ବର୍ଷାରେ ଭୁଶୁଡ଼ିଲା ଘର, ସହାୟତା ପାଇଁ ଦାବି

କେନ୍ଦୁଝର,୨୦ା୮(ସ୍ବ.ପ୍ର): ଲଘୁଚାପଜନିତ ଲଗାଣ ବର୍ଷା ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଭଳି ସ୍ଥିତିରେ କେନ୍ଦୁଝର ସଦର ବ୍ଲକ ବାଉରୀପଦା ପଞ୍ଚାୟତ ବନମାଳୀପୁର ଗ୍ରାମର ନିତ୍ୟାନନ୍ଦ ମହାନ୍ତଙ୍କ ଘର ଲଗାଣ ବର୍ଷାରେ ଘରକାନ୍ଥ ଭାଙ୍ଗି ଭୁଶୁଡି ପଡିଛି। ସୌଭାଗ୍ୟବଶତଃ ପରିବାର ଲୋକେ ଅଳ୍ପକେ ବର୍ତ୍ତିଯାଇଛନ୍ତି। କିନ୍ତୁ କାନ୍ଥ ତଳେ ଚାପି ହୋଇ ଆସବାବପତ୍ରସବୁ ନଷ୍ଟ ହୋଇଯାଇଛି। ଲଗାଣ ବର୍ଷା ସାଙ୍ଗକୁ ଡ୍ରେଜେନ ବ୍ୟବସ୍ଥା ନ ଥିବାରୁ ପାଣି କାନ୍ଥକୁ ଲାଗି ରହିଥିଲା। ଫଳରେ ଘର କାନ୍ଥ ପଡ଼ିଯାଇଛି ବୋଲି ନିତ୍ୟାନନ୍ଦ କହିଛନ୍ତି। ଜିଲା ପ୍ରଶାସନ ଘଟିଣାର ତଦନ୍ତ କରି ସହାୟତା ଯୋଗାଇ ଦେବାକୁ ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁପତ୍ର ବୋଝେଇ ଟ୍ରକ ଜବତ : ୨ ଗିରଫ

ବାଙ୍ଗିରିପୋଷି,୨୫ା୮(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ବନାଞ୍ଚଳ ଅଧୀନ ଅଗ୍ନିଶମ ବିଭାଗ ରାସ୍ତାରୁ ଏକ କେନ୍ଦୁପତ୍ର ବୋଝେଇ ଟ୍ରକ୍‌କୁ ବନ ବିଭାଗ ଜବତ କରିଛି। ଏହି ଘଟଣାରେ...

ଟାଓ୍ବାର ଉପରେ ୩ ଘଣ୍ଟା

କାମାକ୍ଷାନଗର,୭ା୩(ଡି.ଏନ.ଏ.):ଘରେ ଗଣ୍ଡଗୋଳ କରି ଜୀବନ ହାରିବାକୁ ୪୪୦ କେଭି ବିଦ୍ୟୁତ୍‌ ଟାଓ୍ବାର ଉପରକୁ ଚଢ଼ିଯାଇଥିଲେ ପୁତୁରା। ତାଙ୍କୁ ବଞ୍ଚାଇବାକୁ ନିଜ ଜୀବନକୁ ବିପନ୍ନ କରି ଦାଦା...

ଦାୟିତ୍ୱ ଭୁଲିଛନ୍ତି ଅନୁଗୋଳ ଓ୍ବାର୍ଡ ଅଫିସର

ଅନୁଗୋଳ ଅଫିସ, ୨୯ା୯ – ଓ୍ବାର୍ଡବାସିନ୍ଦାଙ୍କ ଅଭିଯୋଗ ଶୁଣିବା ସହ ତାହାର ସମାଧାନ ପାଇଁ ଅନୁଗୋଳ ପୌରପାଳିକାର ୨୩ଟି ଓ୍ବାର୍ଡରେ ଜଣେ ଲେଖାଏ ଅଫିସର ରହିଛନ୍ତି।...

ସ୍ବାଭାବିକ ହେଉଛି ଯୋଡ଼ା ସହର

ଯୋଡ଼ା,୧୬।୪(ଡି.ଏନ.ଏ.) ରାମଝଣ୍ଡା ସ୍ଥାପନକୁ ନେଇ ଅଶାନ୍ତ ହୋଇ ପଡ଼ିଥିବା କେନ୍ଦୁଝର ଜିଲା ଯୋଡ଼ା ସହର ଧିରେ ଧିରେ ସ୍ବାଭାବିକ ପରିସ୍ଥିତିକୁ ଫେରୁଛି। ଜିଲା ପ୍ରଶାସନ ପକ୍ଷରୁ...

ଟ୍ରେନ ଲାଇନରୁ ମିଳିଲା ମୃତଦେହ

କେସିଙ୍ଗା,୨୧।୧: ସମ୍ବଲପୁର ରେଳ ଡିଭିଜନ ଅଧୀନ କାଣ୍ଡେଲ ରୋଡ଼ଠାରୁ ୨ କି.ମି. ଦୂର ବୁଢ଼ୀପଦର ଗ୍ରାମ ଫାଟକ ନିକଟରୁ ଶୁକ୍ରବାର ଜଣେ ଯୁବକଙ୍କ ମୃତଦେହ ଜିଆର୍‌ପି...

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ନୂଆବର୍ଷରୁ ଜୋର୍‌ ଧରିବ ଉଚ୍ଛେଦ ଅଭିଯାନ

ପୁରୀ ଅଫିସ,୨୭।୧୨: ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ସକାଶେ ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିଧି ମଧ୍ୟରେ ସବୁ ନିର୍ମାଣ ଉଚ୍ଛେଦ ପାଇଁ ନିଷ୍ପତ୍ତି...

ଦିଆସିଲି ବୋଝେଇ ଟ୍ରକ ଜଳିଗଲା

ଭଣ୍ଡାରିପୋଖରୀ,୧୮।୭(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ୧୬ନଂ. ଜାତୀୟ ରାଜପଥର ଛତାବର ଛକ ପେଟ୍ରୋଲ ପମ୍ପ ନିକଟରେ ବୁଧବାର ବିଳମ୍ବିତ ରାତିରେ ଏକ ଦିଆସିଲି ବୋଝେଇ...

ରାସ୍ତାକଡ଼ରୁ ଗଛ କାଟି ଦେଲେ

ଖୋର୍ଦ୍ଧା ଅଫିସ,୯।୮: ପରିବେଶ ସନ୍ତୁଳନ ଲାଗି ଚାରାରୋପଣ ନିମନ୍ତେ ସଚେତନତା ସୃଷ୍ଟି କରାଯାଉଛି। ଏପରି କି ରାସ୍ତା ପାର୍ଶ୍ୱରେ ବନୀକରଣକୁ ଗୁରୁତ୍ୱ ଦିଆଯାଉଛି। ପ୍ରତିବର୍ଷ ବନ...

Advertisement
Archives

Model This Week