ଡାଇବେଟିସ୍‌ ରୋଗୀଙ୍କ ପାଇଁ ପଇଡ଼ ପାଣି କେତେ ସୁରକ୍ଷିତ, ଜାଣନ୍ତୁ କ’ଣ କୁହନ୍ତି ବିଶେଷଜ୍ଞ…

ପଇଡ଼ ପାଣିକୁ ପ୍ରାକୃତିକ ଶକ୍ତି ପାନୀୟ କୁହାଯାଇଥାଏ। ଗ୍ରୀଷ୍ମଋତୁରେ ଏହା ସବୁଠାରୁ ଅଧିକ ପିଆଯାଏ।  ପିଲାଙ୍କଠାରୁ ବୃଦ୍ଧ ପର୍ଯ୍ୟନ୍ତ ସମସ୍ତେ ଏହାକୁ ପିଇବା ପାଇଁ ପସନ୍ଦ କରିଥାନ୍ତି। ଏହା ଶରୀରକୁ ହାଇଡ୍ରେଟ୍‌ କରେ, ଇଲେକ୍ଟ୍ରୋଲାଇଟ୍ସ ପୂରଣ କରେ ଏବଂ ଥକ୍କାପଣ ଦୂର କରିବାରେ ସାହାଯ୍ୟ କରେ। କିନ୍ତୁ କେବେ ଭାବିଛନ୍ତି କି ପଇଡ଼ ପାଣି ଡାଇବେଟିସ୍‌ ରୋଗୀଙ୍କ ଉପରେ କ’ଣ ପ୍ରଭାବ ପକାଇଥାଏ? ତେବେ ଜାଣନ୍ତୁ ଏହି ପାଣି ଡାଇବେଟିସ୍‌ ରୋଗୀଙ୍କ ପାଇଁ କେତେ ସୁରକ୍ଷିତ ଜାଣନ୍ତୁ ସେ ସମ୍ପର୍କରେ…

Green Coconut Half Images – Browse 32,236 Stock Photos, Vectors, and Video  | Adobe Stock

ପଇଡ଼ ପାଣିରେ ଥିବା ମିଠା ପ୍ରାକୃତିକ, ଯାହା ମୁଖ୍ୟତଃ ଗ୍ଲୁକୋଜ ଏବଂ ଫ୍ରୁକ୍ଟୋଜ ଭଳି ସୁଗାର ଉପାଦାନରୁ ଆସିଥାଏ। ଏକ ମଧ୍ୟମ ଆକାରର ପଇଡ଼ରେ ପ୍ରାୟ ୨୦୦-୨୫୦ ମିଲି ପାଣି ଥାଏ, ଯେଉଁଥିରେ ପ୍ରାୟ ୫-୬ ଗ୍ରାମ ପ୍ରାକୃତିକ ସୁଗାର ରହିଥାଏ। ଏହି ପରିମାଣ ବହୁତ ଅଧିକ ନୁହେଁ, କିନ୍ତୁ ଏହା ସମ୍ପୂର୍ଣ୍ଣ ଶୂନ୍ୟ ମଧ୍ୟ ନୁହେଁ। ଏପରି ପରିସ୍ଥିତିରେ ଏହାକୁ ସନ୍ତୁଳିତ ପରିମାଣରେ ପିଇବା ଠିକ୍‌।

Nutrition alert: A green coconut (100 grams) contains…

ପଇଡ଼ ପାଣିରେ ସୁଗାର ପରିମାଣ କମ୍‌ ଥାଏ ଏବଂ ଏହା ଏକ କମ୍‌ ଗ୍ଲାଇସେମିକ୍‌ ଇଣ୍ଡେକ୍ସ ଥିବା ପାନୀୟ। ଏହାର ଅର୍ଥ ହେଉଛି ଏହା ବ୍ଲଡ୍‌ ସୁଗାରକୁ ଧୀରେ ଧୀରେ ବୃଦ୍ଧି କରେ। ଯାହା ରକ୍ତରେ ଶର୍କରାର ହଠାତ୍‌ ବୃଦ୍ଧି ହେବାର ଆଶଙ୍କାକୁ ହ୍ରାସ କରେ।

