛି। ୭୭ ବର୍ଷୀୟ ଅଭିନେତା ପୁଣେର ଦୀନନାଥ ମଙ୍ଗେସକର ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।...

ଦ୍ୱିତୀୟ ଲହର ଯୋଗୁ ଲୋକଙ୍କୁ ମିଳୁନି ଦୁଇମୁଠା ଖାଦ୍ୟ: ଏକ କୋଟିରୁ ଅଧିକ ବେରୋଜଗାର…

ନୂଆଦିଲ୍ଲୀ,୧।୬: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଦେଶର ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସଙ୍କଟ ଜନକ ସ୍ଥିତିରେ ପହଞ୍ଚିଛି। କରୋନା ମହାମାରୀ ଯୋଗୁ...

କମୁଛି ନୀତୀଶଙ୍କ ଲୋକପ୍ରିୟତା ଅଡୁଆରେ ଭାଜପା!

ପାଟନା,୧୮ ।୯: କିଛି ବଡ ବଡ ରାଜ୍ୟରେ ନିର୍ବାଚନରେ ହାରିବା ପରେ ଏବେ ବିହାରରେ ଆଉ ବିପଦକୁ ବରଣ କରିବାକୁ ଚାହୁଁ ନାହିଁ ଭାରତୀୟ ଜନତା...

ରାମସେତୁ ନିର୍ମାଣର ରହସ୍ୟ ଜଣାପଡ଼ିବ

ନୂଆଦିଲ୍ଲୀ,୧୪।୧: ରାମସେତୁର ନିର୍ମାଣର ରହସ୍ୟ ସମ୍ପର୍କରେ ଏବେ ଜଣାପଡ଼ିବ। ଏହା କେବେ ନିର୍ମିତ ହୋଇଥିଲା ଏବଂ ଏହା ସହିତ ଜଡ଼ିତ ରହିଥିବା ଅନ୍ୟ ତଥ୍ୟ ସମ୍ପର୍କରେ...

ମୁକୁଳିଲେ ଜେସିକା ଲାଲ ହତ୍ୟାକାଣ୍ଡର ଦୋଷୀ ମନୁ ଶର୍ମା

ନୂଆଦିଲ୍ଲୀ,୨।୬: ବହୁ ଚର୍ଚ୍ଚିତ ଜେସିକା ଲାଲ ହତ୍ୟାକାଣ୍ଡରେ ଦୋଷୀ ସାବ୍ୟସ୍ତ ହୋଇଥିବା ମନୁ ଶର୍ମା ସୋମବାର ମୁକୁଳିଛନ୍ତି। ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିସ କ୍ରମେ ଦିଲ୍ଲୀର...

ଅଗଷ୍ଟ ୯ଯାଏ ବଢ଼ିଲା ଲକ୍‌ଡାଉନ

ଚେନ୍ନାଇ,୩୦।୭: ଦେଶରେ କରୋନା ଦ୍ୱିତୀୟ ଲହର ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ହେଲେ ଅନେକ ରାଜ୍ୟରେ ସମ୍ଭାବ୍ୟ ତୃତୀୟ ଲହର ସଂକ୍ରମଣର ଆଭାସ ଦେଖାଦେଲାଣି।...

Advertisement
Archives

Model This Week