ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିଥିଲେ ହେମା: ଝିଅ ପାଇଁ ହଜି ଯାଇଥିଲା ନିଦ

ବଲିଉଡ୍‌ର ଡ୍ରିମ୍‌ ଗାର୍ଲ ହେମା ମାଳିନୀ କେବଳ ଜଣେ ଭଲ ଅଭିନେତ୍ରୀ ନୁହଁନ୍ତି ବରଂ ଜଣେ ଭଲ ମା’ ମଧ୍ୟ । କୁହାଯାଏ ଯେ, ହେମା ତାଙ୍କ ପିଲାମାନଙ୍କୁ ପ୍ରାୟ ଏକାକୀ ବଢ଼ାଇଥିଲେ। କାରଣ ଧର୍ମେନ୍ଦ୍ର ତାଙ୍କ ପୁଅମାନଙ୍କୁ ବଢ଼ାଇବାରେ ବ୍ୟସ୍ତ ଥିଲେ। ହେମା କେବଳ ନିଜ ପିଲାମାନଙ୍କୁ ଭଲରେ ବଢ଼ାଇ ନାହାନ୍ତି ବରଂ ଜଣେ ମା’ ଭାବରେ ସେ ସର୍ବଦା ଧ୍ୟାନ ଦେଇଥିଲେ ଯେ ତାଙ୍କ ଦୁଇ ଝିଅ ଚାରିପାଖରେ ଏକ ସୁରକ୍ଷିତ ପରିବେଶ ରହୁ। ତଥାପି, ଯେତେବେଳେ ତାଙ୍କ ଝିମାନେ ବଡ ହେଲେ, ହେମା ମାଳିନୀଙ୍କ ଚିନ୍ତା ବଢ଼ିଯାଇଥିଲା।

ହେମା ଏକ ସାକ୍ଷାତକାରରେ କହିଛନ୍ତି ଯେ, ତାଙ୍କ ଜୀବନରେ ଏପରି ଏକ ସମୟ ଆସିଥିଲା ଯେତେବେଳେ ସେ ବହୁତ ଅଶାନ୍ତ ଥିଲେ। ଯେତେବେଳେ ତାଙ୍କ ଝିଅ ଇଶା ଏବଂ ଆହାନା ବଡ଼ ହେଉଥିଲେ ସେତେବେଳେ ସେ ନିଜକୁ ଅତ୍ୟଧିକ ଅସୁରକ୍ଷିତ ମନେ କରିବାକୁ ଲାଗିଲେ। ସେ ଇଶା ଦେଓଲଙ୍କ ସ୍କୁଲ ସମୟର ଏକ କଥା କହିଥିଲେ। କହିଥିଲେ ଯେ, ଯେତେବେଳେ ଇଶା ପ୍ରଥମ ଥର ସ୍କୁଲ ଯାଇଥିଲେ, ସେତେବେଳେ ସେ ବହୁତ ଅଶାନ୍ତ ଥିଲେ। ସେତେବେଳେ ବାପା ଧର୍ମେନ୍ଦ୍ର ତାଙ୍କୁ ସ୍କୁଲ ଛାଡିବାକୁ ଯାଇଥିଲେ। ଇଶାଙ୍କ ହାତ ଧରି ଶିକ୍ଷକ ତାଙ୍କୁ ନେଇଯିବା ମାତ୍ରେ ହେମା ଅଶାନ୍ତ ଅନୁଭବ କରିବାକୁ ଲାଗିଲେ। ହେମା ଧର୍ମେନ୍ଦ୍ରଙ୍କୁ ଜାବୁଡ଼ି ଧରି ଭୋ ଭୋ ହୋଇ କାନ୍ଦିବାକୁ ଲାଗିଲେ। ଝିଅ ସ୍କୁଲରୁ ଆସିବା ପରେ ତାଙ୍କୁ ଚାପି ଧରିଥିଲେ। ସେହି ମୁହୂର୍ତ୍ତଗୁଡ଼ିକ ତାଙ୍କ ଜୀବନର ସବୁଠାରୁ ଅଜବ ମୁହୂର୍ତ୍ତ ଆଜି ବି ଯେତେବେଳେ ସେ ସେହି ମୁହୂର୍ତ୍ତକୁ ମନେ ପକାଇ କାନ୍ଦନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୃଷ୍ଟିଶକ୍ତି ବଢ଼ାଇଥାଏ ଏସବୁ ଖାଦ୍ୟ

ଆଜିକାଲି ଅଧିକାଂଶ ଲୋକଙ୍କ ଦୃଷ୍ଟିଶକ୍ତି କମ୍‌ ରହୁଛି। ଖାଦ୍ୟପେୟରେ ଅନିୟମିତତା, ପରିବର୍ତ୍ତିତ ଜୀବନଶୈଳୀ ତଥା ଅଧିକ ସମୟ ଟିଭି, ମୋବାଇଲ୍‌, କମ୍ପ୍ୟୁଟର ଆଦି ଦେଖିବା ଯୋଗୁ...

