Posted inଜାତୀୟ

କ୍ଷମା ମାଗିଲେ ହରଭଜନ

ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍‌ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରି ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଥିଲେ। ଭିନ୍ଦ୍ରନଓ୍ବାଲେ ୧୯୮୪ ବ୍ଲୁଷ୍ଟାର ଅପରେଶନ ବେଳେ ମୃତ୍ୟୁ ବରଣ କରିଥିଲେ। ୪୦ ବର୍ଷୀୟ ଅଫ୍‌ ସ୍ପିନର କହିଛନ୍ତି ବ୍ଲୁଷ୍ଟାର ଅପରେଶନର ୩୭ତମ ବାର୍ଷିକ ପୂର୍ତ୍ତି ଅବସରରେ ସେ ଏକ ହ୍ବାଟ୍ସଆପ୍‌ ଫରଓ୍ବାର୍ଡ ପୋଷ୍ଟ କରିଥିଲେ। ଫଟୋଟିରେ ସ୍ଥାନିତ ବ୍ୟକ୍ତି ଜଣକ ଭିଦ୍ରନଓ୍ବାଲେ ବୋଲି ତାଙ୍କର ଧାରଣା ନ ଥିଲା। ଏହି ଇନ୍‌ଷ୍ଟ୍ରାଗାମ ପୋଷ୍ଟ ପାଇଁ ସେ କ୍ଷମା ପ୍ରାର୍ଥନା କରୁଛନ୍ତି। ସେ ଜଣେ ଶିଖ୍‌। ଭାରତ ବିରୋଧରେ ନୁହେଁ ଭାରତ ସପକ୍ଷରେ ସେ ଲଢିବେ।


Enter your email to get our daily news in your inbox.

All Right Reserved By Dharitri.Com

ବେଆଇନ ବାଲି ଖନନ: କେନ୍ଦ୍ର ଓ ସିବିଆଇ ସହିତ ୫ ରାଜ୍ୟକୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ,୨୪।୭: ନଦୀ ପଠାରୁ ବେଆଇନ ବାଲି ଖନନ ମାମଲାର ଶୁଣାଣି କରି ବୁଧବାର ସୁପ୍ରିମ୍‌କୋର୍ଟ କେନ୍ଦ୍ର ସରକାର ଓ ସିବିଆଇ ସହିତ ୫ ରାଜ୍ୟ ସରକାରଙ୍କୁ...

ଦୁଇ ଦିନ ମଧ୍ୟରେ କେରଳ ଛୁଇଁପାରେ ମୌସୁମୀ

ନୂଆଦିଲ୍ଲୀ,୫।୬: ଦକ୍ଷିଣ ପୂର୍ବ ଆରବ ସାଗରରେ ନିମ୍ନ ଚାପ ଅଞ୍ଚଳରେ ଏକ ସାଇକ୍ଲୋନିକ ସର୍କୁଲେଶନ ବା ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି, ଯାହା ଆସନ୍ତା ଦୁଇ ଦିନ...

ମଲ୍ଟି ଏଜେନ୍ସି ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ, ୫ା୧୦: ପାଣ୍ଡୋରା ପେପର୍ସ ଲିକ୍‌ରୁ ଅନେକ ଭାରତୀୟ ଟିକସ ଫାଙ୍କି ବିପୁଳ ସମ୍ପତ୍ତିର ଅଧିକାର ହୋଇଥିବା ଖବର ପ୍ରକାଶ ପାଇବା ପରେ ଏହାର ମଲ୍ଟି...

ନିର୍ବାଚନ ଉପରେ ନଜର

ନୂଆଦିଲ୍ଲୀ,୨।୨: ଚଳିତ ବର୍ଷ ପଶ୍ଚିମବଙ୍ଗ, ଆସାମ, କେରଳ ଏବଂ ତାମିଲନାଡ଼ୁରେ ବିଧାନସଭା ନିର୍ବାଚନ ଥିବାବେଳେ ବଜେଟରେ ଏହି ରାଜ୍ୟକୁ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର। ପ୍ରଥମେ...

ଆଜିଠାରୁ ସ୍ବଚ୍ଛତା ଅଭିଯାନ ୩.୦

ନୂଆଦିଲ୍ଲୀ,୧୫।୯:ଆଜିଠାରୁ ସାରା ଦେଶରେ ତୃତୀୟ ସ୍ବଚ୍ଛତା ଅଭିଯାନର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେବ। ଅଭିଯାନର ପ୍ରଥମ ପର୍ଯ୍ୟାୟ ୧୫ ରୁ ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାଲିବ।...

ମୋଦିଙ୍କୁ ଲଲନଙ୍କ ପ୍ରଶ୍ନ, ନୀତୀଶଙ୍କ ଡିଏନଏ ଉପରେ ମନ୍ତବ୍ୟ କେଉଁ ପ୍ରକାରର ଅପମାନ ?…

ପାଟନା,୨୬।୩ : କଂଗ୍ରେସର ରାହୁଲ ଗାନ୍ଧୀଙ୍କୁ ଲୋକସଭା ସଦସ୍ୟତାରୁ ଅଯୋଗ୍ୟତା ଘୋଷଣା ପରେ ରବିବାର ଦଳର ନେତା ଓ କର୍ମୀମାନେ ସତ୍ୟାଗ୍ରହ ପାଳନ କରିଛନ୍ତି। ବର୍ତ୍ତମାନ...

କରୋନା ଆତଙ୍କ: ଫଲ୍ସ୍‌ ନେଗେଟିଭ୍‌ ବ୍ୟକ୍ତିଙ୍କ ଯୋଗୁ ସଂକ୍ରମଣ ହେଉଛି ଅଧିକ !

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୪: ସାରା ପୃଥିବୀରେ କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁ ସଂକ୍ରମଣକୁ କିପରି ରୋକାଯିବ ସେନେଇ ବହୁ ପରୀକ୍ଷା...

ଦେଶରେ ଆଜି ୨୬୬ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୭।୩: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କିଛିଦିନ ହେବ ଶହେରୁ କମ୍‌ ରହିବା ପରେ ଏବେ କିଛିଟା ବୃଦ୍ଧି ଘଟିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ,...

Advertisement
Archives

Model This Week