ଏହି ଅଭିନେତ୍ରୀଙ୍କ ସୌନ୍ଦର୍ଯ୍ୟରେ ପାଗଳ ଥିଲେ ଏମ୍‌ଏଫ୍‌ ହୁସେନ୍‌

ବଲିଉଡ୍‌ ଅଭିନେତ୍ରୀ ଅମୃତା ରାଓ ଆଜି ନିଜର ୪୦ତମ ଜନ୍ମଦିନ ପାଳନ କରୁଛନ୍ତି। ଅମୃତା ଇଶ୍କ-ଭିସ୍କ, ମେଁ ହୁଁ ନା, ବିବାହ, ମସ୍ତି ଏବଂ ଜଲି ଏଲ୍‌ଏଲ୍‌ବି ଭଳି ଚଳଚ୍ଚିତ୍ରରେ ଦମ୍‌ଦାର୍‌ ଅଭିନୟ ପାଇଁ ବେଶ ଜଣାଶୁଣା। ହିନ୍ଦୀ ଚଳଚ୍ଚିତ୍ର ପରେ ସେ ତେଲୁଗୁ ସିନେମା ଆଡକୁ ମୁହାଁଇଥିଲେ। ଅମୃତା କେବଳ ଦର୍ଶକଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ତା’ନୁହେଁ, ପ୍ରସିଦ୍ଧ ଚିତ୍ରକର ଏମ୍‌ଏଫ୍‌ ହୁସେନ ମଧ୍ୟ ତାଙ୍କର ଜଣେ ବଡ଼ ପ୍ରଶଂସକ ଥିଲେ। ଏମ୍‌ଏଫ୍‌ ଖୁବ କମ ମହିଳାଙ୍କ ସୌନ୍ଦର୍ଯ୍ୟରେ ଆକର୍ଷିତ ହୋଇଥିଲେ, ସେଥିମଧ୍ୟରୁ ଅମୃତା ରାଓ ଅନ୍ୟତମ। ଅଭିନେତ୍ରୀ ମାଧୁରୀ ଦୀକ୍ଷିତଙ୍କୁ ତାଙ୍କ କାନଭାସରେ ରଖିବା ପରେ ଏମଏଫ ହୁସେନ ଅମୃତା ରାଓଙ୍କ ଚିତ୍ର ମଧ୍ୟ ଆଙ୍କିଥିଲେ। ଅମୃତା ରାଓ ଥରେ କହିଥିଲେ, ଏମଏଫ ହୁସେନଙ୍କ ପ୍ରଶଂସା ପାଇବା ମୋ ଜୀବନର ସବୁଠୁ ବଡ଼ ଉପହାର।


Enter your email to get our daily news in your inbox.

All Right Reserved By Dharitri.Com

ଋଷି କପୁର-ନୀତୁଙ୍କ ବିବାହରେ ପ୍ରଥମଥର ପାଇଁ ଧଳା ଶାଢ଼ୀ ସହ ମଥାରେ ସିନ୍ଦୁର ଭରି ପହଞ୍ଚିଥିଲେ ରେଖା: ଆଖି ଖୋଜୁଥିଲା ଅମିତାଭଙ୍କୁ, ହେଲେ…

ବମ୍ବେ: ବଲିଉଡ୍‌ର ଏଭରଗ୍ରୀନ୍‌ ଡିଭା କହିଲେ ରେଖାଙ୍କୁ ବୁଝାଯାଏ। ନିଜର ଅଭିନୟ ସାଙ୍ଗକୁ ସୁନ୍ଦରତାକୁ ନେଇ ସେ ଚର୍ଚ୍ଚାର ବିଷୟ ପାଲଟିଥାନ୍ତି। କୌଣସି ପାର୍ଟି ଅଥବା...

ଟୁଇଟରରୁ ବିରତି ନେଲେ ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ

ମୁମ୍ବାଇ: ବଲିଉଡ ଦୁନିଆର ଆଗ ଧାଡିର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ସୋସିଆଲ ମିଡିଆରେ ଥାଆନ୍ତି ଖୁବ୍ ଚର୍ଚ୍ଚାରେ । ପ୍ରାୟ ସମସ୍ତ ବିଷୟରେ ନିଜର ବେକାବୁ...