ତଥାପି ଡାଇବେଟିସ୍‌ ରୋଗୀଙ୍କ ପାଇଁ ପ୍ରତ୍ୟେକ ପ୍ରକାରର ମିଠା ଉପରେ ନଜର ରଖିବା ଗୁରୁତ୍ୱପୂର୍ଣ୍ଣ। ଯଦି ଜଣେ ବ୍ୟକ୍ତି ଦିନକୁ ଅନେକ ଥର କିମ୍ବା ଅତ୍ୟଧିକ ପରିମାଣରେ ପଇଡ଼ ପାଣି ପିଅନ୍ତି, ତେବେ ଏହା ତାଙ୍କ ବ୍ଲଡ୍‌ ସୁଗାରକୁ ପ୍ରଭାବିତ କରିପାରେ, ବିଶେଷକରି ଯଦି ଏହା ପୂର୍ବରୁ ଅନିୟନ୍ତ୍ରିତ ଥାଏ।

All Natural Green Coconut fantastic Local

ଏଥିରେ ପୋଟାସିୟମ, ମ୍ୟାଗ୍ନେସିୟମ, କ୍ୟାଲସିୟମ ଭଳି ଉପାଦାନ ରହିଛି, ଯାହା ହାର୍ଟ ଏବଂ ମାଂସପେଶୀକୁ ଭଲ ଭାବରେ କାର୍ଯ୍ୟ କରିବାରେ ସାହାଯ୍ୟ କରେ।

ପଇଡ଼ ପାଣିରେ କୌଣସି ଚର୍ବି ନାହିଁ ଏବଂ ଏହାର କ୍ୟାଲୋରୀ ମଧ୍ୟ ବହୁତ କମ୍‌। ଏହା ମେଦବହୁଳତା ହ୍ରାସ କରିବା ଏବଂ ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ, ଯାହା ଡାଇବେଟିସ୍‌ ପାଇଁ ବହୁତ ଗୁରୁତ୍ୱପୂଣ୍ଣ ବୋଲି ବିଶେଷଜ୍ଞ କୁହନ୍ତି।

Coconut water - Wikipedia

କିଛି ଅଧ୍ୟୟନରୁ ଜଣାପଡ଼ିଛି, ପଇଡ଼ ପାଣିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଶରୀରର ଇନ୍‌ସୁଲିନ ବ୍ୟବହାର କରିବାର କ୍ଷମତାକୁ ଉନ୍ନତ କରିପାରେ।


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗଳ-ଚନ୍ଦ୍ରଙ୍କ ସଂଯୋଗରେ ମହାଲକ୍ଷ୍ମୀ ରାଜଯୋଗ: ୨୦୨୭ ପୂର୍ବରୁ କର୍କଟ ସମେତ ୪ ରାଶି ହେବେ ମାଲାମାଲ, ଘରକୁ ଆସିବ ଖୁସିଖବର!

ନଭେମ୍ବର ଆରମ୍ଭରେ ଗ୍ରହମାନଙ୍କ ସ୍ଥିତିରେ ଏକ ବିଶେଷ ପରିବର୍ତ୍ତନ ଦେଖିବାକୁ ମିଳିବ। ପଞ୍ଚାଙ୍ଗ ଅନୁସାରେ, ୧ ନଭେମ୍ବର ୨୦୨୬ରେ ଚନ୍ଦ୍ର ଓ ମଙ୍ଗଳ ଏକାଠି କର୍କଟ ରାଶିରେ…

ସିଂହ ରାଶିକୁ ଯିବେ ବୃହସ୍ପତି: ଆଉ ୪ ଦିନ ପରେ ଏହି ରାଶିଙ୍କ ଭାଗ୍ୟ ନେବ ନୂଆ ମୋଡ଼, ଲାଗିବ ଲଟେରୀ, ଚାକିରିରେ ପଦୋନ୍ନତି

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬, ଶନିବାର ଦ୍ୱିପ୍ରହର ୧୨ଟା ୫୦ ମିନିଟରେ କର୍କଟ ରାଶିରୁ ସିଂହ ରାଶିକୁ ପ୍ରବେଶ କରିବେ। ଗୁରୁଙ୍କ…

