ହାରିସ୍‌ଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି

ଆମେରିକା ଉପରାଷ୍ଟ୍ରପତି ହେବା ପରେ ପ୍ରଥମ କରି ବିଦେଶ ଯାତ୍ରାରେ ବାହାରିଥିବା କମଲା ହାରିସ୍‌ଙ୍କ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଧା ବାଟରୁ ଫେରିଆସିଛି। ହାରିସ୍‌ ରବିବାର ଗୁଏତ୍‌ମାଲା ଏବଂ ମେକ୍ସିକୋ ଯିବାକୁ ବାହାରିବାର ଅଧଘଣ୍ଟା ପରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବାରୁ କ୍ରିଉ ମେମ୍ବର ପ୍ଲେନ୍‌କୁ ମେରିଲାଣ୍ଡର ଜଏଣ୍ଟ ବେସ୍‌ ଆଣ୍ଡ୍ର୍ୟସ୍‌କୁ ଫେରାଇ ଆଣିଥିଲେ। ପରେ ହାରିସ୍‌ ଅନ୍ୟ ବିମାନରେ ଗସ୍ତରେ ବାହାରିଯାଇଥିଲେ। ହାରିସ୍‌ଙ୍କ ଏହି ଗସ୍ତ ଆମେରିକା ଓ ଉକ୍ତ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବ ବୋଲି ଆଶା କରାଯାଉଛି। ବିଶେଷ କରି ଏହି ଦୁଇ ଦେଶରୁ ପ୍ରବାସୀମାନେ ବ୍ୟାପକ ସଂଖ୍ୟାରେ ବେଆଇନ ଭାବେ ଆମେରିକାକୁ ଆସିବା ହ୍ବାଇଟ୍‌ ହାଉସ୍‌ ପାଇଁ ଚିନ୍ତାର କାରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀଲଙ୍କାରେ ୬୦ ଲକ୍ଷ ଲୋକଙ୍କୁ ମିଳୁନି ଖାଦ୍ୟ

କଲମ୍ବୋ,୧୨ା୯: ଶ୍ରୀଲଙ୍କାର ଆର୍ଥିକ ସ୍ଥିତି ଏତେ ଖରାପ ହୋଇଛି ଯେ, ଏଠାରେ ୬୦ ଲକ୍ଷରୁ ଅଧିକ ଲୋକ ଅନାହାରରେ ପହଞ୍ଚିଛନ୍ତି। ଖାଦ୍ୟ ସାମଗ୍ରୀର ଅଭାବ ଏବଂ ...

ଭାରତ ସରକାରଙ୍କୁ ପ୍ରଶଂସା କଲା ବିଶ୍ୱବ୍ୟାଙ୍କ

ଓ୍ବାଶିଂଟନ/ନୂଆଦିଲ୍ଲୀ,୫ା୧୦: ବିଶ୍ୱବ୍ୟାଙ୍କର ସଭାପତି ଡେଭିଡ ମାଲପାସ କହିଛନ୍ତି, ବିଶ୍ୱରେ ମହାମାରୀ କରୋନା ସଙ୍କଟରେ ଗରିବ ଏବଂ ଅସହାୟ ଲୋକଙ୍କୁ ଭାରତର ସହାୟତା ଅତୁଳନୀୟ। ଭାରତ ପରି...

ଅନ୍‌ଲାଇନ ବାଇବେଲ୍‌ କ୍ଲାସ୍‌ରେ ଚାଲିଲା ଅଶ୍ଳୀଳ ଭିଡିଓ

ସାନ୍‌ ଫ୍ରାନ୍ସିସ୍କୋ,୧୭।୫: ସାରା ବିଶ୍ୱରେ ସମ୍ପ୍ରତି ଲୋକପ୍ରିୟତା ସାଉଣ୍ଟୁଥିବା ଭିଡିଓ କନ୍‌ଫରେନ୍ସିଂ ଆପ୍‌ ‘ଜୁମ୍‌’ ବିରୋଧରେ ମକଦ୍ଦମା ରୁଜୁ କରିଛି ଆମେରିକା କାଲିଫର୍ନିଆର ଏକ ଚର୍ଚ୍ଚ।...

କରୋନା ମୃତ୍ୟୁ ସଂଖ୍ୟା ଖୁବ୍‌ ଶୀଘ୍ର ୫୦ ହଜାର ଟପିବାର ରହିଛି ଆଶଙ୍କା: ଡବ୍ଲ୍ୟୁଏଚ୍‌ଓ

ଜେନେଭା,୨।୪: ଦିନକୁ ଦିନ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିଚାଲିଛି। ଇତିମଧ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୯ ଲକ୍ଷ ୩୫ ହଜାରରୁ ଅଧିକ ଥିବାବେଳେ...

ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ଗୃହୀତ

ଓ୍ବାଶିଂଟନ, ୨୦।୧୨(ପି.ଟି.):ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ବୁଧବାର ପ୍ରତିନିଧି ସଭାରେ ଗୃହୀତ ହୋଇଛି। ଫଳରେ ତାଙ୍କୁ ସିନେଟରେ ବିଚାରର ସମ୍ମୁଖୀନ ହେବାକୁ ପଡିବ।...

ପିପିିଇ କିଟ୍‌ ଖୋଲିବା ପରେ ବାହାରୁଛି ଲିଟର ପରିମାଣର ଝାଳ: ଭିଡିଓ ଭାଇରଲ

ବେଜିଂ,୧୩।୮: କରୋନା ମହାମାରୀ ଏବେ ସାରା ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା ବେଳେ ଏବେସୁଦ୍ଧା ୨ କୋଟିରୁ ଊର୍ଦ୍ଧ୍ୱ ଲୋକ ଏହାର ଶିକାର ପାଲଟି ଗଲେଣି।...

ମ୍ୟାନମାରରେ ସାମରିକ ଶାସନ ବିରୋଧରେ ବସନ୍ତ କ୍ରାନ୍ତି ଆହ୍ବାନ…

ନାପିଦ୍ୱ,୮।୧୧ : ପ୍ରକାଶ ଯେ, ମ୍ୟାନମାରରେ ସାମରିକ ଶାସନ ବିରୋଧରେ ସଶସ୍ତ୍ର ସଂଗ୍ରାମ କରୁଥିବା ଦଳ ବର୍ତ୍ତମାନ ଏକ ନିର୍ଣ୍ଣାୟକ ଲଢ଼େଇ କରିବାକୁ ଯୋଜନା କରୁଛନ୍ତି।...

ଯୌନ ନିର୍ଯାତିତ ପିଲାଙ୍କ ଅକାଳ ମୃତ୍ୟୁ ଆଶଙ୍କା ଅଧିକ

ଲଣ୍ଡନ, ୨୭ା୯: ଶିଶୁଙ୍କୁ ଯୌନ, ଶାରୀରିକ ନିର୍ଯାତନା ସେମାନଙ୍କ ପାଇଁ କାଳ ସାଜିପାରେ। ଗଭୀର ଭାବେ ପ୍ରଭାବିତ ହୋଇଥାନ୍ତି ଅବହେଳାର ଶିକାର ହେଉଥିବା ପିଲା। ଉଭୟ...

Advertisement
Archives

Model This Week