ପ୍ରଭାସଙ୍କ ପୁରା ନାଁ ଶୁଣି ଉଡିଗଲା ଦର୍ଶକଙ୍କ ହୋସ୍‌

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସ ଏବେ ବଲିଉଡ୍‌ ମୁଭି ‘ସାହୋ’ରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷର ନାୟିକା ଅଛନ୍ତି ଶ୍ରଦ୍ଧା କପୁର। ଏବେ ଶ୍ରଦ୍ଧା ଓ...

ବିମାନରେ ଗଞ୍ଜେଇ: ସୁପର ମଡେଲ ଗିରଫ

ଲଣ୍ଡନ,୨୦।୭: ଗଞ୍ଜେଇ ଧରି ବନ୍ଧୁଙ୍କ ସହ ବିମାନ ଯାତ୍ରା କରୁଥିବା ଆମେରିକୀୟ ସୁପର ମଡେଲ ଗିଗି ହାଡିଡ୍‌ ଗିରଫ ହୋଇଛନ୍ତି। ଗିଗି କେମାନ୍‌ ଆଇଲାଣ୍ଡରେ ଛୁଟି...

୧୦ ବର୍ଷରେ ୧୧ ଫ୍ଲପ ଫିଲ୍ମ ଦେଇଛନ୍ତି ଇମରାନ ହାସମି

ମୁମ୍ବାଇ: ଦୀର୍ଘ ପ୍ରାୟ ୩ ବର୍ଷ ପରେ ପୁଣିଥରେ ବଡ ପରଦାକୁ ଫେରିଛନ୍ତି ବଲିଉଡର ଚକୋଲେଟ ବୟ ଇମରାନ ହାସମି । ଫିଲ୍ମ ‘ସେଲଫି’ ଜରିଆରେ...

୧୦୩ ବର୍ଷ ବୟସରେ ଗାୟିକା ଭେରା ଲିନଙ୍କ ପରଲୋକ

ଓ୍ବାଶିଂଟନ,୧୮।୬: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ତାଙ୍କ ଗୀତ ଶ୍ରୋତାଙ୍କ ହୃଦୟରେ ଅଭୁଲା ହୋଇ ରହିଯାଇଥିଲା। ସେହି ବହୁ ପରିଚିତ ଗାୟିକା ଭେରା ଲିନଙ୍କର ଜୁନ ୧୮...

ଫିଲ୍ମରେ ଅଭିନୟ ପାଇଁ ନିଜ ଓଜନ କମାଇଥିଲେ ସୋନମ୍‌ କପୁର

ମୁମ୍ବାଇ,୯।୬: ବଲିଉଡ୍‌ ନାୟିକା ସୋନମ୍‌ କପୁର ରବିିବାର ୩୪ ବର୍ଷରେ ପାଦ ଥାପିଛନ୍ତି। ୧୯୮୫ ଜୁନ୍‌ ୯ରେ ମୁମ୍ବାଇର ଚେମ୍ବୁରଠାରେ ସେ ଜନ୍ମ ଗ୍ରହଣ କରିଥିଲେ।...

ଅନୁଶୋଚନାର ସମୟ

ଓଡ଼ିଆ ଚଳଚ୍ଚିତ୍ର ସମ୍ପ୍ରତି ବାର୍ଦ୍ଧକ୍ୟଜନିତ ରୋଗରେ ଆକ୍ରାନ୍ତ ହୋଇଥିବା ପରି ମନେହୁଏ। କାରଣ ବାର୍ଦ୍ଧକ୍ୟପୀଡ଼ିତ ମଣିଷ ଯେପରି ନାନାଦି ସମସ୍ୟାକୁ ସାମ୍ନାକରେ ଆମ ଚଳଚ୍ଚିତ୍ର ଶିଳ୍ପଟିର...

Advertisement
Archives

Model This Week