ସ୍ତ୍ରୀଙ୍କ ପାଖରେ ଏହି ୫ ଗୁଣ ଥିଲେ ପୁରୁଷ ହୋଇଥାନ୍ତି ଭାଗ୍ୟବାନ; ଜାଣନ୍ତୁ କ’ଣ କୁହନ୍ତି…

ଆଚାର୍ଯ୍ୟ ଚାଣକ୍ୟ ମନୁଷ୍ୟ ଜୀବନକୁ ସଫଳ କରିବା ପାଇଁ ଅନେକ ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଯେଉଁ ବ୍ୟକ୍ତି ଏହାକୁ ଅନୁସରଣ କରେ ତାର ଜୀବନରୁ...

କୋକୋନଟ୍‌ କୁକିଜ୍‌

ଆବଶ୍ୟକ ସାମଗ୍ରୀ: ଏକ କପ୍‌ ମଇଦା, ୧/୨ ଟି ସ୍ପୁନ୍‌ ବେକିଂ ପାଉଡ଼ର, ୧/୨ କପ୍‌ ଚିନି ଗୁଣ୍ଡ, ୧/୨ କପ୍‌ ବଟର, ୨-୩ ବୁନ୍ଦା...

ଗର୍ଭାବସ୍ଥାରେ ବି ଲାଗିବେ ଷ୍ଟାଇଲିସ୍‌

ଗର୍ଭାବସ୍ଥାରେ ଶରୀରର ଗଠନ ବଦଳିଯାଉଥିବାରୁ ଅନେକଙ୍କୁ ନିଜ ଫ୍ୟାଶନ ଷ୍ଟେଟ୍‌ମେଣ୍ଟକୁ ନେଇ ଚିନ୍ତା ବଢ଼ିଯାଏ। ହେଲେ କେତୋଟି ଫ୍ୟାଶନ ଆଇଡିଆ ଆପଣେଇଲେ ଗର୍ଭାବସ୍ଥାରେ ଷ୍ଟାଇଲିସ୍‌  ଲାଗି...

ମୁଡ୍‌ ରହିବ ଠିକ୍‌…

କରୋନା କଟକଣାରେ ମହିଳାମାନେ ଘରେ ରହି ବିଭିନ୍ନ ପ୍ରକାରର କାମର ଚାପରେ ଚିନ୍ତିତ ହୋଇ ପଡୁଛନ୍ତି। ଫଳରେ ଧୀରେ ଧୀରେ ଅନେକଙ୍କ ଶରୀର ମଧ୍ୟ ଅସୁସ୍ଥ...

ଘରୁ ବାହାରିବା ବେଳେ ଏସବୁ ଦେଖିବା ଶୁଭ

ଯେତେବେଳେ ଆମେ କୌଣସି କାମ ଅଥବା ଯାତ୍ରା ପାଇଁ ଘରୁ ବାହାରୁ ସେତେବେଳେ ଭଗବାନଙ୍କ ସାମ୍ନାରେ ହାତ ଯୋଡ଼ି ବାହାରିବାକୁ ଘରର ବୟୋଜ୍ୟେଷ୍ଠମାନେ କହିଥାନ୍ତି। କୁହାଯାଏ...

ସନ୍ଧ୍ୟାପରେ ଅଙ୍ଗୁର ଖାଇଲେ ସ୍ବାସ୍ଥ୍ୟ ଉପରେ ପଡ଼େ ଏହି ପ୍ରଭାବ …

ଅଙ୍ଗୁର ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ଏହାକୁ ଦିନ ବେଳେ ଖାଦ୍ୟ ଖାଇ ସାରିବାର କିଛି ସମୟ ପରେ ଖାଇଲେ ସୁଫଳ ମିଳିଥାଏ। ଅଙ୍ଗୁରରେ ଟାରଟରିକ୍‌...

କିଡ୍‌ନୀ ଷ୍ଟୋନ୍‌ରୁ ଦୂରେଇ ରଖେ ଏହି ପରିବା …

ବ୍ୟସ୍ତବହୁଳ ଜୀବନରେ ଖାଦ୍ୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ କିଡ୍‌ନୀ ଷ୍ଟୋନ ଦେଖାଯାଇଥାଏ। ତେବେ ଏଥିରୁ ଦୂରେଇ ରହିବାର ଉପାୟ ହାତ ପାଆନ୍ତାରେ ରହିଛି। ନିୟମିତ ଜହ୍ନି...

Advertisement
Archives

Model This Week