୫ ରାଶିଙ୍କ ଉପରେ ପଡିଲା ସୂର୍ଯ୍ୟଙ୍କ କୃପା: ଆଜିଠୁ ଚାଲିଲା କନ୍ୟା ସମେତ ଏମାନଙ୍କର ଗୋଲଡେନ୍‌ ଟାଇମ୍‌, ପ୍ରବଳ ଧନ ଯୋଗ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହମାନଙ୍କ ରାଶି ଓ ନକ୍ଷତ୍ର ପରିବର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ସେପ୍ଟେମ୍ବର ୨୭ ତାରିଖ ଦିନ ୧ଟା ୨୫ ମିନିଟରେ ସୂର୍ଯ୍ୟ…

ନିୟମିତ ଗାଜର ଖାଇଲେ ମିଳିଥାଏ ଅନେକ ଲାଭ, ବ୍ଲଡ୍‌ପ୍ରେସର ନିୟନ୍ତ୍ରଣଠାରୁ ଆରମ୍ଭ କରି…

ଗାଜର ଆମ ଶରୀର ପାଇଁ ବେଶ୍‌ ଉପକାରୀ। ସବୁଠାରୁ ଖାସ୍‌ କଥା ହେଲା ଏହାକୁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ସାମିଲ କଲେ ତାହା ଶରୀରରେ ରୋଗ…

ଅଧିକ ଚା’ ପିଉଛନ୍ତି କି? ଚେତାବନୀ ଦେଇ ବିଶେଷଜ୍ଞ କହିଲେ…

କ୍ଳାନ୍ତ ମନକୁ ହାଲୁକା କରିବା ପାଇଁ ଅନେକେ ଚା’ କିମ୍ବା କଫି ପିଇଥାଆନ୍ତି। ହେଲେ ଯଦି ଆପଣ ଆବଶ୍ୟକତା ଠାରୁ ଅଧିକ ଥର ଚା’ ପିଉଛନ୍ତି ତେବେ…

କିଡ୍‌ନୀ ଖରାପ ହେଲେ ଆରମ୍ଭରୁ ଦେଖାଦିଏ ଏସବୁ ଲକ୍ଷଣ…

ଆମ ଶରୀରର ଏକ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରଭାବିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି, ଅଦରକାରୀ ତତ୍ତ୍ୱକୁ ନିଷ୍କାସନ କରିଥାଏ।…

ଏହି ୫ ରାଶି ସବୁଠୁ ଦୁଃଖୀ ରାଶି, ଅଧିକ ପାଇବା ଆଶାରେ ରହନ୍ତି ଅସନ୍ତୁଷ୍ଟ, ପଢନ୍ତୁ ଆପଣଙ୍କ ରାଶି ଅଛି କି…

ଶାସ୍ତ୍ରରେ କୁହାଯାଇଛି, ଯେଉଁ ବ୍ୟକ୍ତି ସନ୍ତୁଷ୍ଟ ରହନ୍ତି ସେ ସବୁବେଳେ ସୁଖୀ ରହନ୍ତି। ସନ୍ତୋଷକୁ ମଣିଷର ସବୁଠାରୁ ବଡ଼ ଶକ୍ତି ବୋଲି ମଧ୍ୟ କୁହାଯାଏ। କିନ୍ତୁ ଏପରି…

ରାଜକୁମାର ବୁଧଙ୍କ ବଡ଼ ନକ୍ଷତ୍ର ପରିବର୍ତ୍ତନ: ପହିଲାଠୁ କନ୍ୟା ସମେତ ୪ ରାଶି ହେବେ ଧନବାନ୍‌, ପଛକୁ ପଛ ଲାଗିବ ଲଟେରୀ!

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ନକ୍ଷତ୍ର ପରିବର୍ତ୍ତନକୁ ବେଶ ପ୍ରଭାବଶାଳୀ ବୋଲି ମନାଯାଏ। ଦ୍ରିକ ପଞ୍ଚାଙ୍ଗ ଅନୁସାରେ ବୁଦ୍ଧି, ବାଣୀ, ଯୋଗାଯୋଗ ଓ ବ୍ୟବସାୟର କାରକ ବୁଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?